ମିଲ୍କ ମନ୍ତ୍ର
ଓଡ଼ିଶାରେ ଥିବା ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦକ
ମିଲ୍କ ମନ୍ତ୍ର, ଓଡ଼ିଶାରେ ଥିବା ଏକ ଦୁଗ୍ଧ ପ୍ରକ୍ରିୟାକରଣ ଓ ଦୁଗ୍ଧଜାତ ପଦାର୍ଥ ବିକ୍ରୟକାରୀ ସଂସ୍ଥା ।[୧] ଶ୍ରୀକୁମାର ମିଶ୍ର ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଟନ୍ତି ।[୨] ୨୦୧୨ ମସିହାରୁ ଏହି ସଂସ୍ଥାରେ ଉତ୍ପାଦନ ଆରମ୍ଭ ହୋଇଥିଲା ।[୩] ପୁରୀ ଜିଲ୍ଲାର ଗୋପ ଓ ସମ୍ବଲପୁର ଜିଲ୍ଲାର ହାତିବାଡ଼ିଠାରେ ମିଲ୍କ ମନ୍ତ୍ରର କାରଖାନା ଅଛି ।[୪] ମିଲ୍କ ମନ୍ତ୍ର, କୃଷିକ୍ଷେତ୍ରରେ ଭେନଚର କ୍ୟାପିଟାଲମାନଙ୍କଦ୍ୱାରା ଅର୍ଥ ନିବେଶିତ ହୋଇଥିବା ପ୍ରଥମ ସଂସ୍ଥା ।[୫] ଏଇଟ ରୋଡ଼ ଭେଞ୍ଚରସ, ଆବିସ୍କାର ଭେଞ୍ଚର ମ୍ୟାନେଜମେଣ୍ଟ ସର୍ଭିସେସ[୬] ଆଦି ଅର୍ଥଲଗାଣକାରୀ ସଂସ୍ଥା ମିଲ୍କ ମନ୍ତ୍ରରେ ନିବେଶ କରିଛନ୍ତି ।[୭]
ପ୍ରକାର | ବେସରକାରୀ |
---|---|
ଶିଳ୍ପ | ଖାଦ୍ୟ ପ୍ରକ୍ରିୟାକରଣା |
ପ୍ରତିଷ୍ଠିତ ସ୍ଥାନ | ଅଗଷ୍ଟ ୨୦୦୯ |
ପ୍ରତିଷ୍ଠାତା | ଶ୍ରୀକୁମାର ମିଶ୍ର |
ମୁଖ୍ୟ କାର୍ଯ୍ୟାଳୟ | ଓଡ଼ିଶା, ଭାରତ |
Area served | ଓଡ଼ିଶା, ବେଙ୍ଗାଲୁରୁ, ହାଇଦ୍ରାବାଦ |
ପ୍ରମୁଖ ବ୍ୟକ୍ତି | ଶୁଭେନ୍ଦୁ ମିଶ୍ର (ମୁଖ୍ୟ ବିତ୍ତୀୟ ଅଧିକାରୀ) ରଶିମା ମିଶ୍ର (ନିର୍ଦ୍ଦେଶକ) |
ଉତ୍ପାଦ | ଦୁଧ, ଦହି, ପନୀର, ଛେନାପୋଡ଼ |
Brands | ମିଲ୍କୀ ମୁ, ମୁ ଶେକ |
ୱେବ୍ସାଇଟ୍ | www |
ଉତ୍ପାଦିତ ପଦାର୍ଥ
ସମ୍ପାଦନା- ଦୁଧ
- ଦହି
- ପନିର
- ଲସି
- ମିଲ୍କ ସେକ
- ଛେନାପୋଡ଼[୮]
ମିଲ୍କ ସେକ, 'ମୁ ଶେକ' ନାମରେ ବିକ୍ରି ହୋଇଥାଏ ।[୯] ଅନ୍ୟ ସବୁ 'ମିଲ୍କି ମୁ' ନାମରେ ବିକ୍ରି ହୋଇଥାଏ ।
ଆଧାର
ସମ୍ପାଦନା- ↑ "Start-up Milk Mantra chalks out expansion, open to acquisitions". www.thehindubusinessline.com. the hindu businessline. Retrieved 5 July 2019.
- ↑ "How Milk Mantra became the taste of Odisha". www.forbesindia.com. forbes magazine. Retrieved 5 July 2019.
- ↑ "'ମିଲ୍କ ମନ୍ତ୍ର'ରେ ଓଡ଼ିଶାର ଶ୍ରୀକୁମାର ! ପତ୍ନୀଙ୍କ ଅଳଙ୍କାର ବନ୍ଧକରେ ବ୍ୟବସାୟ କରି ଏବେ ସେ ୨୦୦ କୋଟିର ମାଲିକ". kanaknews.com. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 5 July 2019.
- ↑ "ମିଲ୍କ ମନ୍ତ୍ର ପ୍ଲାଣ୍ଟ ବୁଲିଲେ ଏକ୍ସଆଇଏମବି ଏମିଲୋନ୍ ସ୍କୁଲ ଛାତ୍ରଛାତ୍ରୀ". sambad.in. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 5 July 2019.
- ↑ "Plans to increase the number of networked dairy farmers". www.thehindubusinessline.com. The Hindu Business Line. Retrieved 5 July 2019.
- ↑ Shakti Ranjan Panigrahy; Baljeet Singh (1 February 2017). Agro-Entrepreneurship. Scientific Publishers. pp. 171–. ISBN 978-93-87307-39-1.
- ↑ Singh, Rajiv (22 June 2016). "Start-up Milk Mantra churns Rs 120 cr in 4 years, compelling Raghuram Rajan to take notice". economictimes.indiatimes.com. ଇକୋନୋମିକ ଟାଇମସ. Retrieved 5 July 2019.
{{cite web}}
: Cite has empty unknown parameter:|dead-url=
(help) - ↑ "ମିଲ୍କ ମନ୍ତ୍ର ଆଣିଲା ଛେନାପୋଡ଼". sambad.in. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 5 July 2019.
- ↑ Alexandru Grumezescu; Alina-Maria Holban (11 May 2019). Milk-Based Beverages: Volume 9: The Science of Beverages. Elsevier Science. pp. 115–. ISBN 978-0-12-815711-4.