ମୋରଣୀ
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (May 2011) |
ମୋରନୀ ଏକ ଗ୍ରାମ ତଥା ଶୈଳ ନିବାସ । ଏହା ଭାରତୀୟ ରାଜ୍ୟ ହରିୟଣାର ପଞ୍ଚକୁଲା ଜିଲ୍ଲାର ମୋରଣୀ ପାର୍ବତ୍ୟ ଅଞ୍ଚଳରେ ୧୨୬୭ମିଟର ଉତ୍ଛରେ ଅବସ୍ଥିତ । ଏହା ଚଣ୍ଡିଗଡଠାରୁ ପ୍ରାୟ 45 କିଲୋମିଟର ଓ ପଞ୍ଚକୁଲା ସହରଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ହିମାଳୟ ପାର୍ବତ୍ୟ ଇଲାକାର ଦୃଶ୍ୟ ସହ ଅରଣ୍ୟ ଓ ହ୍ରଦ [୧]ଥିବାରୁ ଏହା ଖୁବ ରମଣୀୟ ପର୍ଯ୍ୟଟନ ସ୍ଥଳ ହିସାବରେ ଜଣାଶୁଣା । " ମୋରଣୀ " ନାମଟି ଜଣେ ରାଣୀଙ୍କ ନାମାନୁସାରେ ହେଇଥିବା କୁହା ଯାଏ ।
Morni Hills | |
---|---|
Location of in Haryana | |
Elevation | ୧,୨୨୦ m (୪,୦୦୩ ft) |
Listing | List of Indian states and territories by highest point |
Location | |
Location | Panchkula district, Haryana |
Range | Shivalik Hills of Himalayas |
Coordinates | 30°42′N 77°05′E / 30.700°N 77.083°E |
Climbing | |
Easiest route | Hike / scramble |
ଭୌଗୋଳିକ ସ୍ଥିତି
ସମ୍ପାଦନାମ୍ରନୀଠାରେ ଥିବା ପର୍ବତ ମାଲା ହିମାଲୟର ଶିବାଳିକ ରେଞ୍ଜରେ ରହିଛି । ଏହା ଦୁଇଟି ସମାନ୍ତରାଳ ଧାଡିରେ ଅଛି । ସମୁଦ୍ରପତ୍ତାନଠାରୁ 4,000 ଫୁଟ ଉପରେ ଥିବା ମୋରଣୀ ନିକଟରେ ୨ଟି ହ୍ରଦ ରହିଛି ।
ବହିଃଦୃଶ୍ୟ
ସମ୍ପାଦନାଏଠାରେ ହରିୟଣା ସରକାରଙ୍କ ନିର୍ମିତ ମାଉଣ୍ଟେନ କୁଏଲ ନାମକ ହୋଟେଲ ରହିଛି । ରାଜ୍ୟ ରାଜପଥରୁ ସଂଯୋଗ କରୁଥିବା ରାସ୍ତା ପର୍ବତ ତଳ ଯାଏ ଯାଇଛି ।
ରହଣି ସୁବିଧା
ସମ୍ପାଦନାସନ୍ନିକଟରେ ଥିବା ଟିକକର ତାଳ ଅଞ୍ଚଳରେ ମଧ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ କୁଟୀର ବ୍ୟବସ୍ଥା ରହିଛି ।[୧]
ଭାରତୀୟ ଅରଣ୍ୟ ବିଭାଗ ତରଫରୁ ମଧ୍ୟ ଏଠାରେ ରେଷ୍ଟ ହାଉସ କରାଯାଇଛି । ପିଡ଼ବଲଇଉଡ଼ିର ମଧ୍ୟ ରେଷ୍ଟ ହାଉସ ମିରମିତ ହେଇଛି । ସ୍ୱୀମିଂ ପୁଲ ସମେତ ସ୍କେଟିଙ୍ଗ ସୁବିଧା ମଧ୍ୟ ଉପଲବ୍ଧ । [୧]
ମୋରଣୀ ହିଲ ଦୁର୍ଗ
ସମ୍ପାଦନାଏକ ପ୍ରାଚୀନ ଦୁର୍ଗ ଏହି ଅଞ୍ଚଳରେ ରହିଛି , ଯାହା ବର୍ତ୍ତମାନ ଭଗ୍ନ ଅବସ୍ଥାରେ ଅଛି । ପର୍ବତରେ ପାଇଁ ଗଛର ଅରଣ୍ୟ ଥିବା ସହ ଟ୍ରେକିଙ୍ଗ ପାଇଁ ଏହା ବହୁ ଉପଯୋଗୀ ।[୧]
ଟିକକର ତାଳ
ସମ୍ପାଦନାହିଲ୍ଲଠାରେ ଥିବା 2ଟି ହ୍ରଦ ମଧ୍ୟରୁ ବଡ ହ୍ରଦକୁ ଟିକକର ତାଳ ନାମ ଦିଆଯାଇଥାଏ । ଛୋଟ ହ୍ରଦକୁ ଛୋଟା ଟିକକର ତାଳ କୁହାଯାଏ । ଦୁଇଟି ହ୍ରଦ ଭିନ୍ନ ସ୍ଥାନରେ ଥିଲେ ମଧ୍ୟ ଉଭୟର ଜଳ ସ୍ତର ସମାନ ରହୁଥିବାରୁ ଏକ ଲୁପ୍ତ ଚାନେଲଦ୍ୱାରା ଉଭୟ ସଂଯୁକ୍ତ ହେଇଥିବାର ବିଶ୍ୱାସ କରାଯାଏ। [୨]
ମୋରଣୀ ହିଲ ମନ୍ଦିର
ସମ୍ପାଦନାଏଠାରେ ଏକ ୧୨ ଶ ଶତାବ୍ଦୀର ମନ୍ଦିର ରହିଛି । ପ୍ରତ୍ନତତ୍ତ୍ୱିକ ଖନନ ପରେ ଏହି ମନ୍ଦିରର ଭଗ୍ନାବଶେଷ ବାହାରିଥିଲା । [୨]
ଗ୍ୟାଲେରି
ସମ୍ପାଦନାପୁନଶ୍ଚ ଦେଖଣା
ସମ୍ପାଦନା- Mohali
- Geography of Haryana
- List of National Parks & Wildlife Sanctuaries of Haryana, India
- List of mountains in India
- List of mountains by elevation
- World Herbal Forest
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Morni hills".
- ↑ ୨.୦ ୨.୧ "Tikker lake". Archived from the original on 17 ମଇ 2017. Retrieved 28 ଅକ୍ଟୋବର 2016.
ବାହାର ଲିଙ୍କ External links
ସମ୍ପାଦନା- Morni Hills Archived 30 October 2013 at the Wayback Machine. at TripAdvisor
- Morni Hills View Archived 1 February 2018 at the Wayback Machine.