ମେଘଦୂତ (ରାଧାନାଥଙ୍କ କାବ୍ୟ)
ମେଘଦୂତ ରାଧାନାଥ ରାୟଙ୍କ ରଚିତ ଏକ ଦୀର୍ଘ କବିତା ଅଟେ । ଏହା "ଜନ୍ ବିମ୍ସ୍ ଏସ୍କ୍ୱେର"(John Beames Esquire)ଙ୍କୁ ଉତ୍ସର୍ଗ କରାଯାଇଛି ।[୧] ସଂପୂର୍ଣ୍ଣ କାବ୍ୟଟି ଦୁଇ ଭାଗରେ ବିଭକ୍ତ ଯଥା: 'ପୂର୍ବ-ମେଘ' ଓ 'ଉତ୍ତର-ମେଘ' । ଉଭୟ ଭାଗରେ କଳହଂସ କେଦାର ରାଗ ବ୍ୟବହାର ହୋଇଛି ।[୧][୨] ପୂର୍ବ ମେଘ ସଂପୂର୍ଣ୍ଣ ୫୬୪ଟି ଧାଡି ବିଶିଷ୍ଟ [୨] ଓ ଉତ୍ତରମେଘ ୪୬୮ଟି ଧାଡି ବିଶିଷ୍ଟ ଅଟେ ।[୩]
ସଂକ୍ଷିପ୍ତ ବିବରଣୀସମ୍ପାଦନ କରନ୍ତୁ
କିଛି ପଦସମ୍ପାଦନ କରନ୍ତୁ
ପୂର୍ବ-ମେଘସମ୍ପାଦନ କରନ୍ତୁ
“ |
ଦକ୍ଷିଣଦେଶେ ରାମଗିରି ଶୋଭନ, |
” |
ଉତ୍ତର-ମେଘସମ୍ପାଦନ କରନ୍ତୁ
“ |
ଅଳକା ହର୍ମ୍ମେ୍ୟ ରାଜେ ନବ ଯୋଷିତ |
” |
ଟୀକାସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number.