ରାଧୁ ମିଶ୍ର
ବ୍ୟଙ୍ଗ ସାହିତ୍ୟିକ
ରାଧୁ ମିଶ୍ର (୭ ମାର୍ଚ୍ଚ ୧୯୫୨), ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ସମାଲୋଚକ[୧] ଓ ଅନୁବାଦକ ।[୨] ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟଙ୍ଗ କବି ସମ୍ମିଳନୀ ଏବଂ "ମହାକୁମ୍ଭ ହାସ୍ୟମେଳା" ଆଦି ମାଧ୍ୟମରେ ସେ ବ୍ୟଙ୍ଗସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଛନ୍ତି । ତାଙ୍କ ସମ୍ପାଦନାରେ ମାସିକ ପତ୍ରିକା ହରିବୋଲ ପ୍ରକାଶ ପାଉଥିଲା । ସେ ରାଉରକେଲା ଇସ୍ପାତ କାରଖାନାରୁ ସେବା ନିବୃତ ହୋଇସାରିଛନ୍ତି ।
ରାଧୁ ମିଶ୍ର | |
---|---|
ଜନ୍ମ | ରାଧୁ ମିଶ୍ର ୭ ମାର୍ଚ୍ଚ ୧୯୫୨ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ବ୍ୟଙ୍ଗକାର |
ପିତାମାତା | ହରିହର ମିଶ୍ର ରାସେଶ୍ୱରୀ ମିଶ୍ର |
ରଚନାବଳୀ
ସମ୍ପାଦନାମୌଳିକ ରଚନା
ସମ୍ପାଦନା- ବାସ୍ ଆଉ ଗୋଟେ ମାସ୍
- ପ୍ରିୟମ୍ବଦା (ରୋମାଣ୍ଟିକ କବିତା ସଂକଳନ)
- ସାତ ଦରଜା (କବିତା ସଂକଳନ)
- ମଲାରେ ମଣିଷ
- ଜଙ୍ଗଲରେ ଇଣ୍ଟରନେଟ୍ (ରମେନ୍ଦ୍ର କୁମାରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ) - ୨୦୦୫ (ଦ ବୁକ ମେନ)
- ଶ୍ରୀଦେବୀର ଅଣ୍ଡା (ରମେନ୍ଦ୍ର କୁମାରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ) - ୨୦୦୫ (ଦ ବୁକ ମେନ)
- କପି ତୁ କାହୁଁ ଆଇଲୁରେ (ବ୍ୟଙ୍ଗ ଗଳ୍ପ ସଂକଳନ) - ୨୦୧୩ (ପଶ୍ଚିମା ପବ୍ଲିକେଶନ୍ସ)[୩]
- ବଢ଼ିଲା ଝିଅଙ୍କ ବାପାମାନେ (ଉପନ୍ୟାସ)
ଅନୁବାଦ ପୁସ୍ତକ
ସମ୍ପାଦନା- ଲକ୍ଷେଟଙ୍କିଆ ଛିଙ୍କ
- ଜଙ୍ଗଲରେ ଇଣ୍ଟରନେଟ
- ଶ୍ରୀଦେବୀର ଅଣ୍ଡା
- ଟାଇମ ପାସ୍ ଅଙ୍କଲ
- ମୁଗାମ୍ବୋ ଖୁସ୍ ହୁଆ
- ମଲାରେ ମଣିଷ
- ଅଜନ୍ମା
- ଐସେ ନା ବୁଲାନା ମୁଝେ
- କୁଛ ରହନେ ଭି ଦୋ ଅନକହି
- ଚଲୋ ଆଜ କୁଛ୍ ବାତେଁ କର ଲେଁ
ସମ୍ପାଦିତ ପୁସ୍ତକ
ସମ୍ପାଦନା- ଫତୁରାନନ୍ଦ ଅଭିନନ୍ଦନ ଗ୍ରନ୍ଥ
- ବ୍ୟଙ୍ଗ ମନ୍ଥନ
- ତପତୀ ରେତ ପର ହରସିଙ୍ଗାର
ପତ୍ରିକା ସମ୍ପାଦନା
ସମ୍ପାଦନା- ସୌରଭ (୧୯୭୧ରୁ ୧୯୭୬ ଯାଏଁ)
- ହରିବୋଲ (ଓଡ଼ିଶାର ପ୍ରଥମ ହାସ୍ୟବ୍ୟଙ୍ଗ ସାହିତ୍ୟ ପତ୍ରିକା)
- ସୁପରହିଟ ପଦାବଳୀ (ଓଡ଼ିଶାର ପ୍ରଥମ ପୋଷ୍ଟର ପତ୍ରିକା)
- ଶାମୁକା (ଓଡ଼ିଶାର ପ୍ରଥମ ଫୋଲଡର ପତ୍ରିକା)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ସପ୍ତର୍ଷି ପୁରସ୍କାର (ସମ୍ବଲପୁର ବିଶ୍ୱବିଦ୍ୟାଳୟ)
- ସୃଜନୀ ପୁରସ୍କାର (ସମ୍ବଲପୁର ହୀରାଖଣ୍ଡ ଟ୍ରଷ୍ଟର ଦଶମ ବସନ୍ତ ମିଳନ)
- ଚନ୍ଦ୍ରଭାଗା ହାସ୍ୟ-ବ୍ୟଙ୍ଗ ପୁରସ୍କାର (ବାଲେଶ୍ୱର)
- କାନ୍ତକବି ପୁରସ୍କାର (କଟକ)
- ଛବି ରାୟ ବ୍ୟଙ୍ଗ ପୁରସ୍କାର (ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର )
- ଉତ୍ତରପ୍ରଦେଶ ହିନ୍ଦୀ ସଂସ୍ଥାନ (ଲକ୍ଷ୍ନୌ)ଦ୍ୱାରା ଉତ୍ତର ପ୍ରଦେଶ ସରକାରଙ୍କ ସୌହାର୍ଦ୍ଦ୍ୟ ସମ୍ମାନ
- ପୁନର୍ନବା (ଚାନ୍ଦୋଳ)
- ଉତ୍କଳ ସାହିତ୍ୟ ସମାଜ (କଟକ)
- ଫତୁରାନନ୍ଦ ଫାଉଣ୍ଡେସନ (କଟକ)
- ରାଷ୍ଟ୍ରଦୀପ (କଟକ )
- ତୀରତରଙ୍ଗ ସମ୍ମାନ (ଭୁବନେଶ୍ୱର)
- ଅରଣ୍ୟା ସମ୍ମାନ (ସୁନ୍ଦରଗଡ)
- ସ୍ୱସ୍ତି ସାହିତ୍ୟ ସଂସଦ (ରାଉରକେଲା )
- ଏକାମ୍ର ପୁସ୍ତକ ମହୋତ୍ସବ (ଭୁବନେଶ୍ୱର)
- ହିନ୍ଦୀସେବୀ ସମ୍ମାନ (ରାଉରକେଲା )
- ଆନନ୍ଦପୁର ସାହିତ୍ୟ ସଂସଦ (କେନ୍ଦୁଝର)
- ବଲାଙ୍ଗିର ବହିହାଟ
- ରାଷ୍ଟ୍ରଭାଷା ପ୍ରଚାର ସମିତି (କଟକ)
- ସନ୍ଧ୍ୟାତାରା (ଢେଙ୍କାନାଳ)
- ବ୍ୟଙ୍ଗାଚାର୍ଯ୍ୟ ଉପାଧୀ (ମହାବୀର ସାଂସ୍କୃତିକ ଅନୁଷ୍ଠାନ ଓ ଫୁଲବାଣୀର ଅକବି ଅନୁଷ୍ଠାନ ପ୍ରଦତ୍ତ)
- ବ୍ୟଙ୍ଗ ବାଚସ୍ପତି[୪]
ଆଧାର
ସମ୍ପାଦନା- ↑ "ଗ୍ରନ୍ଥର ରୂପ ବଦଳୁଛି, ମୃତ୍ୟୁ ନାହିଁ". www.dharitri.com/. Retrieved 17 April 2019.
- ↑ "ସ୍ବସ୍ତି ସାହିତ୍ୟ ସଂସଦର ମାସିକ ଆସରରେ ଶାରଦୀୟ କବିତା ପର୍ବ". www.odiasahitya.com. Retrieved 17 April 2019.
- ↑ "Nantional Library of India online catalog". opac.nationallibrary.gov.in. Nantional Library of India. Retrieved 17 April 2019.
- ↑ "ବ୍ୟଙ୍ଗ ସାହିତ୍ୟର ମିଶ୍ରରାଗ". www.dharitriepaper.in. ଧରିତ୍ରୀ. Archived from the original on 9 May 2023. Retrieved 9 May 2023.