ରାଜେଶ ଯୋଶୀ
ଭାରତୀୟ ଅଭିନେତା
ରାଜେଶ ଯୋଶୀ (୩୧ ଜୁଲାଇ ୧୯୬୮ – ୧୨ ଜାନୁଆରୀ ୧୯୯୮) ଜଣେ ଭାରତୀୟ କଥାଚିତ୍ର ଓ ଥିଏଟର ଅଭିନେତା ଥିଲେ ଯିଏକି ରଙ୍ଗୀଲା (୧୯୯୫) ଓ ସରଫରୋଶ (୧୯୯୯) ଆଦି ହିନ୍ଦୀ କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ।[୧][୨]
ରାଜେଶ ଯୋଶୀ | |
---|---|
ଜନ୍ମ | ମହଦ, ମହାରାଷ୍ଟ୍ର, ଭାରତ | ୩୧ ଜୁଲାଇ ୧୯୬୮
ମୃତ୍ୟୁ | ୧୨ ଜାନୁଆରୀ ୧୯୯୮ ମୁମ୍ବାଇ, ମହାରାଷ୍ଟ୍ର ଭାରତ | (ବୟସ ୨୯)
ବୃତ୍ତିସମୂହ |
|
ବୈବାହିକ-ସାଥୀ | ଫାଲଗୁନି ଯୋଶୀ |
ସମ୍ପର୍କୀୟ | ମନୋଜ ଯୋଶୀ (ଭାଇ) |
୧୯୯୮ ମସିହାର ଜାନୁଆରୀ ୧୧ ତାରିଖରେ ସେ କାର ଦୁର୍ଘଟଣାରେ ଆହାତ ହୋଇଥିଲେ ଏବଂ ତା' ପରଦିନ ୨୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲେ ।[୩] ତାଙ୍କ ମୃତ୍ୟୁ ପରେ ତାଙ୍କ ଅଭିନୀତ ଶେଷ କଥାଚିତ୍ର ସତ୍ୟା ମୁକ୍ତିଲାଭ କରିଥିଲା । ସେ ଅଭିନେତା ମନୋଜ ଯୋଶୀଙ୍କ ସାନ ଭାଇ ଥିଲେ ।[୪]
ଅଭିନୀତ କଥାଚିତ୍ର
ସମ୍ପାଦନା- ଆନ୍ଥମ୍ (୧୯୯୧)
- ରଙ୍ଗୀଲା (୧୯୯୫)
- ତେରେ ମେରେ ସପ୍ନେ (୧୯୯୬)
- ଆଫ୍ଲାଟୁନ୍ (୧୯୯୭)
- ସତ୍ୟା (୧୯୯୮)
- ସରଫରୋଶ (୧୯୯୯)
- ଲାବାରିସ୍ (୧୯୯୯)
- ଖୌଫ (୨୦୦୦)
ଆଧାର
ସମ୍ପାଦନା- ↑ "Manoj Joshi (Actor) Age, Wife, Children, Family, Biography, Facts & More » StarsUnfolded". starsunfolded.com (in ବ୍ରିଟିଶ୍ ଇଂରାଜୀ). Retrieved 2023-09-08.
- ↑ "Rajesh Joshi (actor)". Alchetron.com (in ଆମେରିକୀୟ ଇଂରାଜୀ). 2017-08-18. Retrieved 2023-09-08.
- ↑ "Rajesh Joshi (actor), Date of Birth, Place of Birth, Date of Death". www.bornglorious.com. Retrieved 2023-09-08.
- ↑ "Manoj Joshi Best Movies and Shows List from 1992 to 2023". www.digitbinge.in (in ଇଂରାଜୀ). Archived from the original on 2023-09-08. Retrieved 2023-09-08.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରାଜେଶ ଯୋଶୀ
- ବଲିଉଡ ହଙ୍ଗାମାରେ ରାଜେଶ ଯୋଶୀ
- ନ୍ୟୁଜ୍ ଲିଙ୍କ୍