ରମଣଦୀପ ସିଂହ (ହକି , ଜନ୍ମ 1993 )
ଭାରତୀୟ ହକି ଖେଳାଳି
ରମଣଦୀପ ସିଂହ (ଜନ୍ମ 1 ଏପ୍ରିଲ , 1993 ) ଜଣେ ଭାରତୀୟ ଜାତୀୟ ହକି ଖେଳାଳି । ସେ ଜଣେ ଫରୱାର୍ଡ ହିସାବରେ ଖେଳନ୍ତି ।[୨][୩] ସେ 2016 ଅଲିମ୍ପିକ ପାଇଁ ଜାତୀୟ ଦଳରେ ଖେଳିଥିଲେ । ପୂର୍ବରୁ ସେ ଭାରତୀୟ ଦଳ ପାଇଁ 2016ରେ ଲଣ୍ଡନରେ ହେଇଥିବା ଚମ୍ପିୟାନ ଟ୍ରଫି , 2014ରେ ଗ୍ଲାସଗୋଠାରେ ହେଇଥିବା କମନୱେଲ୍ଥ ଗେମ ଓ 2014ରେ ଇଞ୍ଚିଆନଠାରେ ହେଇଥିବା ଏସୀୟ କ୍ରୀଡ଼ାରେ ଖେଳିଥିଲେ ।
ବ୍ୟକ୍ତିଗତ ସୂଚନା | |||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ |
Gurdaspur district, Punjab, India[୧] | ୧ ଅପ୍ରେଲ ୧୯୯୩||||||||||||||||||||||||||||
ଉଚ୍ଚତା | 178 cm (5 ft 10 in) | ||||||||||||||||||||||||||||
Playing position | Forward | ||||||||||||||||||||||||||||
National team | |||||||||||||||||||||||||||||
2013-present | India | ||||||||||||||||||||||||||||
Medal record
| |||||||||||||||||||||||||||||
Last updated on: 8 July 2016 |
ଆଧାର
ସମ୍ପାଦନା- ↑ "I was waiting for my time: Ramandeep". The Pioneer. Retrieved 13 ଜୁଲାଇ 2016.
- ↑ "Ramandeep Singh". Hockey India. Archived from the original on 7 ଜୁଲାଇ 2016. Retrieved 13 ଜୁଲାଇ 2016.
- ↑ "Ramandeep Singh Profile". Glasgow 2014. Archived from the original on 20 ଅଗଷ୍ଟ 2016. Retrieved 13 ଜୁଲାଇ 2016.
ବାହାର ଲିଙ୍କ
ସମ୍ପାଦନା- Player profile at Hockey India Archived 7 July 2016 at the Wayback Machine.