ମୈତ୍ରେୟୀ ଦେବୀ
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ମୈତ୍ରେୟୀ ଦେବୀ (ସେପ୍ଟେମ୍ବର ୧, ୧୯୧୪ ଜାନୁଆରୀ ୨୯ , ୧୯୮୯) ଜଣେ ଭାରତୀୟ ବଙ୍ଗୀୟ ମହିଳା କବି ଓ ଉପନ୍ୟାସ ଲେଖିକା ।
ମୈତ୍ରେୟୀ ଦେବୀ | |
---|---|
ଜନ୍ମ | Chittagong Chattagram, Bangladesh | ସେପ୍ଟେମ୍ବର ୧, ୧୯୧୪
ମୃତ୍ୟୁ | ୨୯ ଜାନୁଆରୀ ୧୯୮୯ | (ବୟସ ୭୪)
ବୃତ୍ତି(ସମୂହ) | କବି , ଉପନ୍ୟାସକାର |
ବୈବାହିକ-ସାଥୀ | Dr. M.M. Sen |
ପିତାମାତା | Surendranath Dasgupta (Father) Himani Madhuri Rai (Mother) |
ଜୀବନୀ
ସମ୍ପାଦନାମୈତ୍ରେଇ ଦେବୀ ଦାର୍ଶନିକ ଓ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ନିକଟସ୍ଥ ବ୍ୟକ୍ତି ସୁରେନ୍ଦ୍ରନାଥ ଦାସଗୁପ୍ତାଙ୍କ କନ୍ୟା ଥିଲେ । ସେ କୁଇନୋଳୋଗିଷ୍ଟ ଏମ . ଏମ . ସେନଙ୍କୁ ବିବାହ କରିଥିଲେ । .[୧] ସେ ସର୍ବଭାରତୀୟ ମହିଳା କାଉନ୍ସିଲର ଉପସଭାପତି ଥିଲେ ସାମ୍ପ୍ରଦାୟିକ ସଦ୍ଭାବର ପ୍ରୋଷ୍ଠହମ ପାଇଁ ଏକ କାଉନ୍ସିଲ ଗଠନ କରିଥିଲେ । ସେ 16 ବର୍ଷ ବୟସର ହେଇଥିବା ବେଳେ ତାଙ୍କର ପ୍ରଥମ କାବ୍ଯ ପୁସ୍ତକ ପ୍ରକାଶିତ ହେଇଥିଲା । ସେଥିରେ ବିଶ୍ୱକବି ରବୀନ୍ଦ୍ରନାଥ ମୁଖବନ୍ଧ ଲେଖିଥିଲେ । ସେ " Ranidranath- the man behind his poetry" ନାମକ ଏକ ପୁସ୍ତକ ଲେଖିଥିଲେ । .[୨] ରୋମାନିଆନ ଲେଖକ ମିରସିଆ ଏଲିଆଡେଙ୍କ ୧୯୩୩ ମସିହାର ସଫଳ ଉପନ୍ୟାସ " Bengal Night " ମୈତ୍ରେଇ ଦେବୀଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ହେଇଥିଲା । ଏଥିରେ ବର୍ଣିତ ସଂସ୍କୃତି ସହ ମୈତ୍ରେଇ ଦେବୀ ସ୍ୱୀକୃତି ଦେଇଥିଲେ ମଧ୍ୟ ଏଥିରେ ତାଙ୍କର ଓ ଏଲିଆଦେଙ୍କ ମଧ୍ୟରେ ଯୌନ ସମ୍ପର୍କ ଥିବା କଥାକୁ କାଳ୍ପନିକ ଓ ଅସତ୍ୟ ବୋଲି କହିଥିଲେ । l .[୩][୪]
୧୯୩୮ ମସିହାରେ ସେ ବିଶ୍ୱକବି ରବୀନ୍ଦ୍ରନାଥଙ୍କୁ ତାଙ୍କ କାଲିମଫଙ୍ଗଠାରେ ଥିବା ଘରରେ ରହିବାକୁ ଆମନ୍ତ୍ରଣ କରିଥିଲେ ।ପରେ ସେହି ଗୃହ ରବୀନ୍ଦ୍ର ମିଉଜିଆମରେ ପରିଣତ ହେଇଥିଲା । .[୫]
ଶିକ୍ଷା
ସମ୍ପାଦନାସେ କଲିକତାର କଲିକତା ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଜଗମାୟା ଦେବୀ କଲେଜରୁ ଡିଗ୍ରୀ ସ୍ତରର ଶିକ୍ଷା ପ୍ରାପ୍ତ ହେଇଥିଲେ । .[୬]
ପୁରସ୍କାର
ସମ୍ପାଦନାସେ 1978 ମାଗିହାରେ ତାଙ୍କର ଉପନ୍ୟାସ " ନା ହନ୍ୟାତେ " ପାଇଁ କେନ୍ଦ୍ର ସାହିତ୍ଯ ଏକାଡେମି ପୁରସ୍କାର ହାସଲ କରିଥିଲେ ।
ଅଧିକ ପଠନ
ସମ୍ପାଦନା- Mircea Eliade--Maitreyi, Bucureşti, 1933
- Maitreyi Devi--It Does Not Die. A Romance. Translated by Maitreyi Devi. University of Chicago Press, 1994
- Mircea Eliade--Bengal Nights, University of Chicago Press, 1994
- List of Sahitya Akademi Award winners for Bengali
ଆଧାର
ସମ୍ପାଦନା- ↑ The Better India.
- ↑ Devi, Maitreyi (1973). Rabindranath--the man behind his poetry. Sudhir Das at Nabajatak Printers.
- ↑ Firdaus Azim, The Journal of Asian Studies, Association for Asian Studies, Vol. 55, 1996, pp. 1035-103
- ↑ [୧] A Terrible Hurt: The Untold Story behind the Publishing of Maitreyi Devi, by Ginu Kamani, accessed 30 January 2010
- ↑ Mungpoo.org.
- ↑ "History of the College". Archived from the original on 2011-07-26. Retrieved 2017-03-29.