ମୋବାଇଲ ଅପରେଟିଂ ସିଷ୍ଟମ
ମୋବାଇଲ ଅପରେଟିଂ ସିଷ୍ଟମ ହେଉଛି ସ୍ମାର୍ଟ ଫୋନ୍ , PDA, ଟ୍ୟାବଲେଟ,ଓ ଅନ୍ୟାନ ମୋବାଇଲ ଡିଭାଇସର ଅପରେଟିଂ ସିଷ୍ଟମ । ଏଥିରେ କମ୍ପ୍ୟୁଟରର ପ୍ରାୟ ସମସ୍ତ ଗୁଣ ଥାଏ । ଏଥିରେ ସାଧାରଣତଃ ଟଚ ସ୍କ୍ରିନ, ବ୍ଲୁଟୁଥ, ୱାଇ-ଫାଇ,କ୍ୟାମେରା,ଭାଷା ଚିହ୍ନିବା ଗୁଣ , କଥା ରେକର୍ଡିଂ କରିବା ,ଗୀତ,infrared blaster ଆଦି ଗୁଣ ମାନ ଥାଏ ।
ଇତିହାସ
ସମ୍ପାଦନା- ୧୯୭୩-୧୯୯୩ ପ୍ରଥମେ ଅପରେଟିଂ ସିଷ୍ଟମ ପରିଚାଳନା ପାଇଁ ଏମବେଡେଡ ସିଷ୍ଟମ ବ୍ୟବହାର କରାଯାଉଥିଲା ।
- ୧୯୯୫ ପ୍ରଥମ ସ୍ମାର୍ଟ ଫୋନ, ଆଇବିଏମ ସାଇମନ (ଟଚ ସ୍କ୍ରିନ,ଏମେଲ,ପିଡ଼ିଏ ବ୍ୟବସ୍ଥା ଥିଲା)
- ୧୯୯୬ ପ୍ରଥମ windows CE ହାତରେ ଧରିବା କମ୍ପ୍ୟୁଟର ।
- ୧୯୯୯ ନୋକିଆ s40 ଅପରେଟିଂ ସିଷ୍ଟମ ନୋକିଆ 7110 ସହ ବ୍ୟବହାର ।
- ୨୦୦୦ symbian ପ୍ରଥମ ଅପରେଟିଂ ସିଷ୍ଟମ ଭାବେ ସ୍ମାର୍ଟ ଫୋନ୍ରେ ପରିଚାଳିତ ।
- ୨୦୦୨ ମାଇକ୍ରୋସଫ୍ଟର ପ୍ରଥମ windows CE (ପକେଟ କମ୍ପ୍ୟୁଟର) ସ୍ମାର୍ଟ ଫୋନ ପ୍ରକାଶିତ ।
- ୨୦୦୨ BlackBerry ତାର ପ୍ରଥମ ସ୍ମାର୍ଟ ଫୋନ ବଜାରକୁ ଛାଡିଲା ।
- ୨୦୦୫ ନୋକିଆ maemo ଅପରେଟିଂ ସିଷ୍ଟମ ଚାଲୁ କଲା (ଟାବ୍ଲେଟ N770)
- ୨୦୦୭ Apple iphone ଚାଲୁ ।
- ୨୦୦୮ ଓଏଚଏ ଆଣ୍ଡ୍ରଏଡ (linux karnel) ପ୍ରକାଶ କଲା । HTC dream(T-ମୋବାଇଲ G1) ପ୍ରଥମ ଆଣ୍ଡ୍ରଏଡ ଫୋନ ।
- ୨୦୦୯ ସାମସଙ୍ଗ Bada ଅପରେଟିଂ ସିଷ୍ଟମ ଚାଲୁ କଲା (ସାମସଙ୍ଗ s8500)
- ୨୦୧୨ ମୋଜିଲା Boot to Gecko ଚାଲୁ କଲା । Firefox ଅପରେଟିଂ ସିଷ୍ଟମ
- ୨୦୧୩ canonical ubuntu touch ଚାଲୁ କଲା
- ୨୦୧୩ ଗୁଗୁଲ ଆଣ୍ଡ୍ରଏଡ kitkat 4.4 ପ୍ରକାଶ କଲା ।
- ୨୦୧୪ ମାଇକ୍ରୋସଫ୍ଟ Windows phone 8.1 ପ୍ରକାଶ କଲା ।
- ୨୦୧୪ ଗୁଗୁଲ ଆଣ୍ଡ୍ରଏଡ 5.0 ''Lollipop'' ଚାଲୁ କଲା ।
- ୨୦୧୫ Apple ios 9 ପ୍ରକାଶ କଲା (ସେପ୍ଟେମ୍ବର ୨୦୧୫)
ପ୍ରକାର
ସମ୍ପାଦନାଆଣ୍ଡ୍ରଏଡର ଇତିହାସ
ସମ୍ପାଦନାthumb|ଆଧୁନିକ ଆଣ୍ଡ୍ରଏଡ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋଠାରେ ଆଣ୍ଡ୍ରଏଡ, Inc.ର ଉତ୍ପତ୍ତି ହେଇଥିଲା । ଏହା ପ୍ରଥମେ 1.3 ସଂସ୍କରଣରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା ।
- ୨.୨ ଫ୍ରୋୟୋ
- ୨.୩ ଜିଙ୍ଗରବ୍ରେଡ
- ୩.୦ ହନିକମ୍ବ
- ୩.୧ ହନିକମ୍ବ,
- ୩.୨ହନିକମ୍ବ,
- ୪.୦ ଆଇସ କ୍ରିମ-ସାଣ୍ଡବିଚ,
- ୪.୧ଜେଲିବିନ୍
- ୪.୪କିଟ୍ କାଟ୍
- ୫.୦ଲଲିପପ୍
ବିଶେଷତ୍ୱ
ସମ୍ପାଦନା- ହ୍ୟାଣ୍ଡସଟ ଲେ-ଆଉଟ
- କନେକଟିଭିଟି
- ମେସେଜ
- ଏକରୁ ଅଧିକ ଭାଷା
- ୱେବ ବ୍ରାଉଜର
- ଜାଭା ସ୍କ୍ରିପ୍ଟ
- ମିଡିଆ ସପୋର୍ଟ
- ଷ୍ଟ୍ରିମିଙ୍ଗ ମେଡ଼ିଆ ସପୋର୍ଟ
- ମଲ୍ଟି ଟଚ
- ବ୍ଲୁ-ଟୁଥ
- ଭିଡିଓ କଲିଙ୍ଗ
- ମଲ୍ଟି-ଟାସ୍କିଙ୍ଗ
- ଟେଥରିଙ୍ଗ
- ସ୍କ୍ରିନ କ୍ୟାପଚର
- ଏକ୍ସଟ୍ରନାଲ ମେମୋରି ଷ୍ଟୋରେଜ
ସିଆନୋଜେନ ମୋଡ଼
ସମ୍ପାଦନାଏହି ମୋଡ଼ ଏକ ପ୍ରକାର ଆଣ୍ଡ୍ରଏଡର ଖୋଲା ସୋର୍ସ । ବର୍ତ୍ତମାନ ଅପରେଟିଂ ସିଷ୍ଟମର ଭରସନ ହେଉଛି ଆଣ୍ଡ୍ରଏଡ lollipop ।
- ସିଆନୋଜେନ ମୋଡ଼ ୩ (ଆଣ୍ଡ୍ରଏଡ କପ କେକ)
- ସିଆନୋଜେନ ମୋଡ଼ ୪ (ଆଣ୍ଡ୍ରଏଡ କପ କେକ ଓ ଡୁନଟ 1.5.x ଓ 1.6.x )
- ସିଆନୋଜେନ ମୋଡ଼ ୫ (ଆଣ୍ଡ୍ରଏଡ ଏକଲୟର 2.0/2.1)
- ସିଆନୋଜେନ ମୋଡ଼ ୬ (ଆଣ୍ଡ୍ରଏଡ ଫ୍ରାୟୋ 2.2.x)
- ସିଆନୋଜେନ ମୋଡ଼ ୧୦ (ଆଣ୍ଡ୍ରଏଡ ଜେଲି ବିନ 4.1.x - 4.3.x)
- ସିଆନୋଜେନ ମୋଡ଼ ୧୧ (ଆଣ୍ଡ୍ରଏଡ କିଟ୍ କାଟ୍ 4.4.x)
- ସିଆନୋଜେନ ମୋଡ଼ ୧୨ (ଆଣ୍ଡ୍ରଏଡ ଲଳିପପ 5.0.x)
ଫାୟାର ଫକ୍ସ ଅପରେଟିଂ ସିଷ୍ଟମ
ସମ୍ପାଦନାଫାୟାର ଫକ୍ସ ଅପରେଟିଂ ସିଷ୍ଟମ (ମୋଜିଲାରୁ)ର ନୂତନ ସଂସ୍କରଣ
- 1.0.x
- 1.1.x
- 1.2.x
- 1.3.x
- 1.4.x
- 1.5.x
- 2.0.0
- 2.1.0
- 2.2.0
- 2.5.0
ସାଲିଫିସ ଅପରେଟିଂ ସିଷ୍ଟମ
ସମ୍ପାଦନାସାଲିଫିସ ଅପରେଟିଂ ସିଷ୍ଟମ (ଜୋଲିଆରୁ)
- 1.0.0.5 - Update - (Kaajanlampi)
- 1.0.1.1x - Update 1 (Laadunjärvi)
- 1.0.2.5 - Update 2 (Maadajävri)
- 1.0.3.8 - Update 3 (Naamankajärvi)
- 1.0.4.20 - Update 4 (Ohijärvi)
- 1.0.5.1x - Update 5 (Paarlamp)
- 1.0.7.16 - Update 7 (Saapunki)
- 1.0.8.19 - Update 8 (Tahkalampi)
- 1.1.0.3x - Update 9 (Uitukka)
- 1.1.1.2x - Update 10 (Vaarainjärvi)
- 1.1.2.1x - Update 11 (Yliaavanlampi)
- 1.1.4.28 - Update 13 (Äijänpäivänjärvi)
- 1.1.6.27 - Update 15 (Aaslakkajärvi)
- 1.1.7.24 - Update 16 (Björnträsket)
ଉବୁନ୍ତୁ ଟଚ ଅପରେଟିଂ ସିଷ୍ଟମ
ସମ୍ପାଦନାଏହା କ୍ୟାନୋନିକାଲ Ltd.ରୁ ଆସିଅଛି । ଏହା ଜିପିଏଲ ଲାଇସେନ୍ସ ବ୍ୟବହାର କରେ । ଉବୁନ୍ତୁ ଟଚ ଅପରେଟିଂ ସିଷ୍ଟମ ଆଣ୍ଡ୍ରଏଡ ଲିନକ୍ସ କରନେଲଦ୍ୱାରା ତିଆରି କିନ୍ତୁ ଏହା ଜାଭା ବ୍ୟବହାର କରେ ନାହିଁ ।
ୱିନଡୋଜ ମୋବାଇଲ
ସମ୍ପାଦନାମାଇକ୍ରୋସଫ୍ଟ ପାଇଁ ୱିନଡୋଜ ମୋବାଇଲ ଏକ ଥାମା ଅପରେଟିଂ ସିଷ୍ଟମ । ୨୦୧୦ରେ ମାତ୍ର ୫% ଲୋକମାନେ ଏହି ମୋବାଇଲ ବ୍ୟବହାର କରୁଥିଲେ ।