ମୁନିବା ମଜାରୀ
ମୁନିବା ମଜାରୀ ବାଲୋଚ (ଉର୍ଦ୍ଧ :منیبہ مزاری; ଜନ୍ମ ୩ ମାର୍ଚ୍ଚ ୧୯୮୭, ଯିଏ ଆଇରନ ଲେଡି ଅଫ ପାକିସ୍ତାନ ଭାବରେ ମଧ୍ୟ ଜଣାଶୁଣା[୧]) ଜଣେ ପାକିସ୍ତାନୀ କାର୍ଯ୍ୟକର୍ତ୍ତା, ଆଙ୍କର କଳାକାର, ମଡେଲ, ଗାୟକ ଏବଂ ପ୍ରେରଣା ଦାୟକ ବକ୍ତା ଅଟନ୍ତି । ସେ ବିବିସିଦ୍ୱାରା ୨୦୧୫ ମସିହାର ୧୦୦ ପ୍ରେରଣା ଦାୟକ ମହିଳା ତାଲିକାରେ ତାଲିକାଭୁକ୍ତ ହେବାପରେ ସେ ଜାତିସଂଘ ମହିଳା ପାକିସ୍ତାନ ପାଇଁ ଜାତୀୟ ରାଷ୍ଟ୍ରଦୂତ ହୋଇଥିଲେ ।
ମୁନିବା ମଜାରୀ منیبہ مزاری | |
---|---|
ଜନ୍ମ | |
ଜାତୀୟତା | Pakistani |
ବୃତ୍ତି(ସମୂହ) | Artist, activist, motivational speaker, singer and model |
ସନ୍ତାନ | 1 |
ୱେବସାଇଟ | www |
ମୁନିବା ବାଲୋଚ ମଧ୍ୟ ପାକିସ୍ଥାନର ପ୍ରଥମ ମଡେଲ ଏବଂ ଆଙ୍କର ଅଟନ୍ତି । ସେ ହ୍ବିଲ ଚେୟାର ସାହାଯ୍ୟରେ ଯାତାୟତ କରନ୍ତି । ୨୧ ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ଆହତ ହେତୁ ସେ ଏହି ହ୍ବିଲ ଚେୟାରର ବ୍ୟବହାର କରନ୍ତି । ସେ ହମ ନ୍ୟୁଜର ସୋସିଆଲ ସୋ ମେନ ନାହି ହମରେ ହୋଷ୍ଟ ଭାବରେ ଦେଖାଦେଇଥିଲେ । [୨]
ବ୍ୟକ୍ତିଗତ ଜୀବନ
ସମ୍ପାଦନାମୁନିବା ମଜାରୀ ଜଣେ ବାଲୁଚ ପୃଷ୍ଠଭୂମିରୁ, ମଜାରୀ ଜନଜାତିର ଅଟନ୍ତି ।[୩] ସେ ୩ ମାର୍ଚ୍ଚ ୧୯୮୭ ମସିହାରେ ଦକ୍ଷିଣ ପଞ୍ଜାବରେ ଥିବା ରହିମ ୟାର ଖାନରେ ଜନ୍ମଗ୍ରହଣ କରିଥିଲେ ।[୪] ମୁନିବା ଆର୍ମୀ ପବ୍ଲିକ ସ୍କୁଲରେ ପଢୁଥିଲେ ଏବଂ ପରେ BFA ପାଇଁ ତାଙ୍କ ଜନ୍ମ ସହରରେ ଥିବା କଲେଜରେ ପଢ଼ିଲେ । ୧୮ ବର୍ଷ ବୟସରେ ସେ ସେ ଅଧ୍ୟୟନ ସମାପ୍ତ କରିବା ପୂର୍ବରୁ ସେ ବିବାହିତ ଥିଲେ । ୨୦୦୮ ମସିହାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । 18 ବର୍ଷ ବୟସରେ, ସେ ଅଧ୍ୟୟନ ସମାପ୍ତ କରିବା ପୂର୍ବରୁ ସେ ବିବାହିତ ଥିଲେ |
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ୨୦୧୫ ମସିହାରେ ୧୦୦ ପ୍ରେରଣା ଦାୟକ ମହିଳା (BBC) ସମ୍ମାନରେ ସମ୍ମାନିତ ।[୫][୬]
- ଦୁନିଆର ୫୦୦ ସବୁଠାରୁ ପ୍ରଭାବଶାଳୀ ମୁସଲମାନ ଅଟନ୍ତି । [୭]
- ଜାତିସଂଘ ମହିଳାମାନଙ୍କ ମଧ୍ୟରେ ପ୍ରଥମ ପାକିସ୍ଥାନୀ ଜାତିସଂଘର ଶୁଭେଚ୍ଛୁ ରାଷ୍ଟ୍ରଦୂତ । [୮]
- ଦି କାରିକ ଫାଉଣ୍ଡେସନଦ୍ୱାରା ସର୍ବିଆରେ କାରିକ ବ୍ରଦର୍ସ ୨୦୧୭ ।[୯]
- ସେ ମାନବ ସେବା ବର୍ଗରେ ସର୍ବିଆର ବେଲାଗଡ଼ରେ କାରୀକ ବ୍ରଦର୍ସ ପୁରସ୍କାର ଗ୍ରହଣ କରିଥିଲେ । [୧୦]
ଆଧାର
ସମ୍ପାଦନା- ↑ "Muniba Mazari – The Iron Lady of Pakistan is a True Inspiration". Content.PK (in ଆମେରିକୀୟ ଇଂରାଜୀ). 2017-10-30. Archived from the original on 2019-10-22. Retrieved 2019-10-22.
- ↑ "Muniba Mazari named Goodwill Ambassador by UN Women". HIP (in ଇଂରାଜୀ). 2015-12-11. Archived from the original on 2019-10-22. Retrieved 2019-10-22.
- ↑ Tarar, Mehr (2018). Do We Not Bleed? : Reflections of a 21st-century Pakistani. India: Aleph Book Companies. pp. 119, 121, 122, 123, 125, 126, 128, 129, 130. ISBN 978-93-86021-87-8.
- ↑ Maloomaat (2015-12-21). "Muniba Mazari , a Story of Strength and Motivation". Maloomaat (in ଆମେରିକୀୟ ଇଂରାଜୀ). Archived from the original on 2019-10-22. Retrieved 2019-10-22.
- ↑ Dawn.com (2015-12-02). "Two Pakistanis on BBC's 2015 100 Women list". DAWN.COM (in ଇଂରାଜୀ). Retrieved 2020-06-13.
- ↑ www.bbc.co.uk https://www.bbc.co.uk/news/special/2015/newsspec_12497/content/english/index.html?v=0.1.24&hostid=www.bbc.com&hostUrl=https://www.bbc.com/news/world-34745739&iframeUID=responsive-iframe-61225031&onbbcdomain=true#facewall_61. Retrieved 2019-10-22.
{{cite web}}
: Missing or empty|title=
(help) - ↑ Rehman, Fatima (2020-06-12). "PM Imran, Maulana Tariq Jamil, Malala, Muniba among world's most influential Muslims". The Express Tribune.
- ↑ "When you accept yourself, the world recognizes you: Muniba Mazari". The Indian Express (in ଇଂରାଜୀ). 2019-08-09. Retrieved 2020-06-13.
- ↑ "Muniba Mazari receives international award for humanitarian efforts". www.thenews.com.pk (in ଇଂରାଜୀ). Retrieved 2020-06-13.
- ↑ "Muniba Mazari receives international award for humanitarian efforts". Retrieved November 24, 2017.