ମାଲୱା (ପଞ୍ଜାବ)
ମାଲୱା (ପଞ୍ଜାବୀ: ਮਾਲਵਾ) ସତଲେଜର ଦକ୍ଷିଣରେ ଥିବା ପଞ୍ଜାବର ଏକ ଅଞ୍ଚଳ ।[୧] ଏହି ଅଞ୍ଚଳର ଲୋକମାନଙ୍କୁ ମାଲୱାଇ କୁହାଯାଏ । ମାଲୱାର ପଶ୍ଚିମ ପଟେ ମାଲୱାଇର ଉପଭାଷା ରୂପେ ପଞ୍ଜାବୀ କୁହାଯାଏ । ଏହା ପ୍ୱାଧୀ ଉପଭାଷା ସହିତ ସମ୍ବନ୍ଧ ରଖେ, ଯାହା ମାଲୱା ଅଞ୍ଚଳର ପୂର୍ବ ପଟେ କୁହାଯାଏ । ପ୍ୱାଧୀ କୁହାଯାଉଥିବା ଅଞ୍ଚଳକୁ ବେଳେ ବେଳେ ପୋଆଧ ବା ପ୍ୱାଧ କୁହାଯାଏ ।
ମାଲୱାର ଜିଲ୍ଲା
ସମ୍ପାଦନାଏହି ଜିଲ୍ଲାଗୁଡ଼ିକ ମାଲୱାର:[୧]
- ଫିରୋଜପୁର
- ଫାଜିଲକା
- ଫରିଦକୋଟ
- ମୁକ୍ତସର ସାହିବ
- ମୋଗା
- ବାଥିଣ୍ଡା
- ଲୁଧିଆନା
- ବର୍ଣ୍ଣଳା
- ମାନ୍ସ
- ସାଙ୍ଗରୁର
- ଶହୀଦ ଭଗତ ସିଂହ ନଗର (ପୂର୍ବରୁ ନାୱନଶାର)
- ଫତେଗଡ ସାହିବ
- ପଟିଆଲା
- ରୂପନଗର (ପୂର୍ବରୁ ରୋପାର)
- ଅଜିତଗଡ (ପୂର୍ବରୁ ମୋହାଲି)
- ଶ୍ରୀ ଗଙ୍ଗନଗର (ରାଜସ୍ଥାନ)
- ହନୁମାନଗଡ (ରାଜସ୍ଥାନ)
ପର୍ଯ୍ୟଟକ ଆକର୍ଷଣ
ସମ୍ପାଦନା- କିଲ୍ଲା ମୁବାରକ, ବାଥିଣ୍ଡା
- ଗୁରୁଦ୍ୱାର ଫତେଗଡ ସାହିବ
- ଆମ ଖାସ ବାଗ୍, ସିରହିନ୍ଦ
- ଜାହାଜ ହବେଲୀ, ଫତେଗଡ ସାହିବ
- ଆଙ୍ଗଲୋ ଶିଖ ଯୁଦ୍ଧ ସ୍ମୃତି, ଫିରୋଜପୁର
- ରଉଜା ସରିଫ, ସିରହିନ୍ଦ-ଫତେଗଡ ସାହିବ
- ସାଙ୍ଘୋଲ ମ୍ୟୁଜିୟମ, ଫତେଗଡ ସାହିବ
- ଆନନ୍ଦପୁର ସାହିବଠାରେ ଗୁରୁଦ୍ୱାର ଓ ଦୁର୍ଗ
- ନଭ ଓ ସାଙ୍ଗରୁରଠାରେ ଐତିହାସିକ ସ୍ମୃତି
- ଶ୍ରୀ ମୁକ୍ତ ସାହିବର ଗୁରୁଦ୍ୱାର
- ପାୟଲ ଦୁର୍ଗ, ପାୟଲ
- ମୁଗଲ ସରାଇ, ଦୋରାହା
- ସେରାଇ ଲଶକରି ଖାନ
- ବୀରସାତ-ଇ-ଖାଲସା, ଆନନ୍ଦପୁର ସାହିବ
- ଶିଖ ଅଜୈବଘର, ମୋହାଲି
- ତାକ୍ତ ଶ୍ରୀ ଦମଦମା ସାହିବ, ବାଥିଣ୍ଡା
- ଦୁଃଖ ନିର୍ବାଣ ସାହିବ ଗୁରୁଦ୍ୱାର, ପଟିଆଲା
- ମୋତି ବାଗ ପ୍ୟାଲେସ୍, ପଟିଆଲା
- ରୋପାର ଜଳଭୂମି, ରୂପନଗର
- ହୁସୈନିୱାଲା ସୀମା, ଫିରୋଜପୁର
ଆଧାର
ସମ୍ପାଦନା- ↑ ୧.୦ ୧.୧ Grover, Parminder Singh (2011). Discover Punjab: Attractions of Punjab. Parminder Singh Grover. p. 179.