ମୋଦକ ସାଗର , ମୁମ୍ବାଇ
ମୋଦକ ସାଗର ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ସହରର ଉପକଣ୍ଠରେ ଥିବା ଥାଣେ ଜିଲ୍ଲାରେ ପ୍ରବାହିତ ବାଇତର୍ଣା ନଦୀରେ ଥିବା ଏକ ହ୍ରାଦ । ଏହାର ଜଳ ସ୍ତରର ଗଭୀରତା 163.15 ମିଟର ଓ ଏହା ମୁମ୍ବାଇ ସହର[୧][୨]>କୁ ଜଳଯୋଗାଣର ଦ୍ୱିତୀୟ ବୃହତ୍ତମ ସ୍ରୋତ ।
ମୋଦକ ସାଗର , ମୁମ୍ବାଇ | |
---|---|
ଅବସ୍ଥାନ | Thane, Maharashtra |
ଦିଗବାରେଣି | 19°41′32″N 73°20′39″E / 19.692294°N 73.344284°E |
Type | reservoir, fresh water |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | India |
ପାଣିର ଆୟତନ | 16,500,000,000 imp gal (0.075 km3) |
ଭୂମି ଉଚ୍ଚତା | 80.42 m (263.8 ft) |
ଜନବସତି | Mumbai |
ଇତିହାସ
ସମ୍ପାଦନାପହଞ୍ଚ
ସମ୍ପାଦନାଏହି ଜଳଭଣ୍ଡାର ରାଜ୍ୟ ସରକାରଙ୍କଦ୍ୱାରା ସଂରକ୍ଷିତ ଅଞ୍ଚଳ ହୋଇଥିବାରୁ କେବଳ BMC କର୍ମଚାରୀ ବ୍ଯତୀତ କାହାକୁ ଛଡ଼ାଯାଏ ନାହି । କିନ୍ତୁ ମୁଖ୍ୟାଳୟରୁ ଉପଯୁକ୍ତ ଅନୁମତି ପ୍ରାପ୍ତ ହେଇ ର୍ଥାକୁ ପରିଦର୍ଶନ ପାଇଁ ଯାଇ ହୁଏ । [୩]
ବନ୍ଧର ବିଶିଷ୍ଟତା ସବୁ
ସମ୍ପାଦନାପଶୁପକ୍ଷୀ ଓ ବୃକ୍ଷରାଜି
ସମ୍ପାଦନାଏହି ହ୍ରଦରେ ତଟ ନିକଟ ଅଞ୍ଚଳରେ କୁମ୍ଭୀରମାନେ ରହନ୍ତି ।
ଆଧାର
ସମ୍ପାଦନା- ↑ "Overflowing Modak Sagar to fill Vihar". DNA. Retrieved 26 September 2012.
- ↑ "Modak Sagar". mydestination.com. Retrieved 26 September 2012.
- ↑ based on our last visit to that place