ମୁଜାଫରପୁର ବିମାନ ବନ୍ଦର

ମୁଜାଫରପୁର ବିମାନ ବନ୍ଦର,  (IATA: MZUICAO: VEMZ) ଭାରତୀୟ ରାଜ୍ୟ ବିହାରର ମୁଜାଫରପୁରଠାରେ ନିର୍ମାଣାଧୀନ ଥିବା ଏକ ବିମାନ ବନ୍ଦର । ଏହା 102 ଏକର ପରିମିତ ସ୍ଥାନରେ ନିର୍ମିତ ହଉଥିବା ଅବସ୍ଥାରେ ରହିଛି । ଏହାକୁ ଜାତୀୟ ରାଜପଥ 46ରେ ସହରରୁ 5 କିଲୋମିଟର ଦୂରରେ ନିର୍ମାଣ କରାଯାଉଛି ।  ଏହା ସମ୍ପୂର୍ଣ ହେଲେ ଏଠାରୁ ଟିଆର-II ଓ ଟିଆର-III ଶ୍ରେଣୀ ସହରକୁ ସ୍ୱଳ୍ପ ଖରଚ ବିଶିଷ୍ଟ ବିମାନ ସେବା ଦିଆଯାଇପାରିବ । [୧]

ମୁଜାଫରପୁର ବିମାନ ବନ୍ଦର
मुजफ्फरपुर हवाई अड्डा
Mujaphpharapura Havāī Aḍḍā
IATA: MZUICAO: VEMZ
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ସେବା Muzaffarpur & North Bihar
ଅବସ୍ଥାନ Muzaffarpur
ଉଚ୍ଚତା (ସମୁଦ୍ର ଠାରୁ) 174 ft / 53 m
ଦିଗବାରେଣି 26°07′09″N 085°18′49″E / 26.11917°N 85.31361°E / 26.11917; 85.31361
Map
ମୁଜାଫରପୁର ବିମାନ ବନ୍ଦର is located in Bihar
ମୁଜାଫରପୁର ବିମାନ ବନ୍ଦର
ମୁଜାଫରପୁର ବିମାନ ବନ୍ଦର
ରନବେ
ଦିଗ ଲମ୍ବ ଭୂମି
ft m
10/28 3,990 1,216 Asphalt

ଏହି ଏୟାର ପୋର୍ଟର ପତ୍ତନ 174 ଫୁଟ ଓ ଏଥିରେ 3,990 ଫୁଟ ରାନୱେ ନିର୍ମିତ ହେବ । [୧]

ନିର୍ମାଣାଧୀନ ମୁଜାଫରପୁର ବିମାନ ବନ୍ଦର

ପୁନଶ୍ଚ ଦେଖଣା  ସମ୍ପାଦନା

  • Jay Prakash Narayan International Airport
  • Gaya Airport
  • Purnea Airport
  • Raxaul Airport

ଆଧାର  ସମ୍ପାଦନା

  1. ୧.୦ ୧.୧ "Muzaffarpur". Airports Authority of India. Retrieved 17 November 2016.

ବାହାର ଲିଙ୍କ  ସମ୍ପାଦନା