ନଦୀ, ସମୁଦ୍ର, ଗାଡିଆ ପୋଖରୀ ଇତ୍ୟାଦିରୁ ଜଳ ସୂର୍ଯ୍ୟକିରଣଦ୍ୱାରା ବାଷ୍ପିଭୂତ ହୋଇ ବାୟୁମଣ୍ଡଳରେ ମିଶିଯାଏ ଓ ଘନୀଭୂତ ହୋଇ ପାଣିଟୋପା ଆକାର ଭୂପୃଷ୍ଠରେ ପତିତ ହୁଏ । ଏହାକୁ ମେଘ ବା ବର୍ଷା କୁହାଯାଏ ।

ମେଘର ସୁଷ୍ଟି

ପ୍ରକାରସମ୍ପାଦନ କରନ୍ତୁ

ଆବର୍ତ୍ତକସମ୍ପାଦନ କରନ୍ତୁ

 
କଳାହାଣ୍ତି ମେଘ

ଆବର୍ତ୍ତକ ମେଘ କଳାହାଣ୍ଡିଆ ରୂପ ଧାରଣ କରି ମଝିରେ ମଝିରେ ବ୍ୟାପକ ବୃଷ୍ଟିକରାଏ ।

ସମ୍ବର୍ତ୍ତକସମ୍ପାଦନ କରନ୍ତୁ

ସମ୍ବର୍ତ୍ତକ ମେଘ ପ୍ରଳୟ ସୃଷ୍ଟିକାରୀ ଅତିବୃଷ୍ଟି କରାଇଥାଏ ଓ ବନ୍ୟା ବିତ୍ପାତ ଆଣିଥାଏ ।

ଦ୍ରୋଣସମ୍ପାଦନ କରନ୍ତୁ

ଦ୍ରୋଣ ବୁଢାମେଘ ନାମରେ ପରିଚିତ । ତେଣୁ ସ୍ୱାଭାବିକ ଦୁର୍ବଳ ।

ପୁଷ୍କରସମ୍ପାଦନ କରନ୍ତୁ

ପୁଷ୍କର ମେଘ ଅତ୍ୟନ୍ତ ଚାଷ ଉପଯୋଗୀ । ସେଥିପାଇଁ କୁହାଯାଏ 'ପୁଷ୍କର- ଗାଡିଆ ପୋଖରୀ ଚାଷକର' ।

ଆଧାରସମ୍ପାଦନ କରନ୍ତୁ