ରାଧାବଲ୍ଲଭ

ଜଗନ୍ନାଥଙ୍କ ଛପନ ଭୋଗ

ରାଧାବଲ୍ଲଭ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଶୁଖିଲା ଭୋଗ (ନୈବେଦ୍ୟ), ଯାହାକି ଛପନ ଭୋଗରୁ ଅନ୍ୟତମ ।[][] ଖୁରୁମା ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ; ଲୁଣି ଖୁରୁମା ଓ ମିଠା ଖୁରୁମା ।[]

ରାଧାବଲ୍ଲଭ
ଆରମ୍ଭ
ଅଲଗା ନାଆଁରାଧା ବଲ୍ଲଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଅଟା, ଲୁଣ, ଘିଅ

ଉପାଦାନ

ସମ୍ପାଦନା

ରାଧାବଲ୍ଲଭ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ:[]

  • ଅଟା
  • ଲୁଣ
  • ଘିଅ
  • କୋଳଥ ଡାଲି
  • ଅଦା
  • ଚିନି
  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
  2. Bharat, E. T. V. (2023-09-07). "ଜନ୍ମାଷ୍ଟମୀରେ ଲାଗି ହୋଇଥାଏ ଛପନ ଭୋଗ, ଜାଣନ୍ତୁ ଏହା ପଛର ପୌରାଣିକ କଥାବସ୍ତୁ". ETV Bharat News. Retrieved 2024-07-15.
  3. Samantaray, Dillip Kumar (1 June 2006). "Offering Bhoga to Great Lord" (PDF). Orissa Review (June 2006): 14. Retrieved 15 July 2024.
  4. "Radha ballavi Recipe by The Epicurean Feast". Cookpad (in Indian English). 2020-04-22. Retrieved 2024-07-18.