ମାଲ‌ୱା (ପଞ୍ଜାବୀ: ਮਾਲਵਾ) ସତଲେଜର ଦକ୍ଷିଣରେ ଥିବା ପଞ୍ଜାବର ଏକ ଅଞ୍ଚଳ ।[୧] ଏହି ଅଞ୍ଚଳର ଲୋକମାନଙ୍କୁ ମାଲ‌ୱାଇ କୁହାଯାଏ । ମାଲ‌ୱାର ପଶ୍ଚିମ ପଟେ ମାଲ‌ୱାଇର ଉପଭାଷା ରୂପେ ପଞ୍ଜାବୀ କୁହାଯାଏ । ଏହା ପ୍ୱାଧୀ ଉପଭାଷା ସ‌ହିତ ସମ୍ବନ୍ଧ ରଖେ, ଯାହା ମାଲ‌ୱା ଅଞ୍ଚଳର ପୂର୍ବ ପଟେ କୁହାଯାଏ । ପ୍ୱାଧୀ କୁହାଯାଉଥିବା ଅଞ୍ଚଳକୁ ବେଳେ ବେଳେ ପୋଆଧ ବା ପ୍ୱାଧ କୁହାଯାଏ ।

ମାଲ‌ୱାର ଜିଲ୍ଲା ସମ୍ପାଦନା

ଏହି ଜିଲ୍ଲାଗୁଡ଼ିକ ମାଲ‌ୱାର:[୧]

  • ଫିରୋଜପୁର
  • ଫାଜିଲକା
  • ଫରିଦକୋଟ
  • ମୁକ୍ତସର ସାହିବ
  • ମୋଗା
  • ବାଥିଣ୍ଡା
  • ଲୁଧିଆନା
  • ବର୍ଣ୍ଣଳା
  • ମାନ୍ସ
  • ସାଙ୍ଗରୁର
  • ଶହୀଦ ଭଗତ ସିଂହ ନ‌ଗର (ପୂର୍ବରୁ ନାୱନଶାର)
  • ଫତେଗଡ ସାହିବ
  • ପଟିଆଲା
  • ରୂପନ‌ଗର (ପୂର୍ବରୁ ରୋପାର)
  • ଅଜିତଗଡ (ପୂର୍ବରୁ ମୋହାଲି)
  • ଶ୍ରୀ ଗଙ୍ଗନ‌ଗର (ରାଜସ୍ଥାନ)
  • ହନୁମାନ‌ଗଡ (ରାଜସ୍ଥାନ)

ପର୍ଯ୍ୟଟକ ଆକର୍ଷଣ ସମ୍ପାଦନା

  • କିଲ୍ଲା ମୁବାରକ, ବାଥିଣ୍ଡା
  • ଗୁରୁଦ୍ୱାର ଫତେଗଡ ସାହିବ
  • ଆମ ଖାସ ବାଗ୍, ସିରହିନ୍ଦ
  • ଜାହାଜ ହବେଲୀ, ଫତେଗଡ ସାହିବ
  • ଆଙ୍ଗଲୋ ଶିଖ ଯୁଦ୍ଧ ସ୍ମୃତି, ଫିରୋଜପୁର
  • ରଉଜା ସରିଫ, ସିରହିନ୍ଦ-ଫତେଗଡ ସାହିବ
  • ସାଙ୍ଘୋଲ ମ୍ୟୁଜିୟମ, ଫତେଗଡ ସାହିବ
  • ଆନ‌ନ୍ଦପୁର ସାହିବଠାରେ ଗୁରୁଦ୍ୱାର ଓ ଦୁର୍ଗ
  • ନଭସାଙ୍ଗରୁରଠାରେ ଐତିହାସିକ ସ୍ମୃତି
  • ଶ୍ରୀ ମୁକ୍ତ ସାହିବର ଗୁରୁଦ୍ୱାର
  • ପାୟଲ ଦୁର୍ଗ, ପାୟଲ
  • ମୁଗଲ ସରାଇ, ଦୋରାହା
  • ସେରାଇ ଲଶକରି ଖାନ
  • ବୀରସାତ-ଇ-ଖାଲସା, ଆନ‌ନ୍ଦପୁର ସାହିବ
  • ଶିଖ ଅଜୈବଘର, ମୋହାଲି
  • ତାକ୍ତ ଶ୍ରୀ ଦମଦମା ସାହିବ, ବାଥିଣ୍ଡା
  • ଦୁଃଖ ନିର୍ବାଣ ସାହିବ ଗୁରୁଦ୍ୱାର, ପଟିଆଲା
  • ମୋତି ବାଗ ପ୍ୟାଲେସ୍, ପଟିଆଲା
  • ରୋପାର ଜଳଭୂମି, ରୂପନ‌ଗର
  • ହୁସୈନିୱାଲା ସୀମା, ଫିରୋଜପୁର

ଆଧାର ସମ୍ପାଦନା

  1. ୧.୦ ୧.୧ Grover, Parminder Singh (2011). Discover Punjab: Attractions of Punjab. Parminder Singh Grover. p. 179.