ମୃଦୁଳା ଗର୍ଗ
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ମୃଦୁଳା ଗର୍ଗ (ଜନ୍ମ ୧୯୩୮ ) ଜଣେ ଭାରତୀୟ ମହିଳା ଲେଖିକା । ସେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖନ୍ତି । ସେ ହିନ୍ଦୀରେ ୩୦ଟି ପୁସ୍ତକ, ଗଳ୍ପ ସଂକଳନ, ଉପନ୍ୟାସ ନାଟକ ଓ ପ୍ରବନ୍ଧ ସଂଗ୍ରହ ଲେଖିଛନ୍ତି ଓ ଇଂରାଜିରେ ସେଥିମଧ୍ୟରୁ ୩ଟିକୁ ଭାଷାନ୍ତର କରିଛନ୍ତି । ସେ ସେଥିପାଇଁ ଭାରତୀୟ ସାହିତ୍ଯ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
Mridula Garg | |
---|---|
ଜନ୍ମ ଓ ଜନ୍ମସ୍ଥାନ | Kolkata, West Bengal, India | ୨୫ ଅକ୍ଟୋବର ୧୯୩୮
ଜୀବନୀ
ସମ୍ପାଦନାହିନ୍ଦୀ ସାହିତ୍ଯରେ ମୃଦୁଳା ଜଣେ ବହୁ ଚର୍ଚ୍ଚିତ ନାମ । ସେ ୧୦୬୦ ମସିହାରେ ଅର୍ଥନୀତିରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ ହେଇଥିଲେ । ସେ ଡିଲ୍ଲୀ ବିଶ୍ୱବିଦ୍ୟାଳୟରେ ୩ ବର୍ଷ ପାଇଁ ଅଧ୍ୟାପନା କରିଥିଲେ ।
ତାଙ୍କର ଲେଖା ସବୁ ଅଣପାରମ୍ପରିକ ଭାବରେ ରହିଥାଏ ଓ ଏହା ପାଠକର ଧ୍ୟାନକୁ ଧରି ରଖିବାରେ ସର୍ବଦା ସକ୍ଷମ ହେଇଥାଏ ।ତାଙ୍କର ଦୃଢ଼ କଥା ବସ୍ତୁର ପ୍ରୟୋଗ ପାଇଁ ତାଙ୍କ ପୁସ୍ତକ ସବୁ ଖୁବ ପ୍ରଶଂସିତ ହେଇଥାଏ । ତାଙ୍କ ଉପନ୍ୟାସ ଓ ଗଳ୍ପ ସବୁ ବିଶ୍ୱର ଅନେକ ଭାଷା , ଯଥା , ଇଂରାଜୀ , ଜର୍ମାନ , ଚେକ ଓ ଜାପାନୀଜ ,ରେ ଅନୁଦିତ ହୋଇଛି ।
ସେ ସମ୍ବାଦ ପାତ୍ରରେ ମଧ୍ୟ ଭାରତୀୟ ମହିଳାଙ୍କ ସମସ୍ୟା, ଦରିଦ୍ର ପିଲାମାନଙ୍କ ଅବହେଳା ଓ ସାହିତ୍ଯ ବିଷୟରେ ଲେଖା ମାନ ଦେଇଥାନ୍ତି । ସେ କଲିକତାର "ପରିବାର" ପତ୍ରିକାରେ ୧୯୮୫ରୁ ୧୯୯୦ ମସିହା ଯାଏ ନିୟମିତ ଲେଖୁଥିଲେ । ଇଣ୍ଡିଆ ଟୁଡେରେ ମଧ୍ୟ ସେ ୭ ବର୍ଷ ଧରି ଲେଖୁଥିଲେ । ସେ ଦକ୍ଷିଣ ଏସିଆ ଉପରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଗବେଷଣା ମଧ୍ୟ କରିଥିଲେ । ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କୁ ତାଙ୍କୁ ଭାଷଣ ଦେବାକୁ ଡକାଯାଇଥାଏ ।
ରଚନାବଳୀ
ସମ୍ପାଦନାହିନ୍ଦୀ
ସମ୍ପାଦନାଇଂରାଜୀ
ସମ୍ପାଦନା- Chittacobra(Novel, translated from Hindi, Chittacobra, 1999)
- A Touch of Sun (Novel, translated from Hindi, Uske Hisse Ki Dhoop, 1978)
- Country of Goodbyes (Novel, translated from Hindi, Kathgulab, 2003)
- Daffodils on Fire (Short Stories, 1990)
- Anitya Halfway to Nowhere(novel, translated from Hindi, Anitya 2010)
ଅନୁବାଦ
ସମ୍ପାଦନା- Chittacobra (Novel, translated from Hindi, Chittacobra, 1999)
- A Touch of Sun (Novel, translated from Hindi, Uske Hisse Ki Dhoop, 1978)
- Country of Goodbyes (Novel, translated from Hindi, Kathgulab, 2003)
- Anitya Halfway to Nowhere(novel, translated from Hindi, Anitya 2010)
ପୁରସ୍କାରସମୂହ
ସମ୍ପାଦନା- Priyanka Arora Sanman for Best book, Mumbai, (2014)
- Sahityakar Sanman, by the Hindi Academy, Delhi, (1988)
- Sahitya Bhushan, by the U.P. Hindi Sansthan (1999)
- Hellman-Hammet Grant for Courageous Writing by the Human Rights Watch, New York (2001)
- Honored for lifetime contribution to literature in the Vishwa Hindi Sammelan in Suriname in 2003.
- Vyas Sanman, for an outstanding work of fiction in Hindi for Kathgulab (2004)
- Goenka Vagdevi Sanman for Kathgulab (2003)
- Uske Hisse ki Dhoop (novel) and Jadoo Ka Kaleen (Play) awarded by the M.P. Sahitya Parishad in 1975 and 1993 respectively.
- Miljul Mann (novel) awarded the Sahitya Akademi Award in 2013
- D. Litt. "Honoris Causa" from ITM University, Gwalior (2016)