ମୁକୁର

ଓଡ଼ିଶାରୁ ପ୍ରକାଶିତ ପତ୍ରିକା

ମୁକୁର, ଓଡ଼ିଆ ଭାଷାରେ ପ୍ରକାଶିତ ଆଦ୍ୟ ସାହିତ୍ୟ ପତ୍ରିକା ମାନଂକ ମଧ୍ୟରୁ ଅନ୍ୟତମ ।[୧] ଏହା ଏକ ମାସିକ ପତ୍ରିକା ଥିଲା ଏବଂ ଏହାର ପ୍ରକାଶନ ୧୩୧୩ ସାଲ ବୈଶାଖ ମାସଠାରୁ[୨] ( ଇଂରାଜୀ ୧୯୦୫ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସ)[୩] ଆରମ୍ଭ ହୋଇଥିଲା ।[୪] ଏହାର ସମ୍ପାଦକ ଥିଲେ ବିଶିଷ୍ଟ କବି ତଥା ଉତ୍କଳ ସମ୍ମିଳନୀର ଏକଦା ସମ୍ପାଦକ ଶ୍ରୀ ବ୍ରଜ ସୁଂଦର ଦାସ ।[୫]

ମୁକୁର‌
ପ୍ରତିଷ୍ଠାତାବ୍ରଜସୁନ୍ଦର ଦାସ
ପ୍ରତିଷ୍ଠିତ୧୯୦୫
ଭାଷାଓଡ଼ିଆ

ଏହି ପତ୍ରିକାଟି ପ୍ରଥମେ ଓଡ଼ିଶା ମିଶନ ପ୍ରେସ କଟକରୁ ମୁଦ୍ରିତ ହେଉଥିଲା | ପରେ ଏହା ନିଜସ୍ୱ ମୁକୁର ପ୍ରେସ କଟକରୁ ପ୍ରକାଶିତ ହେଉଥିଲା ।

ମୁକୁର ପତ୍ରିକାରେ ଧର୍ମ, ଦର୍ଶନ, ସାମାଜିକ ସଚେତନତା, ସଂସ୍କାରଧର୍ମୀ ପ୍ରବନ୍ଧ ପ୍ରକାଶ ପାଉଥିଲା[୬]


ଆଧାର ସମ୍ପାଦନା

  1. Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.
  2. Das, Braja Sundara (April 1906). "ମୁକୁର ମାସିକ ପତ୍ର". ମୁକୁର. ପ୍ରଥମ (ପ୍ରଥମ): 1.
  3. Janaki Ballabha Mohanty (1988). An Approach to Oriya Literature: An Historical Study. Panchashila.
  4. Orissa Society of Americas 25th Annual Convention Souvenir: For Annual Convention Held in 1994 at Pamona, New Jersey. Odisha Society of the Americas. pp. 22–. GGKEY:497UK5ADFB0.
  5. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  6. "ମୁକୁର". ଓଡ଼ିଆ ବିଭବ Odia Bibhaba. ସୃଜନିକା, ଭୁବନେଶ୍ୱର. Archived from the original on 18 December 2017. Retrieved 29 June 2019.