ରଜନୀ ବସୁମାତାରୀ

ଭାରତୀୟ ଅଭିନେତ୍ରୀ

ରଜନୀ ବସୁମାତାରୀ (ଆସାମୀ : ৰজনী বসুমতাৰী) (ବୋଡୋ : रजनि बसुमतारी)ଜଣେ ଭାରତୀୟ ମହିଳା ଅଭିନେତ୍ରୀ , ନିର୍ମାତା , ନିର୍ଦ୍ଦେଶିକା , ଲେଖିକା । ସେ ୨୦୧୪ ମସିହାରେ ନିର୍ମିତ " ମାରି କମ " ( Mary Kom ) ଫିଲ୍ମରେ ମାରି କମଙ୍କ ମାଁ ମାନଲେ ଆକଜାମ କମ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ସେ " The Soukeens " ନାମକ ଫିଲ୍ମରେ ମଧ୍ୟ ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । .[୧][୨][୩] ସେ ସରକାରଙ୍କ ଏସସିଇଇପି କାର୍ଯ୍ୟକ୍ରମର ଜଣେ  ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ରହିଛନ୍ତି ।  . ରଜନୀ ଅହମିୟା ଭାଷାରେ " ଅନୁରାଗ " ନାମକ ଏକ ପ୍ରଶଂସିତ ଓ ପୁରସ୍କୃତ ଫିଲ୍ମର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ତାଙ୍କର ନିର୍ଦ୍ଦେଶିକା ଭାବରେ ପ୍ରଥମ ଫିଲ୍ମ " ରାଗ " ଭାରତର ସମସ୍ତ ବୃହତ ସହରରେ ପ୍ରଦର୍ଶିତ ହେଇଥିଲା । .[୪]

== ରଜନୀ ବସୁମାତାରୀ ==

रजनि बसुमतारी

ৰজনী বসুমতাৰী
ଜନ୍ମ
ରଙ୍ଗପଡା , ଆସାମ , ଭାରତ 
ବୃତ୍ତି(ସମୂହ)Director, producer, Screenwriter
ସକ୍ରିୟ ବର୍ଷ୨୦୦୭ରୁ ବର୍ତ୍ତମାନ ଯାଏ 

ପ୍ରାରମ୍ଭିକ ଜୀବନୀ  ସମ୍ପାଦନା

ଆସାମ ରାଜ୍ୟର ରଙ୍ଗପଡାଠାରେ ଜନ୍ମିତ ରଜନୀ ସ୍କୁଲ ଶିକ୍ଷା ପରେ ରାଜଧାନୀ ଗୌହାଟୀରେ ଉଛ ଶିକ୍ଷା ଲାଭ କରିଥିଲେ । ସେ ଅସମୀୟ ଭାଷା ସାହିତ୍ୟ ବିଷୟ ସହ ହାଣ୍ଡିକ ମହିଳା କଲେଜରେ ଡିଗ୍ରୀ ହାସଲ କରିଥିଲେ ।  

ଆଧାର  ସମ୍ପାଦନା

  1. "Delhi-based filmmaker debuts in Bollywood as Priyanka Chopra's mother". Piyali Dasgupta, The Times of India.
  2. "the hardworking Priyanka not to stick out like a misguided missile amid the likes of Robin Das, Rajni Basumatary (as Mary Kom's father and mother respectively)". Saibal Chatterjee,NDTV. Archived from the original on 2018-10-18. Retrieved 2017-03-27.
  3. "North-East actress Rajni Basumatary becomes brand Ambassador of SVEEP". economictimes.indiatimes.com.
  4. "Nominations for Prag Cine Award, 2013". assamtribune.com. Archived from the original on 2014-03-15. Retrieved 2017-03-27.