ହିନ୍ଦୁ ଧର୍ମ ଅନୁସାରେ ଯମ ହେଉଛନ୍ତି ମୃତ୍ୟୁର ଦେବତା।.[୨] ଯମଙ୍କୁ ହିନ୍ଦୁ ଧର୍ମରେ ବିଭିନ୍ନ ଭୁମିକାରେ ଦର୍ଶାଯାଇଥାଏ। ପୁରାଣ ରେ ଯମଙ୍କୁ ସଦାବେଳେ ନ୍ୟାୟ ଓ ଧର୍ମର ଦେବତା ଭାବେ ପୂଜା କରାଯାଇଥାଏ କିମ୍ବା ବର୍ଣନ କରାଯାଇଥାଏ।[୩]

ଯମ
ମୃତ୍ୟୁ
Devanagariयम
Affiliationଦେବତା
ଲୋକନର୍କ
ଗ୍ରହPluto
Mantraଓଁ ସୁର୍ଯ୍ୟ ପୁତ୍ରାୟଃ ବିଦମହେ ମାହାକାଳାୟ ଧିମୟୀ ତନୋ ଯମ ପ୍ରଚୋଦୟାତ।[୧]
Weaponଦଣ୍ଡ
Mountମଇଁଷି

ଯମଙ୍କ ବିବରଣୀ ବୁଦ୍ଧ ଧର୍ମରେ ମଧ୍ୟ ଅଛି। ବୁଦ୍ଧ ଧର୍ମରେ ଯମଙ୍କୁ ବିଭିନ୍ନ କାହାଣୀରେ ବର୍ଣ୍ଣନା କରାଯାଇଛି।[୪]

ବର୍ଣ୍ଣନା ସମ୍ପାଦନା

 
ଦଣ୍ଡ ଧରିଛନ୍ତି ଯମ

ଯମ ମୃତ୍ୟୁର ଦେବତା, ପୁରାଣ ଅନୁସାରେ ତାଙ୍କୁ କାଳ, ଜ୍ୱର, ବ୍ୟାଧି , କ୍ରୋଧ ଓ ଅସୁୟ ସାହାୟତା କରନ୍ତି।[୩]କଥା ଉପନିଷଧ ଅନୁସାରେ ଯମ ନ‌ଚିକେତଙ୍କ ଗୁରୁ ଥିଲେ, ସେ ଯମଙ୍କଠାରୁ ଜୀବନ, ମୃତ୍ୟୁ, ଆତ୍ମା ଓ ମୋକ୍ଷ୍ୟ ବିଷୟରେ ଜାଣିବାକୁ ପାଇଥିଲେ।[୫]ମହାଭାରତ ଅନୁସାରେ, ଯମ ଯୁଧିଷ୍ଠିରଙ୍କ ପିତା ଥିଲେ।

ଆଧାର ସମ୍ପାଦନା

  1. Yama mantra
  2. The Rig Veda/Mandala 10/Hymn 14 Ralph Griffith (Translator), see also hymns 10.135-10.136
  3. ୩.୦ ୩.୧ K Merh (1996), Yama: the Glorious Lord of the Other World, DK Publishers, ISBN 978-8124600665, pages 196-199
  4. Alice Getty (1988), The Gods of Northern Buddhism, Dover, ISBN 978-0486255750, pages 149-154
  5. Paul Deussen, Sixty Upanishads of the Veda, Volume 1, Motilal Banarsidass, ISBN 978-8120814684, pages 269-273