ରାଜ୍ୟ ରାଜପଥ 195 ( ମହାରାଷ୍ଟ୍ର )

... SH- 195 ବା ରାଜ୍ୟ ରାଜପଥ 195... ( ମହାରାଷ୍ଟ୍ର ) ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ବୁଲଧାନା ଓ ଆକୋଲା ଜିଲ୍ଲାରେ ରହିଛି ।

State Highway 195 (Maharashtra)
Route information
Maintained by MSRDC
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଏହି ରାଜପଥ ମଧ୍ୟପ୍ରଦେଶର ବୁରହାନପୁର ସହ ମହାରାଷ୍ଟ୍ରକୁ ସଂଯୋଗ କରେ । ଏ3ହା ଜାମୋଦ ନାମକ ସ୍ଥାନରେ ରାଜ୍ୟ ରାଜପଥ 194 ସହ ମିଳିତ ହେଇ ପୂର୍ବ ଦିଗକୁ ଯାଏ । ଏହା ବାକାଳଠାରେ ରାଜ୍ୟ ରାଜପଥ 173 ସହ ମିଳିତ ହେଇ ପୁନଶ୍ଚ ପୂର୍ବ ଦିଗ ଗତି କରି ଭାନ ନଦୀ ଅତିକ୍ରମ କରେ । ପରିଶେଷରେ ଏହା ରାଜ୍ୟ ରାଜପଥ 204 ସହ ବାରୁଳାଠାରେ ମିଳିତ ହୁଏ । 

[୧]

ଆଧାର  ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2011-07-16. Retrieved 2016-12-02. {{cite web}}: Cite has empty unknown parameter: |1= (help)

ପୁନଶ୍ଚ ଦେଖଣା  ସମ୍ପାଦନା

  • List of State Highways in Maharashtra