ରାମଚଉରା ମନ୍ଦିର

ଭାରତର ଏକ ହିନ୍ଦୁ ମନ୍ଦିର

ରାମଚଉରା ମନ୍ଦିର , ଭାରତୀୟ ରାଜ୍ୟ ବିହାରର ହାଜିପୁର ସହରରେ ଥିବା ଏକା ହିନ୍ଦୁ ମନ୍ଦିର । ଏହା ଭଗବାନ ରାମଙ୍କ ଉପାସନା ପାଇ ରହିଛି ଓ ଏହା ହଜିପୁରର ହେଲାବଜାରର ରାମଭଦ୍ରଠାରେ  ରହିଛି ।ଏହି ସ୍ଥାନ ରାମାୟଣ ସମୟରେ ରହିଥିବାର ବିଶ୍ୱାସ କରାଯାଏ ଓ ଭଗବାନ ରାମ ଏଠାକୁ ଜଣକପୁର ଯିବା ସମୟରେ ଆସିଥିବାର ଜଣାଯାଏ । ଏଠାରେ ବାର୍ଷିକ ରାମ ନବମୀ ପର୍ବ ପାଳିତ ହେଇଥାଏ । ଏଠାରେ ସେହି ସମୟରେ ଏକା ମେଳାର ମଧ୍ୟ ଆୟୋଜନ ହେଇଥାଏ । 

Ramchaura Mandir
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictVaishali
Location
ସ୍ଥାନRambhadra, Hajipur
StateBihar
CountryIndia
Architecture
TypeIndian

ଏଠାରେ ଖୋଦନରୁ ମିଳିଥିବା ପ୍ରତ୍ନତାତ୍ୱିକ ଦ୍ରବ୍ଯ ସବୁ ପାଟଣା ମିଉଜିଆମରେ ରଖା ଯାଇଛି ।  [୧]

ବ୍ୟୁପତ୍ତି  ସମ୍ପାଦନା

ଚଉରାକୁ ଭୋଜପୁରୀରେ ଫୁଲ ବଗିଚା  କୁ ବୁଝାଏ । 

ଦେବତା  ସମ୍ପାଦନା

ଭଗବାନ ରାମ ଏଠାରେ ଆରାଧ୍ୟ ଦେବତା । 

ତାପ୍ତର୍ଜ୍ୟ  ସମ୍ପାଦନା

ଗ୍ୟାଲେରି  ସମ୍ପାଦନା

ପୁନଶ୍ଚ ଦେଖଣା ସମ୍ପାଦନା

  • List of Hindu temples in India
  • Hajipur

ଆଧାର  ସମ୍ପାଦନା

  1. "President calls for research on artists". The Times of India. May 31, 2003. Archived from the original on 2014-01-04. Retrieved 2017-01-04.

ବାହାର ଲିଙ୍କ  ସମ୍ପାଦନା