ରାହୁଳ ଦ୍ରାବିଡ଼
ଭାରତୀୟ କ୍ରିକେଟ ଖେଳାଳି
ରାହୁଳ ଶରଦ ଦ୍ରାବିଡ଼ ଉଚ୍ଚାରଣ (help·info) (ଜନ୍ମ ୧୧ ଜାନୁଆରୀ ୧୯୭୩) ଜଣେ ପୂର୍ବତନ ଭାରତୀୟକ୍ରିକେଟ ଖେଳାଳି ଓ ଭାରତୀୟ ଟେଷ୍ଟ କ୍ରିକେଟ ତଥା ୱାନ ଡେ ଇଣ୍ଟରନ୍ୟାସନାଲ ଟିମର ଅଧିନାୟକ ଅଟନ୍ତି । ରାହୁଳ ଶ୍ରେଷ୍ଠ ପାଞ୍ଚ ଜଣ ଉଇସଡେନ କ୍ରିକେଟିଅର ଅଫ ଦି ଇଅର ଭାବରେ ୨୦୦୦ ମସିହାରେ ସମ୍ମାନୀତ ହୋଇଛନ୍ତି ।[୧] ରାହୁଳ ଆଇ.ସି.ସି ପ୍ଲେଅର ଅଫ ଦି ଇଅର ଏବଂ ଟେଷ୍ଟ ପ୍ଲେଅର ଅଫ ଦି ଇଅର ଭାବରେ ଉନ୍ମୋଚନ ପୁରସ୍କାର ମହୋତ୍ସବରେ ୨୦୦୪ରେ ସମ୍ମାନୀତ [୨] ରାହୁଳ ଟେଷ୍ଟ ଖେଳରେ ସବୁଠାରୁ ଅଧିକ କ୍ୟାଚ ନେଇ ରେକର୍ଡ଼ ତିଆରି କରିଛନ୍ତି । ୯ ମାର୍ଚ ୨୦୧୨ରେ ସେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେଲେ ବୋଲି ଘୋଷଣା କଲେ ।[୩] ରାହୁଳ ପଞ୍ଚମ ଭାରତୀୟ କ୍ରିକେଟ ଖେଳାଳି ଭାବେ ୧ ନଭେମ୍ବର ୨୦୧୮ ତାରିଖରେ ଆଇ.ସି.ସି. ହଲ ଅଫ ଫେମରେ ସ୍ଥାନ ପାଇଛନ୍ତି ।[୪]
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ରାହୁଳ ଶରଦ ଦ୍ରାବିଡ଼ | |||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | ଦି ବାଲ, ଜାମି, ମି. ଡିପେଣ୍ଦେବଲ | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 5 ft 11 in (1.80 m) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଡାହାଣ ହାତୀ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | ଡାହାଣ ହାତ ଅଫ ସ୍ପିନ | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | ବ୍ୟାଟ୍ସମାନ, ଉଇକେଟକିପର | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 207) | 20 June 1996 v ଇଂଲଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 24 January 2012 v ଅଷ୍ଟ୍ରେଲିଆ | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 339) | 3 April 1996 v ଶ୍ରୀଲଙ୍କା | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 16 September 2011 v ଇଂଲଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 19 | |||||||||||||||||||||||||||||||||||||||||||||||||||||||||||||||||
Only T20I | 31 August 2011 v ଇଂଲଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
1990–present | କର୍ଣ୍ଣାଟକ କ୍ରିକେଟ ଟିମ | |||||||||||||||||||||||||||||||||||||||||||||||||||||||||||||||||
2003 | Scotland | |||||||||||||||||||||||||||||||||||||||||||||||||||||||||||||||||
2000 | Kent | |||||||||||||||||||||||||||||||||||||||||||||||||||||||||||||||||
2008–2010 | Royal Challengers Bangalore | |||||||||||||||||||||||||||||||||||||||||||||||||||||||||||||||||
2011–present | Rajasthan Royals | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 30 January 2012 |
ଆଧାର
ସମ୍ପାଦନା- ↑ "Cricketer of the Year, 2000 – Rahul Dravid". Content.cricinfo.com. Retrieved 20 December 2010.
- ↑ "ICC Awards: Look no further Dravid". Espnstar.com. 5 September 2008. Archived from the original on 21 July 2011. Retrieved 20 December 2010.
- ↑ "Rahul Dravid retires from cricket 'with sadness but also with pride'". Article. The Guardian. Amrch 09 2012. Retrieved March 09, 2012.
{{cite web}}
: Check date values in:|accessdate=
and|date=
(help) - ↑ https://www.msn.com/en-in/sports/cricket/rahul-dravid-5th-indian-to-be-inducted-in-icc-hall-of-fame/ar-BBPcotD?ocid=mailsignout
ବାହାର ଲିଙ୍କ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ରାହୁଳ ଦ୍ରାବିଡ଼
ବାବଦରେ ମାଧ୍ୟମ ରହିଛି ।
- ରାହୁଳ ଦ୍ରାବିଡ଼ ଇ.ଏସ.ପି.ଏନ.କ୍ରିକଇନଫୋରୁ
- CricketFundas Interview with Rahul Dravid Archived 2008-11-21 at the Wayback Machine.
- HindustanTimes.com Player Profile Archived 2009-01-10 at the Wayback Machine.
- HowSTAT! statistical profile on Rahul Dravid
- PwC Batsman Rankings Archived 2009-02-04 at the Wayback Machine.
- Rahul Dravid-ToI