ମୋରୋକ୍କୋ ଉତ୍ତର ଆଫ୍ରିକାରେ ଥିବା ଏକ ଦେଶ।

ମୋରୋକ୍କୋର ଜାତୀୟ ପତାକା
ମୋରୋକ୍କୋର ଅବସ୍ଥିତି

ଇତିହାସସମ୍ପାଦନ କରନ୍ତୁ

୧୯୫୬ ମସିହା ମାର୍ଚ୍ଚ ୨ ତାରିଖ ଦିନ ମୋରୋକ୍କୋ ଫ୍ରାନ୍ସଠାରୁ ସ୍ୱାଧୀନ ହୋଇଥିଲା। ୧୯୫୬ ଫେବୃଆରୀରେ ମରକ୍କୋ ଗଣତାନ୍ତ୍ରିକ ଉପାୟରେ ଫ୍ରାନ୍ସଠାରୁ ସୀମିତ ଶାସନ କ୍ଷମତା ହାସଲ କରିଥିଲା। ୧୯୫୬ ମାର୍ଚ୍ଚ୨ରେ ସଂପୂର୍ଣ୍ଣ ଶାସନ କ୍ଷମତା ହାସଲ ନେଇ ଉଭୟ ଦେଶ ମଧ୍ୟରେ ପ୍ୟାରିସଠାରେ ଏକ ଚୁକ୍ତି ହୋଇଥିଲା। ପରେ ଅପ୍ରେଲ ୭ରେ ଫ୍ରାନ୍ସ ଆନୁଷ୍ଠାନିକ ଭାବେ ମରକ୍କୋ ଉପରୁ ନିଜ ଅଧିକାର ପ୍ରତ୍ୟାହାର କରିନେଇଥିଲା।

ଭୂଗୋଳସମ୍ପାଦନ କରନ୍ତୁ

ଧର୍ମସମ୍ପାଦନ କରନ୍ତୁ

ପ୍ରଶାସନିକ ବିଭାଜନସମ୍ପାଦନ କରନ୍ତୁ

ଭାଷାସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ