ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗ

ଏହି ଲେଖାଟି ଭାରତ ସରକାରଙ୍କର ରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗ ବାବଦରେ

ପରିଚୟ ସମ୍ପାଦନା

ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗ ଭାରତ ସରକାରଙ୍କର ରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ବିଭାଗ।

ସ୍ଥାପନା ସମ୍ପାଦନା

କାର୍ଯ୍ୟ ସମ୍ପାଦନା

ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗର ସଚୀବ ହେଉଛନ୍ତି ରକ୍ଷା ମନ୍ତ୍ରୀଙ୍କର ବୈଜ୍ଞାନିକ ପରାମର୍ଶଦାତା ଯିଏ ଏଇ ବିଭାଗର ପ୍ରଶାସନିକ ମୁଖ୍ୟ। ସେନାବାହିନୀର ଆବଶ୍ୟକତା ଅନୁସାରେ ଉପକରଣ ଓ ଅସ୍ତ୍ର-ଶସ୍ତ୍ରର ଆଧୁନିକିକରଣ ପାଇଁ ଅନୁସନ୍ଧାନ, ଡିଜାଇନ ଓ ବିକାଶ ତଥା ଯୋଜନା ତିଆରି କରିବା ଓ ବୈଜ୍ଞାନିକ ଦିଗରୁ ସରକାରଙ୍କୁ ପରାମର୍ଶ ଦେବା ହେଉଛି ଏଇ ବିଭାଗର କାମ।

ପ୍ରମୁଖ ସମ୍ପାଦନା

ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗ ସଚୀବ

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା

http://mod.nic.in/aboutus/welcome.html