ରାଜଗଡ ରାଜ୍ୟ
- ଏହା ରାୟଗଡ଼ ରାଜ୍ୟ ଠାରୁ ଭିନ୍ନ
ରାଜଗଡ ରାଜ୍ୟ (Hindi Name: राजगढ़) ବ୍ରିଟିଶ ଶାସନ କାଳରେ ଥିବା ଏକ ଭାରତୀୟ ରାଜପୁତ ରାଜକୀୟ ରାଜ୍ୟ । ରାଜଗଡ ସହର ଏହାର ରାଜଧାନୀ ଥିଲା ।ଏହା ବ୍ରିଟିଶ ଅମଳରେ ହୋପାଳ ଏଜେନ୍ସି ଅଧୀନରେ ଥିଲା ।
ରାଜଗଡ ରାଜ୍ୟ राजगढ़ रियासत | |||||
Princely State of British India | |||||
| |||||
Flag | |||||
Rajgarh State in the Imperial Gazetteer of India | |||||
History | |||||
• | Established | Late 15th century | |||
• | Accession to the Union of India | 1948 | |||
Area | |||||
• | 1931 | ୨,୪୩୫ km2 (୯୪୦ sq mi) | |||
Population | |||||
• | 1931 | ୧,୩୪,୮୯୧ | |||
Density | ୫୫.୪ /km2 (୧୪୩.୫ /sq mi) | ||||
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help)
|
ରାଜଗଡ ରାଜ୍ୟର ଆୟତନ 2,492 ବର୍ଗ କିଲୋମିଟର ଥିଲା ଏବଂ 1901 ଜୁଆନଗଣନା ସମୟରେ ଏହାର ଜନସଂଖ୍ୟା 88,376 ଥିଲା । ଏହା ଏକ କୃଷିପ୍ରଧାନ ଅଞ୍ଚଳ ଥିଲା ଓ ଶଷ୍ୟ ଓ ଅଫିମ ଚାଷ ହେଇ ଏଠାରୁ ଅନନ୍ୟ ରାଜ୍ୟକୁ ରପ୍ତାନି ହଉଥିଲା ।
ଇତିହାସ
ସମ୍ପାଦନାପୂର୍ବରୁ ଥିବା ଉମାତ୍ୱରା ନାମକ ରାଜ୍ୟର ମୁଖ୍ୟଙ୍କୁ ରାୱତ ( ରାଜା ) ଉପାଧି 1448 ମସିହାରେ ପ୍ରଦାନ କରାଯାଇ ଥିଲା ।ଏ3ହି ରାଜ୍ୟକୁ 1681 ମସିହାରେ ଦ୍ୱିଭକ୍ତ କରାଯାଇ ରାଜଗଡ ଓ ନରାଶିଙ୍ଘାଗଡ ରାଜ୍ୟ ସ୍ଥାପିତ ହେଇଥିଲା । ତତ୍କାଳୀନ ରାଜା ରାୱାତ ଛତର ସିଂହଙ୍କ ଦୁଇ ପୁତ୍ର ରୱାତ ମୋହନ ସିଂହ ଓ ରାୱତ ପରସରାମଜୀଙ୍କୁ ତାହା ମିଳିଥିଲା । ରାଜାଙ୍କ ଝିଅ ହିମାଳୟ ଅଞ୍ଚଳକୁ ପଳାଯନ କରି ସେଠାରେ ମଧ୍ୟ ରାଜଗଡ ନାମରେ ରାଜ୍ୟ ସ୍ଥାପନ କରିଥିଲେ । ତାହା ଏବେ ହିମାଚଳପ୍ରଦେଶରେ ଅବସ୍ଥିତ ଏକ ଅଞ୍ଚଳ ।
1947 ମସିହାରେ ଭାରତ ସ୍ୱାଧୀନ ହେଲା ପରେ 1948 ମସିହାରେ ଏହି ରାଜ୍ୟ ଭାରତୀୟ ରାଜ୍ୟସମୂହ ସହ ବିଲୟ ହେଲା ଓ 1956 ପରେ ଏହା ମଧ୍ୟପ୍ରଦେଶ ସହ ରହିଥିଲା ।
ଶାସକ
ସମ୍ପାଦନାThe rulers of Rajgarh State were Rajputs of the Ponwar (Umat) clan and were entitled to an 11-gun salute.
ରାୱତ
ସମ୍ପାଦନା- 1638 - 14 April 1714 Mohan Singh (d. 1714)
- 1714? - 1740 Amar Singh
- 1740 - 1747 Narpat Singh
- 1747 - 1775 Jagat Singh
- 1775 - 1790 Hamir Singh
- 1790 - 1803 Pratap Singh
- 1803 - 1815 Prithvi Singh
- 1815 - 1831 Newal Singh (d. 1831)
- 1831 - 1872 Rawat Moti Singh (b. 1814 - d. 1880) see below
- 1846 - November 1847 Thakur Khok Singh -administrator
ନବାବ
ସମ୍ପାଦନା- 1872 - Oct 1880 Mohammad `Abd al-Wasih Khan (s.a.) (previously Rawat as Rawat Moti Singh)
ରାବତ
ସମ୍ପାଦନା- 1880 - 1882 Bakhtawar Singh (d. 1882)
- 6 July 1882 - 1 Jan 1886 Balbhadra Singh (b. 1857 - d. 1902) see below
ରାଜା
ସମ୍ପାଦନା- 1 Jan 1886 - Jan 1902 Balbhadra Singh (s.a.)
- 20 Jan 1902 - 9 Jan 1916 Bane Singh (b. 1857 - d. 1916) (from 1 Jan 1908, Sir Bane Singh)
- 20 Aug 1908 - 21 Nov 1940 Ram Singh (Section in Himachal Pradesh)
- 17 Jan 1916 - 26 Oct 1936 Birendra Singh (b. 1878 - d. 1936) (from 1 Jan 1918, Sir Birendra Singh)
- 18 Dec 1936 - 15 Aug 1947 Bikramaditya Singh (b. 1936)
- 21 Nov 1940 - 15 Aug 1947 Ram Charan Singh (Section- Himachal)
ପୁନଶ୍ଚ ପଠନ
ସମ୍ପାଦନା- List of Rajput dynasties and states
- Political integration of India
ଆଧାର
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା- IndianRajputs.com - Rajgarh with coat of arms