ଯୋଧପୁର ଏୟାର ପୋର୍ଟ
ଯୋଧପୁର ଏୟାର ପୋର୍ଟ (IATA: JDH, ICAO: VIJO) ଭାରତୀୟ ରାଜ୍ୟ ରାଜସ୍ଥାନର ଯୋଧପୁର ସହରରେ ଥିବା ଏକ ଏୟାର ପୋର୍ଟ । ଏହା ।ସନ୍ନିକଟ ରେ ଭାରତୀୟ ବିମାନ ବାହିନୀର ଏୟାର ବେସ ମଧ୍ୟ ରହିଛି ।
Jodhpur Airport जोधपुर हवाई अड्डा Jodhpur Havāī Aḍḍā | |||
---|---|---|---|
IATA: JDH – ICAO: VIJO | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Military/Public | ||
ପରିଚାଳକ | Airports Authority of India | ||
ଅବସ୍ଥାନ | Jodhpur | ||
ଉଚ୍ଚତା (ସମୁଦ୍ର ଠାରୁ) | 717 ft / 219 m | ||
ଦିଗବାରେଣି | 26°15′04″N 073°02′56″E / 26.25111°N 73.04889°E | ||
ବେବସାଇଟ | |||
Map | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
05/23 | 9,005 | 2,745 | Concrete/Asphalt |
Statistics (2014) | |||
Passenger movements | 308,982(1.74%) | ||
Source: AAI,[୧][୨] |
ଇତିହାସ
ସମ୍ପାଦନା1920 ମସିହା ବେଳକୁ ଯୋଧପୁରର ତତ୍ କାଳୀନ ମହାରାଜା ଉମେଇଦ ସିଂହ ଜୋଧପୁର ଫ୍ଲାଇଂ କ୍ଲବର ସ୍ଥାପଙ୍କରୀ ଚିତ୍ତର ରାଜମହଳ ନିକଟସ୍ଥ ଏକ ପ୍ରାନ୍ତରରେ ଏୟାର ଫିଲ୍ଡ ନିର୍ମାଣ କରିଥିଲେ । ପରବର୍ତୀ 3 ଦଶନ୍ଧିରେ ଏହାର ବୃଦ୍ଧି ଘଟି ରାଜକୀୟ ଏୟାର ଫୋର୍ସଦ୍ୱାରା ଏହା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟ ରେ[୩] ବ୍ୟବହାର ହେଇଥିଲା । 1950 ମସିହାରେ ରୟାଲ ଭାରତୀୟ ଏୟାର ଫୋର୍ସ ଗଠନ ପରେ ଠ ଭାରତୀୟ ଏୟାର ଫୋର୍ସର ଫ୍ଲାଇଙ୍ଗ କଲେଜ ର[୪] ଏୟାର ବେସ ଭାବରେ 1965 ଯୁଦ୍ଧ ଯାଏ ବ୍ୟବହାର ହେଲା ଓ ତାହା ପରେ ସେଠାରେ ବେସାମରିକ ଏୟାର ପୋର୍ଟ ମଧ୍ୟ କାର୍ଜ୍ଯକ୍ଷ୍ୟମ ହେଲା ।
ସ୍ଥାପତ୍ୟ
ସମ୍ପାଦନାଜୋଧପୁର ଏୟାର ପୋର୍ଟରେ ସାମାଜିକ ଟର୍ମିନାଲ 5690 ବର୍ଗମିଟର ପରିମିତ ଗୃହରେ ଘଣ୍ଟା ପିଛା 430 ଯାତ୍ରୀଙ୍କ ନିମନ୍ତେ ସୁବିଧା ଯୋଗେଇବା ପାଇଁ ନିର୍ମିତ । ଏଥିରେ 7ଟି କାଉଣ୍ଟର ଓ 3ଟି ଗେଟ ରହିଛି । ଏହା ନିକଟରେ 140 X100 ମିଟରର ଅପ୍ରନ ଅଞ୍ଚଳ ଓ 3ଟି ପାର୍କିଂ ସ୍ଥଳ ରହିଛି । ଏଠାରେ A320 ଓ ATR ଶ୍ରେଣୀର ବିମାନ ଚଳାଚଳ କରିଥାଏ ।
ଜୋଧପୁରର ରାନୱେ 2743 ମିଟର ଦୀର୍ଘ ଓ 45 ମିଟର ପ୍ରସ୍ଥ ବିଶିଷ୍ଟ । ଏଠାରେ ରତରକାଳିନ ଲାନ୍ଡିଂ ତଥା ଅତ୍ୟାଧୁନିକ ଯାତୃକ ଅବତରଣ ସୁବିଧା ରହିଛି ।
ଯୋଧପୁର ଏୟାର ବେସ
ସମ୍ପାଦନାଏଠାରେ ଭାରତୀୟ ବିମାନ ବାହିନୀ (IAF)ର ବିମାନ ଅବତରଣ ପାଇଁ ବ୍ୟବସ୍ଥା ସହ ଏଠାରେ ଗରୁଡ କମଣ୍ଡୋ ଫୋର୍ସର ବାଟାଲିଆନ ରହନ୍ତି । HAL ନିର୍ମିତ ଧୃବ , ମିଗ-27, ମିଗ-21, ସୁ-30 ଆଦି ବିମାନ ପାଇଁ ଏଠାରେ ଅବତରଣ ସୁବିଧା ରହିଛି ।
ଏୟାର ଲାଇନ ସମୂହ ଓ ଗନ୍ତବ୍ୟ ସ୍ଥଳ
ସମ୍ପାଦନାବିମାନ ସେବା | ଗନ୍ତବ୍ୟ |
---|---|
Air India | Delhi, Mumbai |
Jet Airways | Delhi, Mumbai, Bangalore |
SpiceJet | Delhi [୫] |
IndiGo | Hyderabad upcoming |
Supreme Airlines | Jaipur |
ପୁନଶ୍ଚ ଦେଖଣା
ସମ୍ପାଦନାଆଧାର
ସମ୍ପାଦନା- ↑ "TRAFFIC STATISTICS - DOMESTIC & INTERNATIONAL PASSENGERS" (jsp). Aai.aero. Retrieved 31 December 2014.
- ↑ List of busiest airports in India by passenger traffic
- ↑ The History of the Jodhpur Flying Club, CGPublishing
- ↑ "South Asia's Most Powerful Air Base At Jodhpur". Defence News. 6 October 2011. Archived from the original on 7 April 2012. Retrieved 30 Novemberber 2011.
{{cite news}}
: Check date values in:|accessdate=
(help) - ↑ "SpiceJet Schedule: Delhi-Jodhpur". Archived from the original on 11 February 2018. Retrieved 18 September 2016.