ଜମିର ଆକାର ସମ୍ପାଦନା

 
ମାଣ

ଜମିର ଆକାର ବା କ୍ଷେତ୍ର ପରିମାଣ ମାପିବା ପାଇଁ ମାଣ ଏକ ପରିମାପର ଏକକ | ପଚିଶ ଗୁଣ୍ଠ ପରିମିତ ଜମିକୁ ନେଇ ଏକ ମାଣ ଜମି ହେଇଥାଏ ।

ଶସ୍ୟର ପରିମାଣ ସମ୍ପାଦନା

ଶସ୍ୟାଦିର ପରିମାଣ ମାପିବା ପାଇଁ ମାଣ ଏକ ପରିମାପର ଏକକ ।

ଶସ୍ୟାଦି ମପାଯିବା ପାଇଁ ଗଉଣୀ ବେତ, ଲୁହା, ପିତଳ, କାଠ ଆଦିର ଏକ ଗହୀରିଆ ପାତ୍ରକୁ ବ୍ୟବହାର କରା ଯାଇଥାଏ । ତାକୁ ମଧ୍ୟ ମାଣ କୁହାଯାଏ ।