ମାର୍ଥ ମାରିଆମ ସ୍ୟରୋ-ମାଲାବାର କଥୋଲିକ ଫୋରାନେ ଚର୍ଚ
ମାର୍ଥ ମାରିଆମ ସ୍ୟରୋ-ମାଲାବାର କଥୋଲିକ ଫୋରାନେ ଚର୍ଚ ଭାରତୀୟ ରାଜ୍ୟରେ ଥିବା ଏକ ପ୍ରାଚୀନତମ ଚର୍ଚ । ଏହା ମୁଭାଯ୍ଯୁପୁଝାଠାରୁ 6 କିଲୋମିଟର ଦୁରବର୍ତୀ ଆକାକୁଝା ଗ୍ରାମରେ ରହିଛି । ଏହି ଗ୍ରାମରେ ବହୁ ସଂଖ୍ୟାରେ ନାଶ୍ରନୀ ଖ୍ରୀଷ୍ଟିୟାନ ରହିଥିଲେ । ଏହି ନାଶ୍ରନୀ ଖ୍ରୀଷ୍ଟିୟାନମାନଙ୍କ 1500 ବର୍ଷର ପଞ୍ଜୀକୃତ ଇତିହାସ ରହିଛି । ବର୍ତ୍ତମାନ ଚର୍ଚଟି ସ୍ୟରୋ-ମଳବର କଥୋଲିକ ଏପାରଚି , କୋଥାମଙ୍ଗଳମ [୧]ଅଧୀନରେ ରହିଛି । ଭଗବାନଙ୍କ ସେବକ କୁହାଯାଉଥିବା ଭର୍ଗିଜ ପୟାପିଲ୍ଲି ପାଲାକ୍କାପିଲ୍ଲି ଏହାର ପାରିସ ପୂଜକ ହିସାବରେ 1920 ଓ 1922ରେ ରହିଥିଲେ । [୨][୩]
ମାର୍ଥ ମାରିଆମ ସ୍ୟରୋ-ମାଲାବାର କଥୋଲିକ ଫୋରାନେ ଚର୍ଚ | |
---|---|
Religion | |
ଅନୁବନ୍ଧଗୁଡ଼ିକ | Syro-Malabar Catholic Church |
Province | Syro-Malabar Catholic Diocese of Kothamangalam |
Leadership | Major Archbishop |
Location | |
ସ୍ଥାନ | Arakuzha, Muvattupuzha |
Direction of façade | West |
Website | |
arakuzhachurch.org |
ଇତିହାସ
ସମ୍ପାଦନାରଥପ୍ପଳିମୁଠି ଏହି ମରଠା ମରିଆମ ଫୋରେଂସେ ଚର୍ଚକୁ ଆରାକାଝାଠାରେ ସ୍ଥାପନ କରିଥିଲେ । [୪]ଛାଞ୍ଚ:Primary source inline ଏହି ଚର୍ଚକୁ ସମୟକ୍ରମେ ଅନେକଥର ଭାଙ୍ଗି ନୂତନ ଭାବରେ ପୁନନିର୍ମାଣ କରାଯାଇଥିଲା ।
-
Mar Varghese Payyappilly Palakkappilly
-
Bishop Mar Gregory Karotemprel and Fr. Palakkappilly at Marth Mariam Church, Arakuzha.
ଆଧାର
ସମ୍ପାଦନା- ↑ http://www.kothamangalamdiocese.org/php/parish_list.php?nm=4&action=search&txt=&sort=&category=&sum=&date_from=&date_to=&sort_ord=&by_colms=col&no_of_rows=1&sel=
- ↑ "Payyappilly Palakkappilly Varghese Kathanar" (PDF). Archived from the original (PDF) on 2011-07-17. Retrieved 2017-01-02.
- ↑ "Former vicars - Payyappilly Varghese Kathanar (1920-22)". Archived from the original on 2013-10-29. Retrieved 2017-01-02.
- ↑ "Rathappillil Family". rathappillilfamily.com. Retrieved 2014-06-06.