ମେଚି ନଦୀ ଭାରତ ଓ ନେପାଲ ଦେଶର ସୀମାରେ ଯାଇଥିବା ଏକ ନଦୀ । ଏହା ମହାନନ୍ଦା ନଦୀର ଏକ ଉପନଦୀ । 

Mechi River
ଦେଶ Nepal, India
Source Mahabharat Lekh
Mouth Mahananda River
 - coordinates 26°13′46″N 87°57′05″E / 26.22944°N 87.95139°E / 26.22944; 87.95139

ଗତିପଥ  ସମ୍ପାଦନା

ନେପାଲର ହିମାଳୟ ଅଞ୍ଚଳର ମହାଭାରତ ରେଞ୍ଜରୁ ଏହି ନଦୀ ନିର୍ଗତ ହୋଇ ଭାରତ ଓ ନେପାଲର ସୀମା ଭାବରେ ପ୍ରବାହିତ ହେଇଥାଏ । ଏହା ପରେ ଏହା ଭାରତୀୟ ରାଜ୍ୟ ବିହାରକୁ ପ୍ରବେଶ କରି କିଶନଗଞ୍ଜ ଜିଲ୍ଲାରେ ମହାନନ୍ଦା ନଦୀରେ ମିଶ୍ରଣ ହେଇଥାଏ ।[୧][୨] ମେଚି ଓ ମହାନନ୍ଦାର ମିଶ୍ରଣ ସ୍ଥଳ ପରବାତ୍ୟାଞ୍ଚଳ ଓ ସମତଳ ଭୂମିର ମଧ୍ୟ ମିଶ୍ରଣ ସ୍ଥଳୀ ହେଇ ପ୍ରକୃତିକ ବିବିଧତା ସୃଷ୍ଟି କରିଥାଏ ।[୩] ମହାନନ୍ଦ ନଦୀ ସମୂହ, ମେଚି ଯାହାର ଏକ ଅଂଶ , ତାହା ନେପାଲ ଦେଶ ର8,088 ବର୍ଗ କିଲୋମିଟର ଅଞ୍ଚଳ ସହ ଭାରତର 11,520 ବର୍ଗ କିଲୋମିଟର ସ୍ଥାନରୁ ଜଳ ନିଷ୍କାସନ କରିଥାଏ l[୪]

ତଟବନ୍ଧ ସମ୍ପାଦନା

ମେଚି ନଦୀର ବାମ ପାର୍ଶ୍ୱରେ 14 କିଲୋମିଟରର ତଟବନ୍ଧ ପଶ୍ଚିମ ବଙ୍ଗ ପ୍ରଦେଶରେ କରାଯାଇଛି । ଦର୍ଜିଲିହ୍ନ୍ଗ ଜିଲ୍ଲାର ନକସାଲବାଡି[୪] ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ଏହା କରାଯାଇଛି ।ତେବେ ଆହୁରି ବନ୍ଧ ନିର୍ମାଣର ଆବଶ୍ୟକତା ରହିଛି । ଉଭୟ ପାର୍ଶ୍ୱରେ ତଟବନ୍ଧ ନିର୍ମାଣର ଯୋଜନା କରାଯାଇଛି ।.[୫]

ନଦୀ ସଂଯୋଗ  ସମ୍ପାଦନା

ମେଚି ନଦୀକୁ କୋଶୀ ନଦୀ ସହ ସଂଯୋଗ କରିବାକୁ ଜାତୀୟ ନଦୀ ସଂଯୋଗୀକରଣ ଯୋଜନା ଅନୁସାରେ ଭାରତ ତରଫରୁ ନେପାଲକୁ ପ୍ରସ୍ତାବ ଦିଆ ଯାଇଛି । ଉଛ ଡେମ ଦାହ ବରେଜ ମନ ନିର୍ମିତ ହେଇ ମେଚିର ଜଳକୁ ସଂରକ୍ଷଣ ସହ କୋଶୀ -ମେଚି କେନାଲଦ୍ୱାରା ଜଳସେଚନ କରାଯାଇପାରିବ । [୪][୬]

ଆଧାର  ସମ୍ପାଦନା

  1. "Five Themes of Geography" (PDF). Rivers. Archived from the original (PDF) on 2011-07-18. Retrieved 2010-05-22.
  2. "Kishanganj district". Kishanganj district administration. Retrieved 2010-05-22.
  3. M.M.Jana and M. Dutta. "Groundwater study in the Piedmont zone of Mechi Mahananda interfluve in Darjiling district, West Bengal using remote sensing techniques". Springerlink. Retrieved 2010-05-18.[permanent dead link]
  4. ୪.୦ ୪.୧ ୪.୨ Dwarika N. Dhungel, Santa B. Pun. "The Nepal-India Water Relationship: Challenges". google books. Retrieved 2010-05-18.
  5. "Minutes of the Second Meeting of Nepal-India Joint Standing Technical Committee (JSTC) held on 30-31 March 2010 at Kathmandu" (PDF). Archived from the original (PDF) on 2011-07-24. Retrieved 2010-05-18.
  6. "Inter linking of rivers". Archived from the original on 2011-07-21. Retrieved 2010-05-18.

ଛାଞ୍ଚ:Hydrography of Nepal ଛାଞ୍ଚ:Rivers in and around Bengal ଛାଞ୍ଚ:Rivers in Bihar