ରାମ ଝୁଲା ଭାରତର ଉତ୍ତରାଖଣ୍ଡ ରାଜ୍ୟରେ ଥିବା ଋଷିକେଶରମୁନି କି ରେତିଠାରେ ଅବସ୍ଥିତ ଲୁହାରେ ତିଆରି ଏକ ଝୁଲନ୍ତା ପୋଲ୧୯୮୦ରେ ତିଆରି ଏହି ପୋଲ ଗଙ୍ଗା ନଦୀ ଉପରେ ତିଆରି ଏକ ଋଷିକେଶର ଏକ ଦର୍ଶନୀୟ ସ୍ଥାନ ।

୧୯୮୦ରେ ତିଆରି ଗଙ୍ଗାନଦୀ ଉପରେ ଥିବା ମୁନି କି ରେତିରେ ଥିବା ରାମ ଝୁଲା

ରାମ ଝୁଲା ଋଷିକେଶଠାରୁ 3 kilometres (1.9 mi) ଉତ୍ତରରେ ମୁନି କି ରେତିଠାରେ ଅବସ୍ଥିତ । ଏଠାରେ ହିନ୍ଦୁର କେତେକ ଆଶ୍ରମ ଓ ଆଧ୍ୟାତ୍ମିକ କେନ୍ଦ୍ର ଯଥା: "ଗୀତା ଭବନ", ସ୍ୱର୍ଗ ଆଶ୍ରମ ଆଦି ରହିଛି । [୧] ଏହା ସ୍ୱର୍ଗ ଧାମ, ଗୀତା ଭବନ ଓ ବାକି ମନ୍ଦିରମାନଙ୍କ ସହ ଶିବାନନ୍ଦ ଆଶ୍ରମର ସଂଯୋଗ ସ୍ଥାପନ କରିଥାଏ ।ନିର୍ମାଣ ଶୈଳୀରେ ଏକା ହେଲେ ବି ଏହା ଲକ୍ଷ୍ମଣ ଝୁଲାଠାରୁ ବଡ଼ ।[୨]

ଗଙ୍ଗା ନଦୀ ଉପରେ ଥିବା ରାମ ଝୁଲାର ଏକ ଭିଡ଼ିଓ

ଆଧାର ସମ୍ପାଦନା

  1. "Ram Jhoola, Rishikesh". Archived from the original on 2017-10-13. Retrieved 2012-02-25.
  2. Places to see in Rishikesh Ram jhula

30°07′24″N 78°18′52″E / 30.123238°N 78.314438°E / 30.123238; 78.314438