ମାଧବ ଆପତେ

ଭାରତୀୟ କ୍ରିକେଟ ଖେଳାଳି

ମାଧବ ଲକ୍ଷ୍ମଣ ରାଓ ଆପତେ  ଶବଦ ବିଷୟରେ pronunciation (ଜନ୍ମ 5 ଅକ୍ଟୋବର , 1932 , ବମ୍ବେ ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ 1952ରୁ 1953 ମଧ୍ୟରେ ଦେଶ ପାଇଁ 7ଟି ଟେଷ୍ଟ ଖେଳିଥିଲେ ।ତାଙ୍କର ଭାଇ ଅରବିନ୍ଦ ଆପତେ ମଧ୍ୟ ଜଣେ  କ୍ରିକେଟର । .[୧]

କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm bowler
ଅନ୍ତର୍ଜାତୀୟ ତଥ୍ୟ
National side
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 7 67
ମୋଟ ରନ 542 3336
ବ୍ୟାଟିଂ ହାର 49.27 38.79
ଶତକ/ଅର୍ଦ୍ଧଶତକ 1/3 6/-
ସର୍ବାଧିକ ରନ 163* 165*
ବଲ ସଂଖ୍ୟା 6 120
ଉଇକେଟ - 4
ବୋଲିଂ ହାର - 24.25
ଇନିଙ୍ଗସରେ ୫ଟି ଉଇକେଟ - -
ମ୍ୟାଚରେ ୧୦ଟି ଉଇକେଟ - -
ସବୁଠୁ ଭଲ ବୋଲିଂ - 1/6
କ୍ୟାଚ/ଷ୍ଟମ୍ପିଙ୍ଗ 2/- 27/-
Source: Cricinfo

ଆଧାର  ସମ୍ପାଦନା

  1. Joshi, Harit (5 October 2012). "The cricketing journey of Madhav Apte". Mid Day. Retrieved 18 November 2013.