ରମେଶ ସକସେନା

ଭାରତୀୟ କ୍ରିକେଟ ଖେଳାଳି

ରମେଶ ଚାନ୍ଦ ସକସେନା  ଶବଦ ବିଷୟରେ pronunciation  (20 ସେପ୍ଟେମ୍ବର 1944- 16 ଅଗଷ୍ଟ 2011 ),[୧] ଜଣେ ଭାରତୀୟ କେଇକେଟ ଖେଳାଳି । ସେ ଭାରତ ପାଇ ଗୋଟିଏ ଟେଷ୍ଟ 1967 ମସିହାରେ ଖେଳିଥିଲେ । 

କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରLegbreak
ଅନ୍ତର୍ଜାତୀୟ ତଥ୍ୟ
National side
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 1 149
ମୋଟ ରନ 25 8155
ବ୍ୟାଟିଂ ହାର 12.50 40.37
ଶତକ/ଅର୍ଦ୍ଧଶତକ -/- 17/42
ସର୍ବାଧିକ ରନ 16 202*
ବଲ ସଂଖ୍ୟା 12 1716
ଉଇକେଟ - 33
ବୋଲିଂ ହାର - 28.27
ଇନିଙ୍ଗସରେ ୫ଟି ଉଇକେଟ - -
ମ୍ୟାଚରେ ୧୦ଟି ଉଇକେଟ - -
ସବୁଠୁ ଭଲ ବୋଲିଂ - 4/24
କ୍ୟାଚ/ଷ୍ଟମ୍ପିଙ୍ଗ -/- 65/-
Source: [୧]

ପ୍ରଥମ ଶ୍ରେଣୀ ଅବଦାନ  ସମ୍ପାଦନା

16 ବର୍ଷ ବଯଶରେ ରମେଶ ଦିଲ୍ଲୀ ପାଇଁ 1960/61 ସିଜନରେ ରଣଜୀ ଖେଳି ତାଙ୍କର ପ୍ରଥମ ଶ୍ରେଣୀ ଖେଳ ଆରମ୍ଭ କରିଥିଲେ । ସେ ଦକ୍ଷିଣ ପଞ୍ଜାବ ବିରୁଦ୍ଧରେ ପ୍ରଥମ ମେଚରେ 113 ରନ କରିଥିଲେ । 

ଟେଷ୍ଟ ଅବଦାନ  ସମ୍ପାଦନା

ଇଂଲଣ୍ଡର ଲିଡ୍ସଠାରେ 1967 ମସିହାରେ ରମେଶ ତାଙ୍କର ଟେଷ୍ଟ ଖେଳି ଥିଲେ ।ପ୍ରଥମ ଇନିଂସରେ ଇଂଲଣ୍ଡ ବୟକଟଙ୍କ 246 ରନ ବଳରେ 550/4 କରିଥିଲା ଏଥିରେ ସକସେନା 2 ଓଭର ବୋଲିଂ କରିଥିଲେ । ତାହା ପରେ ରମେଶ ଫରୁଖ ଇଞ୍ଜିନିଅରଙ୍କ ସହ ଇନିଂସ ଆରମ୍ଭ କରି ମାତ୍ର 9 ରନ କରି ଆଉଟ ହେଇଥିଲେ ଓ ଭାରତ 164 ରନ କରିପାରିଥିଲା । ଫଲ୍ଲୋ ଅନ ହେଇ ଦ୍ୱିତୀୟ ଇନିଂସରେ 510 କରିଥିଲା , କିନ୍ତୁ ମେଚ ହାରି ଯାଇଥିଲା । ଦ୍ୱିତୀୟ ଇନିଂସରେ ସକସେନା ମାତ୍ର 16 ରନ କରି ଦଳରୁ ବାହାରି ଯାଇଥିଲେ ।  

ଆଧାର  ସମ୍ପାଦନା

  1. "Former India batsman Ramesh Saxena dies" Retrieved 15 September 2013.

ବାହାର ଲିଙ୍କ  ସମ୍ପାଦନା