ମ୍ୟାସିଟେଣ୍ଟାନ
ମ୍ୟାସିଟେଣ୍ଟାନ (ଇଂରାଜୀ ଭାଷାରେ Macitentan ), ଓପସୁମିଟ ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଫୁସଫୁସ ଧମନୀ ଉଚ୍ଚ ରକ୍ତଚାପର (PAH) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହା ଏକାକୀ କିମ୍ବା ପିଡିଇ୫ (PDE5) ନିରୋଧକ ସାଥିରେ କିମ୍ବା ପ୍ରୋଷ୍ଟାନଏଡ ସହିତ ବ୍ୟବହୃତ ହୋଇପାରେ ।[୩] ଏହା ପାଟିରେ ଦିଆଯାଏ ।[୩]
Clinical data | |
---|---|
Trade names | Opsumit |
Synonyms | ACT-064992 |
AHFS/Drugs.com | monograph |
MedlinePlus | a615033 |
data |
|
Pregnancy category |
|
Routes of administration | By mouth |
Drug class | Endothelin receptor antagonist (ERA)[୧] |
Legal status | |
Legal status | |
Pharmacokinetic data | |
Metabolism | Hydrolysis, oxidation (CYP3A4) |
Excretion | 2/3 urine, 1/3 faeces |
Identifiers | |
| |
Chemical and physical data | |
Formula | C19H20Br2N6O4S |
Molar mass | ୫୮୮.୨୮ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଲାଲ ରକ୍ତ କଣିକା, ମୁଣ୍ଡବିନ୍ଧା ଏବଂ ଗଳା ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ବନ୍ଧ୍ୟାକରଣ ଏବଂ ଫୁସଫୁସ ଇଡିମା ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । [୩] ଏହା ଏକ ଏଣ୍ଡୋଥେଲିନ୍ ରିସେପ୍ଟର ଆଣ୍ଟାଗୋନାଷ୍ଟ (ERA) ଯାହା ଫୁସଫୁସରେ ଥିବା ଧମନୀମାନଙ୍କୁ ପ୍ରଶସ୍ତ କରିବାରେ ସାହାଯ୍ୟ କରେ ।[୧]
୨୦୧୩ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମ୍ୟାସିଟେଣ୍ଟାନ ଅନୁମୋଦିତ ହୋଇଥିଲା ।[୧] [୩] ୨୦୨୧ରେ ଏକ ଜେନେରିକ୍ ସଂସ୍କରଣ ପାଇଁ ଅନୁମୋଦିତ ହୋଇଥିଲା ।[୫] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ବାବଦ ୨୦୨୧ ସୁଦ୍ଧା ମୂଲ୍ୟ ୨୩୦୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୧,୦୦୦ ଡଲାର ଅଟେ ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Opsumit". Archived from the original on 21 June 2021. Retrieved 13 November 2021.
- ↑ "Opsumit- macitentan tablet, film coated". DailyMed. 22 September 2020. Archived from the original on 27 October 2020. Retrieved 24 October 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Macitentan Monograph for Professionals". Drugs.com (in ଇଂରାଜୀ). Archived from the original on 28 October 2020. Retrieved 13 November 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 198. ISBN 978-0857114105.
- ↑ "Macitentan: FDA-Approved Drugs". U.S. Food and Drug Administration (FDA). Archived from the original on 24 June 2021. Retrieved 19 June 2021.
- ↑ "Opsumit Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 April 2021. Retrieved 13 November 2021.