ମୋପା ବିମାନ ବନ୍ଦର
ଗୋଆ
ମୋପା ବିମାନ ବନ୍ଦର , ଭାରତୀୟ ରାଜ୍ୟ ଗୋଆରେ ନିର୍ମିତ ହେବାକୁ ଥିବା ଏକ ପ୍ରସ୍ତାବିତ ଅତ୍ୟାଧୁନିକ ବିମାନ ବନ୍ଦର । ଏହା ଉତ୍ତର ଗୋଆ ଜିଲ୍ଲାର ମୋପାଠାରେ GMR ବା ଗୋଆ ଅନ୍ତର୍ଜାତିକ ବିମାନ ବନ୍ଦର ଲିମିଟେଡଦ୍ୱାରା ନିର୍ମିତ ହେବ ।[୧] ଏହା ସମୁଦାଯ 3000 କୋଟି ଟଙ୍କା ବ୍ୟୟରେ build operate transfar ମଡେଲରେ 4ଟି ସ୍ତରରେ ନିର୍ମିତ ହେବ । ଏହା ନିର୍ମିତ ହେଲେ 13.1 ମିଲିୟନ ଯାତ୍ରୀଙ୍କ ଯାତାୟତ ହେଇ ପାରିବ ।
Mopa Airport मोपा विमानतळ Mopā Vimānataḷa | |||
---|---|---|---|
IATA: none – ICAO: none | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
Owner/Operator | GMR Goa International Airport Limited | ||
ଅବସ୍ଥାନ | Mopa, Goa |
GMR ଏୟାରପୋର୍ଟଦ୍ୱାରା ଏହି ବିମାନ ବନ୍ଦରର ଭିତ୍ତି ପ୍ରସ୍ତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 13 , 2016ରେ ସ୍ଥାପନ କରିଥିଲେ । [୨]
ପୁନଶ୍ଚ ଦେଖଣା
ସମ୍ପାଦନା- Goa International Airport
ଆଧାର
ସମ୍ପାଦନା- ↑ "GMR forms SPV to raise funds for Mopa airport". The Times of India. 22 October 2016. Retrieved 25 October 2016.
- ↑ "PM Modi lays foundation stone for Mopa greenfield airport in Goa". The Times of India. 13 November 2016. Retrieved 13 November 2016.