ଯୋଗିତା ବିହାନୀ
ଯୋଗିତା ବିହାନୀ ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ । ସେ ୨୦୧୮ ମସିହାରେ, ଏକତା କପୁରଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଦିଲ୍ ହି ତୋ ହୈ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।[୧]
ଯୋଗିତା ବିହାନୀ | |
---|---|
ଜନ୍ମ | |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ବିଶ୍ୱବିଦ୍ୟାଳୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୭–ଏବେଯାଏଁ |
ପୁରସ୍କାର | ମିସ୍ ଇଣ୍ଡିଆ ରାଜସ୍ଥାନ (ଶ୍ରେଷ୍ଠ ୩) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଯୋଗିତା ରାଜସ୍ଥାନର ବିକାନେର ଠାରେ ଏକ ମାରୱାଡ଼ି ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିଲାଦିନ ଦିଲ୍ଲୀରେ କଟିଥିଲା ।[୨][୩][୪][୫] ୨୦୧୨ରେ ସେ ତାଙ୍କର ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ ଏବଂ ୨୦୧୨ରୁ ୨୦୧୫ ଯାଏଁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ସ୍ନାତକ ଅଧ୍ୟୟନ କରିଥିଲେ । ସ୍ନାତକ ପରେ, ସେ ଫରିଦାବାଦରେ ଏକ ଷ୍ଟାର୍ଟଅପ୍ରେ ଯୋଗ ଦେଇଥିଲେ ଏବଂ ୨୦୧୬ ଯାଏଁ କର୍ପୋରେଟ୍ରେ କାମ କରିଥିଲେ ।[୬]
ଅଭିନୟ ଜୀବନ
ସମ୍ପାଦନା୨୦୧୮ ମସିହାରେ, ସେ ଫେମିନା ମିସ୍ ଇଣ୍ଡିଆ ରାଜସ୍ଥାନରେ ଭାଗ ନେଇଥିଲେ ଏବଂ ୩ୟ ସ୍ଥାନରେ ରହିଥିଲେ । ଅପ୍ରେଲ ୨୦୧୮ରେ, ସଲମାନ ଖାଁଙ୍କ ସହିତ ସୋନି ଟିଭିରେ ପ୍ରସାରିତ ଏକ ଗେମ୍ ଶୋ ଦଶ୍ କା ଦମ୍ ପାଇଁ ପ୍ରୋମୋରେ ସେ କାମ କରିଥିଲେ ।[୭] ସେ ଏକତା କପୁରଙ୍କ ପ୍ରଯୋଜନାରେ ନିର୍ମିତ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଦିଲ୍ ହି ତୋ ହୈରେ ମୁଖ୍ୟ ନାୟିକା ଭାବରେ କାମ କରିଥିଲେ ।[୮]
ନଭେମ୍ବର ୨୦୨୦ରେ, ସେ ଟେଡ୍ ଟକ୍ରେ ଯୋଗ ଦେଇଥିଲେ ।[୯] ସେ ଦି କେରଲା ଷ୍ଟୋରୀରେ ଅଭିନୟ କରିଥିଲେ ।[୧୦]
ଅଭିନୀତ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ/କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୭ | ଫେମ୍ମେ ଫୁଡିଜ୍ | ପ୍ରତିଯୋଗୀ | ||
୨୦୧୮ | ଦଶ୍ କା ଦମ୍ | |||
୨୦୧୮–୨୦୨୦ | ଦିଲ୍ ହି ତୋ ହୈ | ଡ. ପଲକ ଶର୍ମା | [୧୧][୧୨] | |
୨୦୧୯ | କବଚ... ମହା ଶିବରାତ୍ରୀ | ମଞ୍ଜୁ ପଟବର୍ଦ୍ଧନ |
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକ | ମନ୍ତବ୍ୟ | ଆଧାର |
---|---|---|---|---|
୨୦୨୦ | ଏକେ ଭର୍ସେସ୍ ଏକେ | ଯୋଗିତା | ପ୍ରଥମ କଥାଚିତ୍ର | [୧୩] |
୨୦୨୧ | ଡେଟ୍ ଆଜ୍ କଲ୍ | ତାରା | କ୍ଷୁଦ୍ର ଚଳଚ୍ଚିତ୍ର | |
୨୦୨୨ | ବିକ୍ରମ ବେଧା | ଚନ୍ଦା | [୧୪] | |
୨୦୨୩ | ଦି କେରଲା ଷ୍ଟୋରୀ | ନିମାଃ ମେଥ୍ୟୁସ୍ | [୧୫] |
ମ୍ୟୁଜିକ୍ ଭିଡିଓ
ସମ୍ପାଦନାବର୍ଷ | ଗୀତ ଶୀର୍ଷକ | କଣ୍ଠଶିଳ୍ପୀ | ଆଧାର |
---|---|---|---|
୨୦୨୩ | ଏଲୋନ୍ | କପିଲ ଶର୍ମା, ଗୁରୁ ରଣଧାୱା | [୧୬] |
ଆଧାର
ସମ୍ପାଦନା- ↑ "Yogita Bihani selected to play the lead role in Ekta Kapoor's Dil Hi Toh Hai". Times of India. 15 May 2018. Retrieved 30 June 2018.
- ↑ "The Kerala Story review: A juvenile cringefest suited best for 'Karela' audience". thefederal.com. 5 May 2023.
- ↑ "Why Bikaner girl Yogita Bihani is on a high". The Times of India. 11 June 2018.
- ↑ "Returning to any of the cities in Rajasthan feels like coming back home: Yogita Bihani". The Times of India. 10 August 2023.
- ↑ "Vikram Vedha's Yogita Bihani: Glam-Chic". Rediff. 21 September 2022.
- ↑ "Yogita Bihani on her early life and education". Free Press Journal. Retrieved 30 June 2018.
- ↑ "Yogita Bihani on shooting with Salman Khan". Times of India. 30 May 2018. Retrieved 30 June 2018.
- ↑ "Yogita Bihani will play the lead in 'Dil Hi To Hain' - Times of India ►". The Times of India (in ଇଂରାଜୀ). 15 May 2018. Retrieved 2019-09-05.
- ↑ "The Crossroad of Choices". TEDxTCET (in ଇଂରାଜୀ). November 2020.
- ↑ "The Kerala Story Exclusive! Yogita Bihani Overwhelmed With Response To The Film: I Wanted To Do My Part..." Zoom TV (in ଇଂରାଜୀ). Retrieved 2023-05-09.
- ↑ "Dil Hi Toh Hai actor Yogita Bihani: From watching Karan Kundra's show to now playing his heroine, I am living my dreams". The Indian Express (in Indian English). 2018-06-12. Retrieved 2019-09-05.
- ↑ "Yogita Bihani talks about challenges of playing young mother". mid-day (in ଇଂରାଜୀ). 2019-02-20. Retrieved 2019-09-05.
- ↑ Chopra, Anupama (2020-12-23). "AK vs AK on Netflix Is A Worthy Experiment". Film Companion (in ଆମେରିକୀୟ ଇଂରାଜୀ). Retrieved 2020-12-24.
- ↑ "Vikram Vedha fame Yogita Bihani gushes, 'I love Vijay Sethupathi, he is such a brilliant actor'". Free Press Journal (in ଇଂରାଜୀ). Retrieved 2022-11-03.
- ↑ "Yogita Bihani reacts to The Kerala Story being called a propaganda film, cancellations of shows in UK |Exclusive". India Today (in ଇଂରାଜୀ). Retrieved 2023-10-25.
- ↑ "Alone: Kapil Sharma suffers a heartbreak in first single with Guru Randhawa. Watch". Hindustan Times (in ଇଂରାଜୀ). 2023-02-09.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଯୋଗିତା ବିହାନୀ
- ଇନଷ୍ଟାଗ୍ରାମରେ ଯୋଗିତା ବିହାନୀ