ମାୟା ଅଲଗ

ଭାରତୀୟ ଅଭିନେତ୍ରୀ

ମାୟା ଅଲଗ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ଦୂରଦର୍ଶନ ଓ କଥାଚିତ୍ରରେ ଅଭିନୟ କରନ୍ତି । ୧୯୮୦ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଥୋଡ଼ିସି ବେୱଫାଇ

ମାୟା ଅଲଗ
୨୦୧୨ ମସିହାରେ ମାୟା
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୦–୨୦୦୬, ୨୦୨୨–୨୦୨୨
ବୈବାହିକ-ସାଥୀସୁନିଲ ଅଲଗ
ସନ୍ତାନସାବରି ଅଲଗ, ଅଞ୍ଜୁରି ଅଲଗ
ସମ୍ପର୍କୀୟସମୀର ନାୟର (ଜ୍ୱାଇଁ)

ବ୍ୟକ୍ତିଗତ ଜୀବନ ସମ୍ପାଦନା

ମାୟା ବ୍ରିଟାନିଆ ଇଣ୍ଡଷ୍ଟ୍ରିର ପ୍ରାକ୍ତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ସୁନିଲ ଅଲଗଙ୍କୁ ବିବାହ କରିଛନ୍ତି ।[୧] ତାଙ୍କ ଝିଅ ଅଞ୍ଜୋରି ଅଲଗ ମଧ୍ୟ ଜଣେ ଅଭିନେତ୍ରୀ ।[୨]

ଅଭିନୟ ଜୀବନ ସମ୍ପାଦନା

ମାୟା ଜଣେ ମଡେଲ୍ ଭାବରେ କାମ କରିବା ଆରମ୍ଭ କରିଥିଲେ । ଅଭିନେତା ଦଲିପ ତାହିଲ ତାଙ୍କୁ ପ୍ରଥମେ ଏକ ବିଜ୍ଞାପନରେ କାମ କରିବାର ସୁଯୋଗ ଦେଇଥିଲେ, କିନ୍ତୁ ସେ ଗରିବଙ୍କ ଭଳି ଦେଖାଯାଉଥିବାରୁ ତାଙ୍କୁ ଏହି ବିଜ୍ଞାପନରେ କାମ କରିବାର ସୁଯୋଗ ଦିଆଯାଇନଥିଲା ।[୩]

୧୯୮୦ ମସିହାରେ ସେ ହିନ୍ଦୀ କଥାଚିତ୍ର ଥୋଡ଼ିସି ବେୱଫାଇ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୬ ମସିହାରେ ଦୂରଦର୍ଶନରେ ତାଙ୍କ ଅଭିନୀତ ଧାରାବାହିକ ଛୋଟି ବଡ଼ି ବାତେଁ ପ୍ରସାରିତ ହୋଇଥିଲା ।[୩][୪]

ଅଭିନୀତ କଥାଚିତ୍ର ସମ୍ପାଦନା

  • ଉମରାଓ ଜାନ୍ (୨୦୦୬)
  • ମେରେ ଜୀବନ ସାଥୀ (୨୦୦୬)
  • ପେଜ୍ ୩ (୨୦୦୫)
  • ଏଲ୍ଓସି କାର୍‌ଗିଲ୍ (୨୦୦୩)
  • ସସଶ... (୨୦୦୩)
  • ଅନ୍ଦାଜ୍ (୨୦୦୩)
  • ତଲାସ୍: ଦ ହଣ୍ଟ ବିଗିନ୍‌ସ୍ (୨୦୦୩)
  • ମୁଝସେ ଦୋସ୍ତି କରୋଗେ (୨୦୦୨)
  • ରେହେନା ତେରେ ଦିଲ୍ ମେଁ (୨୦୦୧)
  • ଅଲବେଲା (୨୦୦୧)
  • କଚ୍ଚେ ଧାଗେ (୧୯୯୯)
  • ୱଜୁଦ୍ (୧୯୯୮)
  • ସନମ (୧୯୯୭)
  • ଆଶିକ୍ ମସ୍ତାନେ (୧୯୯୫)
  • ରାମ ଶାସ୍ତ୍ର (୧୯୯୫)
  • ଦିୟା ଔର୍ ତୁଫାନ୍ (୧୯୯୫)
  • ଗୁଡ୍ଡୁ (୧୯୯୫)
  • ସାଜନ କି ବାହୋଁ ମେଁ (୧୯୯୫)
  • ଡ୍ୟାନ୍ସ ପାର୍ଟି (୧୯୯୫)
  • ଜବାବ (୧୯୯୫)
  • ବେତାଜ ବାଦଶାହା (୧୯୯୪)
  • ଫୁଲ୍ (୧୯୯୩)
  • ଚନ୍ଦ୍ରମୁଖି (୧୯୯୩)
  • ଆଇନା (୧୯୯୩)
  • ୟଲଗାର୍ (୧୯୯୨)
  • ମେରା ବାଦ୍ (୧୯୮୮)
  • ନକଲି ଚେହେରା (ଭିଡିଓ) (୧୯୮୭)
  • ଥୋଡ଼ିସି ବେୱଫାଇ (୧୯୮୦)

ଅଭିନୀତ ଧାରାବାହିକ ସମ୍ପାଦନା

  • ବ୍ଲଡି ବ୍ରଦର୍ସ୍ (୨୦୨୨) ଜୀ୫ ୱେବ୍‌ସିରିଜ୍
  • କୈସା ୟେ ପ୍ୟାର୍ ହୈ (୨୦୦୫)
  • ନୂର୍‌ଜାହାଁ (୨୦୦୦-୨୦୦୧)
  • ୧୮୫୭ କ୍ରାନ୍ତି (୨୦୦୦–୦୧)
  • କିଟି ପାର୍ଟି
  • ହୀନା (୧୯୯୮-୨୦୦୩)
  • ଘୁଟନ୍ (୧୯୯୭-୧୯୯୮)
  • ଜୟ ହନୁମାନ(୧୯୯୭-୨୦୦୦)
  • ଅନ୍ଦାଜ୍ (୧୯୯୪)
  • ଦ ଗ୍ରେଟ୍ ମରାଠା (୧୯୯୪)
  • ଦ ସୋର୍ଡ଼ ଅଫ୍ ଟିପୁ ସୁଲ୍‌ତାନ୍ (୧୯୯୦)
  • ଛୋଟି ବଡ଼ି ବାତେଁ (1986)
  • କବିତା

ଆଧାର ସମ୍ପାଦନା

  1. "Bollywood actress Maya Alagh sells villa in Bengaluru for Rs 13.65 crore". Moneycontrol (in ଇଂରାଜୀ). Retrieved 2022-02-08.
  2. Misra, Iti Shree. "Maya wants a finger in every pie". Times of India. Retrieved 20 October 2014.
  3. ୩.୦ ୩.୧ "I was rejected from my first ad because I don't look poor enough, says Maya Alagh". Hindustan Times (in ଇଂରାଜୀ). 8 July 2017. Retrieved 17 February 2019.
  4. "Hindi Tv Serial Chhoti Badi Baatein Synopsis Aired On DOORDARSHAN Channel". Nettv4u (in ଇଂରାଜୀ). Retrieved 2022-02-08.

ବାହାର ଆଧାର ସମ୍ପାଦନା