ରାଜେନ୍ଦ୍ର କୁମାର ରାଉଳ

ଓଡ଼ିଆ କଥାକାର

ରାଜେନ୍ଦ୍ର କୁମାର ରାଉଳ, ଜଣେ ଓଡ଼ିଆ କଥାକାର । ସେ ଉଭୟ ଗଳ୍ପ ଓ ଉପନ୍ୟାସରେ ନିଜ ଲେଖନୀ ଚାଳନା କରନ୍ତି ।

ରାଜେନ୍ଦ୍ର କୁମାର ରାଉଳ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିଟେଲିଗ୍ରାମ
ପୁରସ୍କାରଫକୀର ମୋହନ ସେନାପତି ତରୁଣ କଥା ସମ୍ମାନ, ଟାଇମପାସ ବୁକର ପୁରସ୍କାର

ରଚନାବଳୀ ସମ୍ପାଦନା

ଗଳ୍ପ ସଂକଳନ ସମ୍ପାଦନା

  • ହତ୍ୟାକାରୀ - ୨୦୧୦ (ସତ୍ୟମ ବୁକ ଏଜେନ୍ସି)
  • କାଡ଼ବରୀ - ୨୦୧୩ (ପକ୍ଷୀଘର ପ୍ରକାଶନ)
  • ଶିବଦାସ
  • ହାଇଫେନ
  • ସନ୍ଧିକ୍ଷଣ
  • ଟେଲିଗ୍ରାମ
  • ସଚିନ - ୨୦୧୧ (ସତ୍ୟମ ବୁକ ଏଜେନ୍ସି)

ଉପନ୍ୟାସ ସମ୍ପାଦନା

  • ଭାଇରସ - ୨୦୧୩ (ଏଥେନା ବୁକ୍ସ)
  • ମରୁମାୟା

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଫକୀର ମୋହନ ସେନାପତି ତରୁଣ କଥା ସମ୍ମାନ
  • କଳିଙ୍ଗ ପ୍ରଭା ସାହିତ୍ୟ ସାରଥି ସମ୍ମାନ
  • କଳିଙ୍ଗ ଲିଟେରାରୀ ଯୁବ ପୁରସ୍କାର
  • ରବୀନ୍ଦ୍ରନାଥ ରାୟ ସ୍ମୃତି ପୁରସ୍କାର[୧]
  • ଟାଇମପାସ ବୁକର ପୁରସ୍କାର - ୨୦୨୦[୨]

ଆଧାର ସମ୍ପାଦନା

  1. "କଥା ଝରକା". କଥା ପତ୍ରିକା. ଇଷ୍ଟର୍ଣ୍ଣ ମିଡ଼ିଆ (ଫେବୃଆରୀ ୨୦୨୨): ୩୦. Retrieved 15 February 2022.
  2. "ରାଜେନ୍ଦ୍ର କୁମାର ରାଉଳ ଓ ସୃଷ୍ଟିଶ୍ରୀ ନାଏକ ପାଇବେ 'ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର'". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 15 February 2022. Retrieved 15 February 2022.