ମୋହନ ରାକେଶ (୮ ଜାନୁଆରୀ ୧୯୨୫ - ୩ ଡିସେମ୍ବର ୧୯୭୨) ଜଣେ ଭାରତୀୟ ହିନ୍ଦୀ-ଭାଷୀ ଲେଖକ ଓ ନାଟ୍ୟକାର ଥିଲେ । ନୟୀ କହାନୀ ଆନ୍ଦୋଳନର ଏକ ମୁଖ୍ୟ ପୁରୋଧା ଭାବେ ତାଙ୍କର ଆଷାଢ଼ କା ଏକ ଦିନ (୧୯୫୮), ଲହରୋଁ କେ ରାଜହଂସ (୧୯୬୩), ଓ ଆଧେ ଅଧୂରେ (୧୯୬୯) ଆଦି ନାଟକ ସବୁ ଜଣାଶୁଣା ତଥା ମଞ୍ଚସ୍ଥ ହୋଇଥିଲା ।[][]

  1. Singhal, Nirmal (2002-09-01). Mohan Rakesh : Rang-Shilp Aur Pradarshan (in ହିନ୍ଦୀ). Radhakrishna Prakashan. ISBN 978-81-7119-722-4.
  2. Rakesh, Mohan (2015-04-24). One Day in the Season of Rain: The Play that launched modern Hindi theatre (in ଇଂରାଜୀ). Penguin UK. ISBN 978-93-5214-012-1.