ରାଜଧାନୀ ଏକ୍ସପ୍ରେସ ଟ୍ରେନ ସମୂହ ( ଶ୍ରୀଲଙ୍କା )
ରାଜଧାନୀ ଏକ୍ସପ୍ରେସ ଏକ ଟ୍ରେନ ସେବା ଯାହା ଶ୍ରୀଲଙ୍କା ଦେଶରେ ପ୍ରଚଳିତ । ବ୍ଲୁ ଲାଇନ କମ୍ପାନୀ ସହ ଏହି ସେବା ଶ୍ରୀଲଙ୍କାର ମୁଖ୍ୟ ସହର ମାନଙ୍କରେ ବିଭିନ୍ନ ମାର୍ଗରେ ଉତ୍ତମ ସେବା ଯୁକ୍ତ ବଗିଦ୍ୱାରା ରେଳ ସେବା ପ୍ରଦାନ କରିଥାଏ । ଏହି କମ୍ପାନୀ ନିଜେ କୌଣସି ଟ୍ରେନ ନା ଚଳେଇ ଶ୍ରୀଲଙ୍କା ରେଳବାଇଦ୍ୱାରା ପ୍ରଚଳିତ ଟ୍ରେନରେ ସବୁ ସୁବିଧା ଯୁକ୍ତ ଶୀତତାପ ନିୟନ୍ତ୍ରିତ ଆରାମଦାୟକ କାର ଯୋଡି ଏହି ସେବା ପ୍ରଦାନ କରିଥାଏ ।
ବିବରଣୀ
ସମ୍ପାଦନାଯଦିଓ ରାଜଧାନୀ ଏକ୍ସପ୍ରେସ ନାମରେ ନମିତା ବଗି ସବୁ ଶ୍ରୀଲଙ୍କା ରେଳବିଭାଗଦ୍ୱାରା ଚାଲୁଥିବା ଟ୍ରେନରେ ଯୋଡ଼ା ହେଇ ଚାଲେ , ରାଜଧାନୀ ଏକ୍ସପ୍ରେସ ତାର ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରେଇ ଥାଏ । ଶ୍ରୀଲଙ୍କାର ଉତ୍ଚ ମଧ୍ୟବିତ୍ତ ଓ ପର୍ଯ୍ୟଟକ ମାନକ ପାଇଁ ଏହି ସେବା ଉପଲବ୍ଧ । ଶ୍ରୀଲଙ୍କା ରେଳବାଇ ପ୍ରଚଳିତ ପ୍ରଥମ ଶ୍ରେଣୀ ମାହାସୁଲ ଉପରେ ଏହି କମ୍ପାନୀ ନିଜର ପ୍ରଦତ୍ତ ସୁବିଧା ପାଇଁ ମଧ୍ୟ ଅତିରିକ୍ତ ଭଡା ନେଇଥାଏ ।
ଇତିହାସ
ସମ୍ପାଦନାବ୍ଲୁ ଲିନେ କମ୍ପାନୀଦ୍ୱାରା ଏହି ରାଜଧାନୀ ଏକ୍ସପ୍ରେସ ସେବା ପ୍ରଥମ କରି ଅକ୍ଟୋବର 1, 2011ରେ ।କାଣ୍ଡୀ ଇଣ୍ଟରସିଟିରୁ ଆରମ୍ଭ ହେଇଥିଲା । ଏହା ସହ ଔ ଏକ କମ୍ପାନୀଦ୍ୱାରା explosrilanka ନାମକ ସେବା ମଧ୍ୟ ଆରମ୍ଭ ସେହି ଦିନଠାରୁ ଆରଭ ହେଇଥିଲା ..ExpoRail.[୧]
ସେବା ସମୂହ
ସମ୍ପାଦନାRoute | Calling at | Frequency | |
---|---|---|---|
Main Line | Colombo Fort to Kandy and Colombo Fort to Badulla (Udarata Menike) |
All Main Line stations | Daily for Kandy; Daily for Badulla |
Route | Calling at | Frequency | |
---|---|---|---|
Coastal Line | Colombo Fort to Mathara | Colombo Fort, Galle, Mathara | Daily (except Thursdays) |
Rolling Stock
ସମ୍ପାଦନାରାଜଧାନୀ ଏକ୍ସପ୍ରେସ ସେବା ପାଇଁ ରୋମାନିୟାରେ ନିର୍ମିତ ଅତ୍ୟାଧୁନିକ ବଗିର ବ୍ୟବହାର କରାଯାଏ । ପୂର୍ବରୁ ୧୯୯୦ଦଶକରେ ସେହି ବଗି ସବୁ ଶ୍ରୀଲଙ୍କା ରେଳବାଇଦ୍ୱାରା ଆମଦାନୀ ହେଇଥିଲା । ସେସବୁକୁ ୨୦୧୧/୨୦୧୨ ରେ ପୁନର୍ବିନ୍ୟାସ ତଥା ନବୀକରଣ କରାଯାଇ ରାଜଧାନୀ ଏକ୍ସପ୍ରେସ ବଗି ଭାବରେ ବ୍ୟବହାର କରାଗଲା ।
See also
ସମ୍ପାଦନା- ExpoRail, Rajadhani's main competitor, serving a similar niche market