ରକ୍ଷା ଉତ୍ପାଦନ ବିଭାଗ

ଏହି ଲେଖାଟି ଭାରତ ସରକାରଙ୍କର ରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ରକ୍ଷା ଉତ୍ପାଦନ ବିଭାଗ ବାବଦରେ

ପରିଚୟ ସମ୍ପାଦନା

ରକ୍ଷା ଉତ୍ପାଦନ ବିଭାଗ ଭାରତ ସରକାରଙ୍କର ରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ବିଭାଗ।

ସ୍ଥାପନା ସମ୍ପାଦନା

ନଭେମ୍ବର ୧୯୬୨ରେ ରକ୍ଷା ଉତ୍ପାଦନ ବିଭାଗ ସ୍ଥାପିତ ହୋଇଥିଲା। ଏହା ରକ୍ଷା ଉତ୍ପାଦନ ସମ୍ବନ୍ଧିତ ସମସ୍ତ ଗତିବିଧି ସହିତ ସଂପୃକ୍ତ। ଏହା ଉତ୍ପାଦନ, ବାହାରୁ ଆମଦାନୀ ହେଉଥିବା ଉପକରଣ, ଭଣ୍ଡାର, ଯନ୍ତ୍ରପାତି ଆଦିର ସ୍ୱଦେଶୀ କରଣ, ଆୟୁଧ ନିର୍ମାଣୀ ବୋର୍ଡର ବିଭାଗୀୟ ଉତ୍ପାଦନ ଶାଖା ଓ ସାର୍ବଜନିକ କ୍ଷେତ୍ର ଉପକ୍ରମ (Defence Public Sector Undertakings)ଗୁଡ଼ିକର ଯୋଜନା ଓ ନିୟନ୍ତ୍ରଣକୁ ନିଜ ଦେଶରେ ତିଆରି କରିବାର କାମ ହେଉଛି ରକ୍ଷା ଉତ୍ପାଦନ ବିଭାଗର କାମ।

କାର୍ଯ୍ୟ ସମ୍ପାଦନା

ଏହାର ମୁଖ୍ୟ କାମ ଥିଲା ରକ୍ଷା ଉପକରଣଗୁଡ଼ିକର ଅନୁସନ୍ଧାନ ଓ ବିକାଶ ଓ ନିର୍ମାଣ।

ପ୍ରମୁଖ ସମ୍ପାଦନା

ରକ୍ଷା ଉତ୍ପାଦନ ବିଭାଗ ସଚୀବ

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା

http://mod.nic.in/aboutus/welcome.html