ରାମଜୀ ଗୁଲାଟି

ଭାରତୀୟ କଣ୍ଠଶିଳ୍ପୀ

ରାମଜୀ ଗୁଲାଟି ଜଣେ ଭାରତୀୟ କଣ୍ଠଶିଳ୍ପୀ ଏବଂ ମ୍ୟୁଜିକ୍ ପ୍ରଡ୍ୟୁସର୍ । ସେ ମୁଖ୍ୟତଃ ପଞ୍ଜାବୀହିନ୍ଦୀ ଭାଷାର ଗୀତ ଗାଇଥାନ୍ତି ।

ରାମଜୀ ଗୁଲାଟି
Background information
ଶୈଳୀ
  • ପପ୍
  • ଦେଶୀ ହିପ୍‌ହପ୍
  • ହିପ୍‌ହପ୍
  • ରାପ୍
ପେଷା
  • କଣ୍ଠଶିଳ୍ପୀ
  • ରେକର୍ଡ଼ ପ୍ରଡ୍ୟୁସର୍
ଲେବଲଇଉନାଇଟେଡ୍ ୱାଇଟ୍ ଫ୍ଲାଗ୍

ପେଷା ସମ୍ପାଦନା

 
ଫେଜୁ, ସିଦ୍ଧାର୍ଥ ନିଗମ, ଜନ୍ନତ ଜୁବେର ଓ ରାମଜୀ ଗୁଲାଟି ଏକ ସଙ୍ଗୀତ ମୁକ୍ତିଲାଭ ଅବସରରେ ।

୨୦୨୦ ମସିହାରେ ସେ ତାଙ୍କ ଗୀତ ଲକ୍ ଦି କସମ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସିଦ୍ଧାର୍ଥ ନିଗମ ଓ ଅବନୀତ କୌର ଅଭିନୟ କରିଥିଲେ ଏବଂ ଜାନୁଆରୀ ୨୦୨୩ ସୁଦ୍ଧା ୮ କୋଟିରୁ ଅଧିକ ଲୋକ ଏହାକୁ ଦେଖିଥିଲେ ।[୧]

ତାଙ୍କ ଗୀତଗୁଡ଼ିକରେ ଜନ୍ନତ ଜୁବିର ରହମାନି ଏବଂ ଫେଜୁ ଆଦି ଅଭିନୟ କରିଛନ୍ତି ।[୨][୩][୪]

ପୁରସ୍କାର ସମ୍ପାଦନା

ତାଙ୍କ ଆଲବମ୍ ୟୁଡବ୍ଲୁଏଫ୍ ଭଲ୍ୟୁମ୍ ୧କୁ ଲୋକପ୍ରିୟ ଅଲବମ୍ ଭାବରେ ୨୦୧୦ ମସିହାରେ ଗ୍ଲୋବାଲ୍ ଇଣ୍ଡିଆନ୍ ମ୍ୟୁଜିକ୍ ଏକାଡେମୀ ଆୱାର୍ଡ଼ସ‌ଦ୍ୱାରା ମନୋନୀତ କରାଯାଇଥିଲା ।[୫]

ଗୀତ ତାଲିକା ସମ୍ପାଦନା

  • ତେରେ ବିନ୍ କିଭେ
  • ଇସ୍କ ଫର୍ଜି
  • ନଜର ନା ଲଗ୍ ଜାଏ
  • ଫ୍ରୁଟି ଲଗଦି ହୈ
  • ଓନ୍ ମାଇଁ ୱେ
  • ବତ୍ତିୟାଁ ବୁଝାଦୋ
  • ଲକ୍ ଦି କସମ୍
  • କାଲି ମେରି ଗାଡ୍ଡି
  • ରୋନା ଲିଖା ଥା
  • ମରଦା ସାରା ଇଣ୍ଡିଆ
  • ମରଦା ଛୋଡ଼ ଗୟା
  • ରୋଭାନ ଲୟି
  • କ୍ୟାରମ୍ କି ରାନୀ

ଆଧାର ସମ୍ପାଦନା

  1. Luck Di Kasam Video | Ramji Gulati | Avneet Kaur | Siddharth Nigam | Vikram Nagi | Mack | T-Series (in ଇଂରାଜୀ), retrieved 2021-07-09
  2. Team, Editorial (10 June 2019). "TikTok Star Faisu and Jannat Zubair Rahmani's music video 'Tere Bin Kive' is out and they look mesmerizing". IWMBuzz. Retrieved 11 December 2019.
  3. "New video song tere bin kive". The Times of India. 10 June 2019. Retrieved 12 June 2019.
  4. "Watch New Hindi Trending Song Music Video - 'Carrom Ki Rani' Sung By Ramji Gulati Featuring Jannat Zubair And Mr. Faisu". Times Of India. 15 February 2021. Retrieved 17 February 2021.
  5. Awards, Gima. "List of awards and nominations in Gima awars in 2010". Radio and Music. Gima awards.

ବାହାର ଲିଙ୍କ୍ ସମ୍ପାଦନା