ଯଶୋଧର୍ମନ (IAST:  aśodharman; Devanagari: यशोधर्मा) କେନ୍ଦ୍ର ଭାରତର ମଳବ ରାଜ୍ୟର ପ୍ରାଚୀନ ରାଜା ଥିଲେ । ଆଉଳିକରା ବଂଶର ରାଜା ଯଶୋଧର୍ମନ 6 ଷ୍ଠ ଶତାବ୍ଦୀରେ ମାଳବ ରାଜ୍ୟ ଶାସନ କରୁଥିଲେ । [୧]

ଯଶୋଧର୍ମନ
The defeat of the Ephalites, or White Huns by King Yasodharman in A.D. 528
Maharaja of Malwa
ଧର୍ମ Hindu

ଇତିହାସ  ସମ୍ପାଦନା

 
Victory pillar of Yashodharman at Sondani, Mandsaur.
 
Inscription about the Victory pillar of Yashodharman at Sondani, Mandsaur.

5 ମ ଶତାବ୍ଦୀର ପ୍ରଥମ  ଅଂଶ ଆଡକୁ ଗୁପ୍ତା ସମ୍ଭରଜ୍ୟ ଦୁର୍ବଳ ହେବାକୁ ଲାଗିଲା । ହୁନ  ମାନେ ବାରମ୍ବାର ଆକ୍ରମଣ କରିବା ଯୋଗୁଁ ଏହି ବଡ଼ ସାମ୍ଭରାଜ୍ୟ ଛୋଟ ରାଜ୍ୟ ସବୁରେ ପରିଣତ ହେଲା । ଯଶୋବର୍ଦ୍ଧନ ଓ ଗୁପ୍ତା ସମ୍ରାଟ ନରସିଂହ ଗୁପ୍ତା ଏକ ହୁନ ସୈନ୍ୟ ବାହିନୀକୁ 528 ମସିହାରେ  ପରାସ୍ତ କରି ଭାରତରୁ ତଡ଼ି ଦେବାରେ ସଫଳ ହେଲେ । ଏହି ନିଜୟକୁ ସ୍ମରଣୀୟ କରି ରଖିବାକୁ ଶୋଣାଦାନୀଠାରେ ଦୁଇଟି ବିଶାଳ ସ୍ତମ୍ଭ ଯଶୋଧର୍ମନଙ୍କଦ୍ୱାରା ସ୍ଥାପନ କରାଗଲା । ry.[୨][୩]

ଯଶୋଧର୍ମନ  ଙ୍କ ସିଲାଲେଖ ସବୁ ସେଠାରେ ଓ ମଣ୍ଡାସୁରଠାରେ ଦେଖା ଯାଇଥାଏ । ସେଥିରୁ ଏକ ଲେଖା ସଂବତ 589 ବା 532 ମସିହାର ରହିଛି ।  

ବିଜୟଗଡ ସିଲାଲେଖ ସମ୍ପାଦନା

ଭରତପୁର ଜିଲ୍ଲାର ବୟନାଠାରେ ମଧ୍ୟ " ଭୀମ କି ଲାତ " ନାମରେ ଏକ ବିଜଯ ସ୍ତମ୍ଭ ନିର୍ମାଣ କରାଯାଇଥିଲା । ସେଠାରେ ଥିବା ସିଲାଲେଖାରେ ସେ ସମୟର ଘଟଣାବଳୀ ବାବଦରେ ବିଷାଦ ଭାବରେ ଉଲ୍ଲେଖ  ଉଲେଖ ରହିଛି ।  [୪]

ବାହାର ଲିଙ୍କ  ସବୁ  ସମ୍ପାଦନା

ଆଧାର  ସମ୍ପାଦନା

  1. J. L. Jain (1994). Development and Structure of an Urban System. Mittal Publications. p. 30. ISBN 978-81-7099-552-4.
  2. Fleet, John F. Corpus Inscriptionum Indicarum: Inscriptions of the Early Guptas.
  3. "Mandasor Pillar Inscription of Yashodharman". Archived from the original on 12 ସେପ୍ଟେମ୍ବର 2006. Retrieved 19 ଡିସେମ୍ବର 2016.
  4. "Bijayagadh Stone Pillar Inscription of Vishnuvardhana". Archived from the original on 12 ସେପ୍ଟେମ୍ବର 2006. Retrieved 19 ଡିସେମ୍ବର 2016.