ମିଷ୍ଟି ଜାନ୍ନାତ
ବଙ୍ଗଳାଦେଶର ଅଭିନେତ୍ରୀ
ଜନ୍ନାତୁଲ ଫିର୍ଦୋସ ମିଷ୍ଟି ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ଓ ଦନ୍ତ ଚିକିତ୍ସକ । ସେ ତାଙ୍କର ମଞ୍ଚ ନାମ ମିଷ୍ଟ ଜନ୍ନାତ ଭାବରେ ଜଣାଶୁଣା ।
ମିଷ୍ଟି ଜାନ୍ନାତ | |
---|---|
মিষ্টি জান্নাত | |
ଜନ୍ମ | Jannatul Ferdous Misty 2 September |
ଶିକ୍ଷାନୁଷ୍ଠାନ | Safena Medical & Dental College |
ବୃତ୍ତି(ସମୂହ) | Actress, dentist |
ସକ୍ରିୟ ବର୍ଷ | 2014-present |
ଉଲ୍ଲେଖନୀୟ କୃତି | Ami Neta Hobo |
ପ୍ରାରମ୍ଭିକ ଜୀବନ
ସମ୍ପାଦନାସେପ୍ଟେମ୍ବର ୨ ତାରିଖରେ, ସେ ବଙ୍ଗଳାଦେଶର ଖୁଲନାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ସଫେନା ମେଡିକାଲ୍ ଆଣ୍ଡ୍ ଡେଣ୍ଟାଲ୍ କଲେଜରେ ଦନ୍ତ୍ୟ ଚିକିତ୍ସା ଅଧ୍ୟୟନ କରିଥିଲେ ।[୨]
ଅଭିନୟ ଜୀବନ
ସମ୍ପାଦନା୨୦୧୪ ମସିହାରେ, ସେ ଲଭ୍ ଷ୍ଟେସନ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୩] ଏହି କଥାଚିତ୍ରରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ମେରିଲ ପ୍ରଥମ ଆଲୋ ଆୱାର୍ଡ଼ରେ ଶ୍ରେଷ୍ଠ ନାବଗତା ଭାବରେ ମନୋନୀତ କରାଯାଇଥିଲା ।[୪] ଏହାପରେ ସେ ସହ-ଅଭିନେତା ଜୟ ଚୌଧୁରୀଙ୍କ ସହ ଚିନି ବିବି ଚଳଚ୍ଚିତ୍ରରେ କାମ କରିଥିଲେ । ସେ ସୋହମ ଚକ୍ରବର୍ତ୍ତୀଙ୍କ ସହ ଫିଲ୍ମ ଆମାର ପ୍ରେମ ତୁମିରେ କାମ କରିଥିଲେ । ସେ ରାକେଶଙ୍କ ସହ ଭାରତୀୟ ଚଳଚ୍ଚିତ୍ର ରଙ୍ଗବାଜ ଖିଲାଡ଼ିରେ କାମ କରିଥିଲେ ।[୫]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୪ | ଲଭ୍ ଷ୍ଟେସନ୍ | [୩] | ||
୨୦୧୫ | ଚିନି ବିବି | ଚିନି ବିବି | [୬] | |
୨୦୧୭ | ତୁଇ ଆମାର | ମିଷ୍ଟି | [୭] | |
ରଙ୍ଗବାଜ ଖିଲାଡ଼ି | ଭୋଜପୁରୀ କଥାଚିତ୍ର | |||
୨୦୧୯ | ତୁଇ ଆମାର ରାନୀ | [୮] | ||
୨୦୨୨ | ବିରୋଟ୍ଟୋ | ନିଜେ | ଆଇଟମ୍ ଗାର୍ଲ | [୯] |
୨୦୨୩ | ଫୁଲଜାନ | ଫୁଲଜାନ | [୧୦] | |
- | ଆମାର ପ୍ରେମ ତୁଇ |
ଆଧାର
ସମ୍ପାଦନା- ↑ শুভ জন্মদিন মিষ্টি জান্নাত [Happy birthday Misty Jannat]. NTV (in Bengali). 2 September 2020.
- ↑ Com, Dhakatimes24 (24 September 2021). ডাক্তার পরিচয় নিশ্চিত হলো মিষ্টি জান্নাতের [Doctor's identity confirmed by Misty Jannat]. Dhaka Times 24.
{{cite news}}
: CS1 maint: numeric names: authors list (link) - ↑ ୩.୦ ୩.୧ "Love Station to be released Sept 5". The New Nation. 28 August 2014. Archived from the original on 24 March 2024. Retrieved 15 January 2018.
- ↑ নাসিরদের ব্যক্তিগত বিষয় নিয়ে কথা বলার বিপক্ষে মিষ্টি জান্নাত [Misty Jannat against Nasirs talking about personal matters]. Jaijaidin (in Bengali). 25 February 2021.
- ↑ ঢাকার নায়িকা তামিল সিনেমায় [Actress from Dhaka in Tamil cinema]. The Daily Star (in Bengali). 1 February 2017.
- ↑ "Chini Bibi" চিনি বিবি. Prothom Alo (in Bengali). 23 April 2015.
- ↑ "Saymon - Misty's Tui Amar in theatres". Dhaka Tribune. 23 April 2017.
- ↑ "'Tui Amar Rani'". The Times of India. 25 April 2019.
- ↑ যেসব প্রেক্ষাগৃহে মুক্তি পেলো ‘বীরত্ব’ [Theaters where 'Birotto' was released]. Banglanews24.com (in Bengali). 15 September 2022.
- ↑ "Misty Zannat garners praise as lead in 'Fuljan'". The Business Standard (in ଇଂରାଜୀ). 11 July 2023.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମିଷ୍ଟି ଜାନ୍ନାତ