ମିସେଲ ବାଚେଲେଟ
ଭେରୋନିକା ମିସେଲ ବାଚେଲେଟ ଜେରିଆ (ସ୍ପେନୀୟ ଉଚ୍ଚାରଣ: [beˈɾonika miˈtʃel βatʃeˈle ˈxeɾja]; ଜନ୍ମ ୨୯ ସେପ୍ଟେମ୍ବର ୧୯୫୧) ଜଣେ ଚିଲି ସୋସିଆଲିଷ୍ଟ ପାର୍ଟି ରାଜନେତା । ସେ ଚିଲିର ରାଷ୍ଟ୍ରପତି ଭାବେ ୨୦୧୪ ମସିହା ମାର୍ଚ୍ଚ ୧୧ଠାରୁ କାର୍ଯ୍ୟକରୁଛନ୍ତି । ସେ ଆଗରୁ ୨୦୦୬ରୁ ୨୯୧୦ ଯାଏ ରାଷ୍ଟ୍ରପତି ଭାବେ କାର୍ଯ୍ୟକରିଥିଲେ । ସେ ଆଗରୁ ୨୦୦୬ରୁ ୨୦୧୦ ଯାଏ ରାଷ୍ଟ୍ରପତି ଭାବେ କାମ କରି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ । ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ସଙ୍ଗେ ସଙ୍ଗେ ଆଉଥରେ ସେହି ନିର୍ବାଚିତ ହେବା ନିୟମ ନ ଥିବାରୁ ସେ ନବଗଠିତ ମିଳିତ ଜାତିସଂଘ ଲିଙ୍ଗଗତ ସମତା ଓ ନାରୀ ସଶକ୍ତିକରଣ ସଂଘ (ଇଉଏନ ଉଇମେନ)ର କାର୍ଯ୍ୟନିର୍ବାହୀ ପରିଚାଳକ ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ ଡିସେମ୍ବରରେ ବାଚେଲେଟ ଚିଲିର ରାଷ୍ଟ୍ରପତି ଭାବେ ନିଜେ ୨୦୦୬ ମସିହାରେ ପାଇଥିବା ୫୩.୫% ବହୁମତରୁ ଅଧିକ ୬୨% ବହୁମତ ସହ ପୁନର୍ନିବାଚିତ ହୋଇଥିଲେ । ୧୯୩୨ ପରଠାରୁ ପ୍ରତିଯୋଗିତାମୂଳକ ନିର୍ବାଚନରେ ଚିଲିର ରାଷ୍ଟ୍ରପତି ଭାର ଦୁଇଥର ଗ୍ରହଣ କରିବାରେ ସେ ପ୍ରଥମ ବ୍ୟକ୍ତି ।
ମିସେଲ ବାଚେଲେଟ | |
---|---|
୩୫୫ ତମ ଚିଲିର ରାଷ୍ଟ୍ରପତି | |
Assumed office ୧୧ ମାର୍ଚ୍ଚ ୨୦୧୪ | |
ପୂର୍ବ ଅଧିକାରୀ | ସେବାଷ୍ଟିଆନ ପିନିଏରା |
କାର୍ଯ୍ୟକାଳ ୧୧ ମାର୍ଚ୍ଚ ୨୦୦୬ – ୧୧ ମାର୍ଚ୍ଚ ୨୦୧୦ | |
ପୂର୍ବ ଅଧିକାରୀ | ରିକାର୍ଡ଼ ଲାଗୋସ |
ପର ଅଧିକାରୀ | ସେବାଷ୍ଟିଆନ ପିନିଏରା |
ଇଉଏନ ଉଇମେନର କାର୍ଯ୍ୟନିର୍ବାହୀ ପରିଚାଳକ | |
କାର୍ଯ୍ୟକାଳ ୧୪ ସେପ୍ଟେମ୍ବର ୨୦୧୦ – ୧୫ ମାର୍ଚ୍ଚ ୨୦୧୩ | |
କାର୍ଯ୍ୟନିର୍ବାହୀ ପରିଚାଳକ | ବାନ କି-ମୁନ |
ପୂର୍ବ ଅଧିକାରୀ | ଅଧିଷ୍ଠୀତ |
ପର ଅଧିକାରୀ | ଲକ୍ଷ୍ମୀ ପୁରୀ (କାର୍ଯ୍ୟକାରୀ) |
ପ୍ରେସିଡେଣ୍ଟ ପ୍ରୋ ଟେମ୍ପରେ ଅଫ ଦି ଇଉନିଅନ ଅଫ ସାଉଥ ଆମେରିକା ନେସନ୍ସ | |
କାର୍ଯ୍ୟକାଳ ୨୩ ମଇ ୨୦୦୮ – ୧୦ ଅଗଷ୍ଟ ୨୦୦୯ | |
ପୂର୍ବ ଅଧିକାରୀ | ଅଧିଷ୍ଠୀତ |
ପର ଅଧିକାରୀ | ରାଫାଏଲ କୋରିଆ |
ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ | |
କାର୍ଯ୍ୟକାଳ ୭ ଜାନୁଆରୀ ୨୦୦୨ – ୧ ଅକ୍ଟୋବର ୨୦୦୪ | |
ରାଷ୍ଟ୍ରପତି | ରିକାର୍ଡ଼ ଲାଗୋସ |
ପୂର୍ବ ଅଧିକାରୀ | ମାରିଓ ଫର୍ଣାଡେଜ |
ପର ଅଧିକାରୀ | ଜେମି ରାଭିନେଟ |
ସ୍ୱାସ୍ଥ୍ୟ ମନ୍ତ୍ରୀ | |
କାର୍ଯ୍ୟକାଳ ୧୧ ମାର୍ଚ୍ଚ ୨୦୦୦ – ୭ ଜାନୁଆରୀ ୨୦୦୨ | |
ରାଷ୍ଟ୍ରପତି | ରିକାର୍ଡ଼ ଲାଗୋସ |
ପୂର୍ବ ଅଧିକାରୀ | ଆଲେକ୍ସ ଫିଗୁଏରଆ |
ପର ଅଧିକାରୀ | ଅସଭାଲ୍ ଆର୍ଟାଜା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଭେରୋନିକା ମିସେଲ ବାଚେଲେଟ ଜେରିଆ ୨୯ ସେପ୍ଟେମ୍ବର ୧୯୫୧ ସାଣ୍ଟିଆଗୋ, ଚିଲି |
ରାଜନୀତିକ ଦଳ | ସୋସିଆଲିଷ୍ଟ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Concertación (1988–2013) Nueva Mayoría (2013–present) |
ଜୀବନ ସାଥୀ | Jorge Dávalos Cartes (1979–1984) |
ସନ୍ତାନ | Sebastián Francisca Sofía |
ଶିକ୍ଷାନୁଷ୍ଠାନ | University of Chile |
ସନ୍ତକ | |
ୱେବସାଇଟ | Official website |
ବାଚେଲେଟ ଜଣେ ଡାକ୍ତର ଭାବେ ମୁଖ୍ୟତଃ ସାମରିକ କୌଶଳ ଅଧ୍ୟୟନ କରି ପ୍ରଥମେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଓ ପରେ ତାଙ୍କ ରାଷ୍ଟ୍ରପତିତ୍ୱ ଆଗରୁ ଥିବା ରାଷ୍ଟ୍ରପତି ରିକାର୍ଡ଼ ଲାଗୋସଙ୍କ ମନ୍ତ୍ରୀମଣ୍ଡଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ । ସେ ତିନୋଟି ସନ୍ତାନର ଜନନୀ ଓ ତାଙ୍କ ବରଙ୍କଠାରୁ ଅଲଗା ରହନ୍ତି । ସେ ଜଣେ ଅଜ୍ଞାନବାଦୀ ।[୧] ତାଙ୍କ ମାତୃଭାଷା ସ୍ପାନିସ ଛଡ଼ା ସେ ବିଭିନ୍ନ ବାକପଟୁତା ସଙ୍ଗେ ଇଂରାଜୀ, ଜର୍ମାନ, ପର୍ତ୍ତୁଗୀଜ ଓ ଫରାସୀ ଭାଷା କ ହିପାରନ୍ତି ।[୨]
ବୃତ୍ତଚିତ୍ର
ସମ୍ପାଦନାପ୍ରକାଶନ
ସମ୍ପାଦନା- ବାଚେଲେଟ, ମିସେଲ. ୨୦୦୨. Los estudios comparados y la relación civil-militar. Archived 2013-12-20 at the Wayback Machine. "Reflexiones tras una década de consolidación democrática en Chile" Archived 2013-12-20 at the Wayback Machine., Revista Fuerzas Armadas y Sociedad, 17(4): 29-35.
ଆଧାର
ସମ୍ପାଦନା- ↑ "Bachelet critica a la derecha por descalificarla por ser agnóstica" (in Spanish). El Mercurio. 30 December 2005. Retrieved 25 November 2014.
{{cite news}}
: More than one of|accessdate=
and|access-date=
specified (help); Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑
{{cite web}}
: Empty citation (help) - ↑ PHOENIX Sendeplan Samstag, 18 March 2006, Bankkaufmann.com.
- ↑ ¡REVOLUCIÓN! FILM SERIES: "LA HIJA DEL GENERAL (THE GENERAL'S DAUGHTER)" Archived 2013-09-14 at the Wayback Machine..