ଯଯାତିକେଶରୀ (କବିତା)

ରାଧାନାଥ ରାୟ (୧୯୯୫)


ଯଯାତିକେଶରୀ ରାଧାନାଥ ରାୟଙ୍କ ରଚିତ ଏକ କବିତା । ଏହା ବାମଣ୍ଡା ଯୁବରାଜ "ସଚ୍ଚିଦାନନ୍ଦ ଦେବ"ଙ୍କୁ ଉତ୍ସର୍ଗ କରାଯାଇଛି ।[୧] ଏହି କବିତାର ରଚନାକାଳ ୧୮୯୪ ଅଟେ କିନ୍ତୁ ଏହାର ପ୍ରକାଶ ୧୯୯୫ ଅଟେ ।[୨] ସଂପୂର୍ଣ୍ଣ କବିତା ପାଞ୍ଚଟି ସର୍ଗରେ ବିଭକ୍ତ ।[୧]

ସଂକ୍ଷିପ୍ତ ବିବରଣୀ ସମ୍ପାଦନା

କିଛି ପଦ ସମ୍ପାଦନା

ମଗଧନିବାସୀ କ୍ଷେତ୍ରବଂଶ-ଜାତ

ଯାମଳ ଭାଇ ଭଗିନୀ,
ଯଯାତି ବିମଳା ପ୍ରବେଶିଲେ ଆସି
ବହେ ଯହିଁ ପ୍ରବାହିନୀ
ଗୋନାସା-ପ୍ରଭବା ଶ୍ରୀ-ବିରଜା ଦେବୀ-
ଦେଉଳ-ପବଚ୍ଛ ଧୋଇ,
ତୀର ଘନ ବନ- ଲକ୍ଷ୍ମୀ ଛାମୁରେ କି

ମଣି ଦରପଣ ଥୋଇ ?


ଆହୁରି ଦେଖନ୍ତୁ ସମ୍ପାଦନା

ଟୀକା ସମ୍ପାଦନା

ଆଧାର ସମ୍ପାଦନା

  • ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ଅଧ୍ୟାପକ ଦେବେନ୍ଦ୍ର କୁମାର ଦାଶ (୨୦୧୦). କବିବର ରାଧାନାଥ ଗ୍ରନ୍ଥାବଳି. ଗ୍ରନ୍ଥମନ୍ଦିର.
  • ସମ୍ପାଦନା-ପ୍ରିୟଦର୍ଶୀ (୨୦୧୧). ଚିଲିକା - ରାଧାନାଥ ରାୟ. ଫ୍ରେଣ୍ଡସ ପବ୍ଲିଶର୍ସ.

ବାହାର ଲିଙ୍କ ସମ୍ପାଦନା