ମେହେକ ମନୱାନୀ

ଭାରତୀୟ ଅଭିନେତ୍ରୀ

ମେହେକ ମନୱାନୀ (ଜନ୍ମ: ୪ ଡିସେମ୍ବର ୧୯୯୬) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଓ କଥାଚିତ୍ର ଆଦିରେ କାମ କରନ୍ତି । ସେ ୨୦୧୩ ମସିହାରେ ସିକ୍ସଟିନ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧] ସେହି ବର୍ଷ ସେ ଫୁକ୍ରେରେ ଅତିଥି କଳାକାର ଭାବରେ ମଧ୍ୟ କାମ କରିଥିଲେ ।[୨] ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଶଶୁରାଲ୍ ଗେନ୍ଦାଫୁଲ୍‌ରେ କାମ କରିଥିଲେ ।

ମେହେକ ମନୱାନୀ
ଜନ୍ମ (1996-12-04) ୪ ଡିସେମ୍ବର ୧୯୯୬ (ବୟସ ୨୭)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୧୩ – ଏବେଯାଏଁ

ଅଭିନୟ ଜୀବନ ସମ୍ପାଦନା

କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୩ ସିକ୍ସଟିନ୍ ନିଧି [୩]
ଫୁକ୍ରେ ଲାଲୀର ପ୍ରେମିକା [୪]
୨୦୨୦ ଦୂର୍ କେ ଦର୍ଶନ ଟ୍ୱିଙ୍କଲ୍ [୫]
୨୦୨୨ ଭୁଲ୍ ଭୁଲେୟା ୨ ତ୍ରିଶା ଠାକୁର [୬]

ଦୂରଦର୍ଶନ ସମ୍ପାଦନା

ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୧୧ ଶଶୁରାଲ୍ ଗେନ୍ଦା ଫୁଲ୍ ମେହେକ
୨୦୧୬ ଲାଇଫ୍ ଲଫଡ଼େ ଔର୍ ବନ୍ଦିୟାଁ ଟିନି ଭଲ୍ଲା

ୱେବ୍ ସିରିଜ୍ ସମ୍ପାଦନା

ବର୍ଷ ସିରିଜ୍ ଭୂମିକା ମନ୍ତ୍ୟବ ଆଧାର
୨୦୨୨ ଝୋଲ୍‌ଛାପ ନେହା ରସ୍ତୋଗୀ [୭]

ଆଧାର ସମ୍ପାଦନା

  1. Mehak Manwani | Videos, Wallpapers, Movies, Photos, Biography. Bollywood Hungama (2013-07-12). Retrieved on 2015-06-15.
  2. she studied at The Indian School,New Delhi.Mehak Manwani (MOVIE FUKREY ) Photo Gallery by praveenbhat top fashion advertising photographer in delhi India at. Pbase.com. Retrieved on 2015-06-15.
  3. "Mehak Manwani - Photos, Videos, Birthday, Latest News, Height In Feet - FilmiBeat". www.filmibeat.com (in ଇଂରାଜୀ). Retrieved 2023-06-30.
  4. "Mehak Manwani, Actress | Biography Birthday Age Instagram". Tring (in ଇଂରାଜୀ). Retrieved 2023-06-30.
  5. Desai, Rahul (2020-07-28). "Door Ke Darshan On Netflix Wastes A Nice Premise To Reiterate Delhi Stereotypes". www.filmcompanion.in (in ଇଂରାଜୀ). Retrieved 2023-06-30.
  6. "EXCL! Mehak Manwani on Bhool Bhulaiyaa 2: My first scene was with Tabu ma'am and I was nervous, but she was so kind". Zoom TV (in ଇଂରାଜୀ). Retrieved 2023-06-30.
  7. "Jholachhap: गांव वालों की मदद करने पहुंची लेडी डॉक्टर का झोलाछापों से सामना, कब-कहां देख सकेंगे यह अनोखी कहानी". Amar Ujala (in ହିନ୍ଦୀ). Retrieved 2023-06-30.

ବାହାର ଲିଙ୍କ୍ ସମ୍ପାଦନା