ଯୋଧପୁର ଏୟାର ପୋର୍ଟ

ଯୋଧପୁର ଏୟାର ପୋର୍ଟ (IATA: JDHICAO: VIJO) ଭାରତୀୟ ରାଜ୍ୟ ରାଜସ୍ଥାନର ଯୋଧପୁର ସହରରେ ଥିବା ଏକ ଏୟାର ପୋର୍ଟ । ଏହା ।ସନ୍ନିକଟ  ରେ ଭାରତୀୟ ବିମାନ ବାହିନୀର ଏୟାର ବେସ ମଧ୍ୟ ରହିଛି । 

Jodhpur Airport
जोधपुर हवाई अड्डा
Jodhpur Havāī Aḍḍā
IATA: JDHICAO: VIJO
ସାରକଥା
ବିମାନ ବନ୍ଦର ପ୍ରକାର Military/Public
ପରିଚାଳକ Airports Authority of India
ଅବସ୍ଥାନ Jodhpur
ଉଚ୍ଚତା (ସମୁଦ୍ର ଠାରୁ) 717 ft / 219 m
ଦିଗବାରେଣି 26°15′04″N 073°02′56″E / 26.25111°N 73.04889°E / 26.25111; 73.04889
ବେବସାଇଟ http://aai.aero
Map
JDH is located in Rajasthan
JDH
JDH
JDH is located in India
JDH
JDH
ରନବେ
ଦିଗ ଲମ୍ବ ଭୂମି
ft m
05/23 9,005 2,745 Concrete/Asphalt
Statistics (2014)
Passenger movements 308,982(Increase1.74%)
Source: AAI,[୧][୨]
Passengers boarding a Jet Airways flight at Jodhpur Airport

ଇତିହାସ  ସମ୍ପାଦନା

 1920 ମସିହା ବେଳକୁ ଯୋଧପୁରର ତତ୍ କାଳୀନ ମହାରାଜା ଉମେଇଦ ସିଂହ ଜୋଧପୁର ଫ୍ଲାଇଂ କ୍ଲବର ସ୍ଥାପଙ୍କରୀ ଚିତ୍ତର ରାଜମହଳ ନିକଟସ୍ଥ ଏକ ପ୍ରାନ୍ତରରେ ଏୟାର ଫିଲ୍ଡ ନିର୍ମାଣ କରିଥିଲେ । ପରବର୍ତୀ 3 ଦଶନ୍ଧିରେ ଏହାର ବୃଦ୍ଧି ଘଟି ରାଜକୀୟ ଏୟାର ଫୋର୍ସଦ୍ୱାରା ଏହା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟ ରେ[୩] ବ୍ୟବହାର ହେଇଥିଲା । 1950 ମସିହାରେ ରୟାଲ ଭାରତୀୟ ଏୟାର ଫୋର୍ସ ଗଠନ ପରେ ଠ ଭାରତୀୟ ଏୟାର ଫୋର୍ସର ଫ୍ଲାଇଙ୍ଗ କଲେଜ ର[୪] ଏୟାର ବେସ ଭାବରେ 1965 ଯୁଦ୍ଧ ଯାଏ ବ୍ୟବହାର ହେଲା ଓ ତାହା ପରେ ସେଠାରେ ବେସାମରିକ ଏୟାର ପୋର୍ଟ ମଧ୍ୟ କାର୍ଜ୍ଯକ୍ଷ୍ୟମ ହେଲା । 

ସ୍ଥାପତ୍ୟ  ସମ୍ପାଦନା

 
Baggage screening & ticketing area

ଜୋଧପୁର ଏୟାର ପୋର୍ଟରେ ସାମାଜିକ ଟର୍ମିନାଲ 5690 ବର୍ଗମିଟର ପରିମିତ ଗୃହରେ ଘଣ୍ଟା ପିଛା 430 ଯାତ୍ରୀଙ୍କ ନିମନ୍ତେ ସୁବିଧା ଯୋଗେଇବା ପାଇଁ ନିର୍ମିତ । ଏଥିରେ 7ଟି କାଉଣ୍ଟର ଓ 3ଟି ଗେଟ ରହିଛି । ଏହା ନିକଟରେ 140 X100 ମିଟରର ଅପ୍ରନ  ଅଞ୍ଚଳ  ଓ 3ଟି ପାର୍କିଂ ସ୍ଥଳ ରହିଛି । ଏଠାରେ A320 ଓ ATR ଶ୍ରେଣୀର ବିମାନ ଚଳାଚଳ କରିଥାଏ । 

ଜୋଧପୁରର ରାନୱେ 2743 ମିଟର ଦୀର୍ଘ ଓ 45 ମିଟର ପ୍ରସ୍ଥ ବିଶିଷ୍ଟ । ଏଠାରେ ରତରକାଳିନ ଲାନ୍ଡିଂ ତଥା ଅତ୍ୟାଧୁନିକ ଯାତୃକ ଅବତରଣ ସୁବିଧା ରହିଛି ।

ଯୋଧପୁର ଏୟାର ବେସ  ସମ୍ପାଦନା

ଏଠାରେ ଭାରତୀୟ ବିମାନ ବାହିନୀ (IAF)ର ବିମାନ ଅବତରଣ ପାଇଁ ବ୍ୟବସ୍ଥା ସହ ଏଠାରେ ଗରୁଡ କମଣ୍ଡୋ ଫୋର୍ସର ବାଟାଲିଆନ ରହନ୍ତି । HAL ନିର୍ମିତ ଧୃବ , ମିଗ-27, ମିଗ-21, ସୁ-30 ଆଦି ବିମାନ ପାଇଁ ଏଠାରେ ଅବତରଣ ସୁବିଧା ରହିଛି । 

ଏୟାର ଲାଇନ ସମୂହ ଓ ଗନ୍ତବ୍ୟ ସ୍ଥଳ  ସମ୍ପାଦନା

ବିମାନ ସେବା ଗନ୍ତବ୍ୟ 
Air India Delhi, Mumbai
Jet Airways Delhi, Mumbai, Bangalore
SpiceJet Delhi [୫]
IndiGo Hyderabad upcoming
Supreme Airlines Jaipur

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା

  1. "TRAFFIC STATISTICS - DOMESTIC & INTERNATIONAL PASSENGERS" (jsp). Aai.aero. Retrieved 31 December 2014.
  2. List of busiest airports in India by passenger traffic
  3. The History of the Jodhpur Flying Club, CGPublishing
  4. "South Asia's Most Powerful Air Base At Jodhpur". Defence News. 6 October 2011. Archived from the original on 7 April 2012. Retrieved 30 Novemberber 2011. {{cite news}}: Check date values in: |accessdate= (help)
  5. "SpiceJet Schedule: Delhi-Jodhpur". Retrieved 18 September 2016.

ବାହାର ଲିଙ୍କ  ସମ୍ପାଦନା