ମେଧା ପାଟକର
ମେଧା ପାଟକର | |
---|---|
![]() ମେଧା ପାଟକର ୨୦୦୨ | |
ଜନ୍ମ ଓ ଜନ୍ମସ୍ଥାନ | |
ଅଲଗା ନାଆଁ | ମେଧା ତାଇ |
ଶିକ୍ଷା | ଏମେ ଇନ ସୋସିଆଲ ୱର୍କ |
ଶିକ୍ଷାନୁଷ୍ଠାନ | Tata Institute of Social Sciences |
ସଙ୍ଗଠନ | National Alliance of People's Movements (NAPM) |
ଆନ୍ଦୋଳନ | ନର୍ମଦା ବଞ୍ଚାଅ ଆନ୍ଦୋଳନ |
ପୁରସ୍କାର | ରାଇଟ ଲାଇଭଲିହୁଡ଼ ଆୱାର୍ଡ |
ମେଧା ପାଟକର (୧ ଡିସେମ୍ବର ୧୯୫୪), ଜଣେ ସମାଜସେବୀ ଯେ କି ଆଦିବାସୀ,ଦଳିତ, ଚାଷୀ, ଶ୍ରମିକ ଏବଂ ମହିଳାଙ୍କ ପ୍ରତି ହଉଥିବା ଅନ୍ୟାୟ ବିରୋଧରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରନ୍ତି ଏବଂ ସେ ବିଭିନ୍ନ ରାଜନୈତିକ ଓ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ସେ ତିନୋଟି ରାଜ୍ୟର:ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଏବଂ ଗୁଜରାଟ ୩୧ ବର୍ଷ ପୁରୁଣା ଲୋକମାନଙ୍କୁ ନେଇ ଆନ୍ଦୋଳନ ଆରମ୍ଭ କରିଥିଲେ।ନର୍ମଦା ବଞ୍ଚାଅ ଆନ୍ଦୋଳନ(ଏନବିଏ) ଉଦ୍ଦେଶ୍ୟ ଥିଲା କି ଡ୍ୟାମ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଇଥିବା ଲୋକମାନଙ୍କୁ ଉଚିତ ନ୍ୟାୟ ମିଳୁ। ସେ ନ୍ୟାସନାଲ ଆଲେଆନ୍ସ ଅଫ୍ ପିପୁଲ ମୁମ୍ବମେଣ୍ଟ, ଏବଂ ଅାଲେଆନ୍ସ ପିପୁଲ ଅର୍ଗନାଇଜେସନର ପ୍ରତିଷ୍ଠାତା। [୧] ସେ ଡ୍ୟାମ କମିଶନର,ଯେ ଦୁନିଆର ପରିବେଶ, ସାମାଜିକ,ରାଜନୀତିକ ଓ ଆର୍ଥିକ ବିକାଶ ପାଇଁ କାର୍ଯ୍ୟ କରିଥାଏ ତାଙ୍କ ସମୁଖରେ ସେ ଡ୍ୟାମର ଏକ ପ୍ରସ୍ତାବ ଉପସ୍ଥାନ କରିଥିଲେ,ଅଲଗା ଉପାୟ ମଧ୍ୟ ଚିନ୍ତା କରିଥିଲେ।[୨]
ପ୍ରାରମ୍ଭ ଜୀବନସମ୍ପାଦନ କରନ୍ତୁ
ସ୍ୱାଧୀନ ସଂଗ୍ରାମୀ ଏବଂ ଶ୍ରମିକ ସଂଗଠନ ନେତ୍ରୀ ମେଧା ପାଟକାରଙ୍କ ଜନ୍ମ ମୁମ୍ବାଇ, ମହାରାଷ୍ଟ୍ରରେ ୧ଡିସେମ୍ବର୧୯୫୪ ତାଙ୍କ ମାତା ଇନ୍ଦୁମତୀ ପିତା ବସନ୍ତ କହନକର।[୩]ପାଟକର ସୋସିଆଲ ୱର୍କରେ ଏମେ ଟାଟା ଇଂଷ୍ଟିଚିୟୁଟ ଅଫ୍ ସୋସିଆଲ ସାଇନ୍ସ କଲେଜରେ କାଟିଥିଲେ।ସେ ସ୍ୱେଚ୍ଛା ସଂଗଠନମାନଙ୍କ ସହ ମୁମ୍ବାଇରେ ଅନୁସୂଚିତ ଲୋକମାନଙ୍କ ପାଇଁ ୫ ବର୍ଷ କାର୍ଯ କରିଥିଲ, ସେ ୩ ବର୍ଷ ପାଇଁ ଉତ୍ତର-ପୂର୍ବ ଗୁଜରାଟ ଜିଲ୍ଲାରେ ଅନୁସୂଚିତ ଜନଜାତି ଜାତିଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରିଥିଲେ। ସେ ପିଏଚଡ଼ିରେ ସ୍କାରଲସିପ ପାଇ ଟିଇସସରେ,ଅର୍ଥନୀତିକ ଉନ୍ନତି ଏବଂ ପରମ୍ପରା ସମାଜ ଉପରେ କିପରି ପ୍ରଭାବ ପକାଉଛି ତାଉପରେ ପଢ଼ିଥିଲେ।
ବିଭିନ୍ନ କାର୍ଯ୍ୟରେ ସକ୍ରିୟସମ୍ପାଦନ କରନ୍ତୁ
ନର୍ମଦା ବଞ୍ଚାଅ ଆନ୍ଦୋଳନସମ୍ପାଦନ କରନ୍ତୁ
ନର୍ମଦା ବଞ୍ଚାଅ ଆନ୍ଦୋଳନ ଏକ ସାମାଜିକ ଆନ୍ଦୋଳନ ଯାହା୧୯୮୫ରେ ଆରମ୍ଭ ହୋଇଥିଲା ଯାହାର ଉଦେଶ୍ୟ ଥିଲା ଆଦିବାସୀ, କିଷାନ, ମାଛଚାଷୀଙ୍କ ଏବଂ ନର୍ମଦା କୂଳରେ ବସବାସ କରୁଥିବା ଲୋକମାନଙ୍କଅଧିକାର ଓନ୍ୟାୟ ପାଇଁ ଥିଲା।ସବୁ ବର୍ଗର ଲୋକ ତାଙ୍କ ସହ ଏକମତ ଥିଲେ।
ଘର ବଞ୍ଚାଅ ଘର ବନାଅ ଆନ୍ଦୋଳନସମ୍ପାଦନ କରନ୍ତୁ
ହିରନନ୍ଦିନୀ ଜମି ଘୋଟଲାସମ୍ପାଦନ କରନ୍ତୁ
ରାଜନୀତି ଜୀବନସମ୍ପାଦନ କରନ୍ତୁ
ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ
- ୧୯୯୧: ରାଇଟ ଲିଭିଲିହୁଡ଼ ଆୱାର୍ଡ[୪]
- ୧୯୯୨: ଗୋଲଡ଼ମ୍ୟାନ ଏନଭରମେଣ୍ଟ ଆୱାର୍ଡ[୫]
- ୧୯୯୫: ଗ୍ରୀନ ରିବୋନ ଆୱାର୍ଡ ,ବିବିସି ପାଇଁ ,ଇଂଲଣ୍ଡବେଷ୍ଟ ଅନ୍ତର୍ଜାତୀୟ ରାଜନୀତି ପ୍ରଚାରକ
- ୧୯୯୯: ହିୟୁମାନ ରାଇଟ ଡେଫେନଡ଼ରସ୍,ଅନ୍ତର୍ଜାତୀୟ ଆମେନଷ୍ଟରି, ଜର୍ମାନୀ
- 1999: ଏମ.ଏ. ଥୋମାସ ନ୍ୟାସନାଲ ହିୟୁମାନ ରାଇଟ ଆୱାର୍ଡ ଭାରତ ଗାଁ ଆନ୍ଦୋଳନ[୬]
- ୧୯୯୯:ପର୍ସନ ଅଫ୍ ଦି ଇୟର ବିବିସି
- ୧୯୯୯: ଦିନନାଥ ମଙ୍ଗେସକର ଆୱାର୍ଡ[୭]
- ୧୯୯୯:କୁଣ୍ଡଳ ଲାଲ ଆୱାର୍ଡ ଶାନ୍ତି ପାଇଁ
- ୧୯୯୯: ମହାତ୍ମା ଫୁଲେ ଆୱାର୍ଡ[୮]
- ୨୦୧୩: ଭୀମ ବାଇ ଆମ୍ବେଦକର ଆୱାର୍ଡ
- ୨୦୧୪: ମଦର ଟେରେସା ଆୱାର୍ଡ ସାମାଜିକ ନ୍ୟାୟ ପାଇଁ,[୯]
ସମ୍ମାନସମ୍ପାଦନ କରନ୍ତୁ
- ↑ "National Alliance of People's Movement Website".
- ↑ "Final report of World commission on dams" (PDF). United Nations Environment Programme.
- ↑ "A mother speaks: I worry for her but I know Medha is right". The Times of India. 19 ଅପ୍ରେଲ 2006.
- ↑ "Laureates 1991-Medha Patkar & Baba Amte / Narmada Bachao Andolan".
- ↑ Malhotra, Aditi. "A Guide to Aam Aadmi Party's National Candidates". Wall Street Journal. Retrieved 30 ମାର୍ଚ୍ଚ 2014.
- ↑ "Medha Patkar selected for 1999 M.A. Thomas National Human Rights Award".
- ↑ "Quicktakes Indian Express". The Indian Express. Retrieved 25 ଫେବୃଆରୀ 2014.
- ↑ "Medha Patkar – The People's Protestor". Tehelka Magazine.
- ↑ "Mother Teresa Memorial International Award for Social Justice held on Sunday". dna. Diligent Media Corporation Ltd. 11 ନଭେମ୍ବର 2014. Retrieved 14 ଡିସେମ୍ବର 2014.