ରାଜ୍ୟ ରାଜପଥ 194 ( ମହାରାଷ୍ଟ୍ର )

MH SH-194 ବା ରାଜ୍ୟ ରାଜପଥ 194 ( ମହାରାଷ୍ଟ୍ର ) ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ବୁଲଧାନା , ଆକୋଲା ଓ ଅମରାବତି ଜିଲ୍ଲା ଦେଇ ଯାଇଛି । 

State Highway 194 (Maharashtra)
Route information
Maintained by MSRDC
Major junctions
From:Madhya Pradesh
To:Nandgaon
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଏହି ରାଜପଥ ମଧ୍ୟପ୍ରଦେଶରୁ ଆରଭ ହେଇଥିଲେ ମଧ୍ୟ ଅଧିକାଂଶ ଦୈର୍ଘ୍ୟ ମହାରାଷ୍ଟ୍ରରେ ରହିଛି । ଏହା ବୁଲଧାନା ଜିଲ୍ଲାକୁ କରଣୱାଡିଠାରେ ପ୍ରବେଶ କରି ମହାରାଷ୍ଟ୍ର ରାଜ୍ୟ ରାଜପଥ 195କୁ ଜାମୋଦଠାରେ ଓ ମହାରାଷ୍ଟ୍ର ରାଜପଥ 173କୁ ତୁଙ୍କିଠାରେ ମିଳିତ ହୁଏ । ଏହା ସାତପୁରା ପାର୍ବତ୍ଯ ରେଞ୍ଜ ଦେଇ ଯାଇ ଅମରାବତି ସମତଳ ଭୂମିରେ ପହଞ୍ଚେ ଓ ସବାରା , ଖୋଲାପୁର ଦେଇ ପରିଶେଷରେ ହାଜିରା - କଲିକତା ଜାତୀୟ ରାଜପଥ 6  ରେ ନଣ୍ଡାଗାଓଠାରେ ମିଶ୍ରଣ ହୁଏ ।.[୧][୨]

ଆଧାର  ସମ୍ପାଦନା

  1. "Buldhana District". Archived from the original on 2011-07-16. Retrieved 2016-12-02.
  2. "ଆର୍କାଇଭ୍ କପି". Archived from the original on 2011-07-16. Retrieved 2016-12-02. {{cite web}}: Cite has empty unknown parameter: |1= (help)

ପୁନଶ୍ଚ ଦେଖଣା  ସମ୍ପାଦନା

  • List of State Highways in Maharashtra