ମହା ସୁଗନ୍ଧି
ଜଗନ୍ନାଥଙ୍କ ପାଖରେ ଅନେକ ସୁଗନ୍ଧିତ ଦ୍ରବ୍ୟ ଲାଗି ହୁଏ । ସୁଗନ୍ଧିତ ପୁଷ୍ଣ ହେଉ କି ଧୂପାଦି ସୁଗନ୍ଧ ବା ସୁଗନ୍ଧିତ ଜଳ । ପୂର୍ବରୁ ଜଗନ୍ନାଥଙ୍କ ଏହି ସୁଗନ୍ଧ ଆକର୍ଷଣ ପାଇଁ ଜଣେ ସ୍ୱତନ୍ତ୍ର ସେବକ ରହିଥିଲେ । ତାଙ୍କୁ ମହାସୁଗନ୍ଧି ବୋଲି କୁହାଯାଏ ।[୧]
କାର୍ଯ୍ୟ
ସମ୍ପାଦନାଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ଏହି ସେବକ ସୁଗନ୍ଧ ଜଳ ସିଞ୍ଚନ ସେବା କରନ୍ତି । ପ୍ରତ୍ୟେକ ଅବକାଶ, ପୁଷ୍ପାଞ୍ଜଳୀ ସମୟରେ, ସ୍ନାନ, ରଥଯାତ୍ର। ପହଣ୍ଡିବିଜେ ସମୟରେ ସୁଗନ୍ଧଜଳ ସଞ୍ଚନ କରନ୍ତି [୨] । ଗ୍ରୋମ୍ ବିବରଣୀରେ ମହାସୁଗନ୍ଧି ଦେଉଳି ସେବକଙ୍କ ସମ୍ପର୍କରେ ସୂଚନା ରହିଛି । ଏ ସେବକ ଟେରାଫିଟା ପରେ କଳାହାଟ ଦ୍ୱାରରେ ପ୍ରତିଦିନ ଧୂପକାଠି ଧରି ଠିଆ ହେଉଥଲେ । ହେଲେ ଏବେ ଏହି ସେବା ଆଉ ନାହିଁ । ବହୁ ଦିନରୁ ଏହି ସେବା ବନ୍ଦ ହୋଇଯାଇଛି ।[୧]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ "ମହାସୁଗନ୍ଧି". ପ୍ରମେୟ. ୫ ଜୁନ ୨୦୧୫. p. ୨. Retrieved 17 September 2015.
{{cite news}}
: Check date values in:|date=
(help)[permanent dead link] - ↑ ଶ୍ରୀଜଗନ୍ନାଥ ସୁଳ - ବୃଭାନ୍ତମ୍