ମହାତ୍ମା ଗାନ୍ଧୀ ସେତୁ

ଛାଞ୍ଚ:Infobox Bridge

ମହାତ୍ମା ଗାନ୍ଧୀ ସେତୁ  (also called Gandhi Setu or Ganga Setu)ଭାରତୀୟ ରାଜ୍ୟ ବିହାରରେ ଗଙ୍ଗା ନଦୀ ଉପରେ ଏକ ସେତୁ ଯାହା ପାଟଣାକୁ ହଜିପୁର ସହ ସଂଯୁକ୍ତ କରେ । ଏହାର ଦୈର୍ଘ୍ୟ 5,750 ମିଟର । [୧]ଏହା ଭାରତର ଦୀର୍ଘତମ ନଦୀ ସେତୁ । [୨][୩] ଏହା 1982 ମସିହାରେ ଭାରତର ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଉଦ୍ଘାଟିତ ହେଇଥିଲା ।  .

ପ୍ଲାନିଂ ଓ ତାପର୍ଜ୍ୟ ସମ୍ପାଦନା

 
Gandhi Setu Bridge in Patna, India

ଏହି ସେତୁ ପାଇଁ କେନ୍ଦ୍ର ସରକାର 1969 ମସିହାରେ ମଞ୍ଜୁରୀ ଦେଇଥିଲେ । ଏହା 10 ବର୍ଷ ମଧ୍ୟ ସମାପ୍ତ ହେବାର ଆକଳନ ସହ ଏଥିପାଇଁ 87.22 କୋଟି ଟଙ୍କାର ଅଟାକଳ ହେଇଥିଲା । 19 ନମ୍ବର ଜାତୀୟ ରାଜପଥ ସେ ଉତ୍ତର ବିହାରକୁ ବିହାରର ଅନନ୍ୟ ଅଞ୍ଚଳ ସହ ସଂଯୁକ୍ତ କରିବାକୁ ଏହାର ପରିଯୋଜନା ହେଇଥିଲା । ଏହା ପୂର୍ବରୁ ରାଜେନ୍ଦ୍ର ସେତୁ ଏକମାତ୍ର ସଂଯୋଗ ଗଙ୍ଗା ନଦୀରେ ଥିଲା । ଏହା ପରେ ଗଙ୍ଗା ଉପରେ ବିକ୍ରମଶିଳା ସେତୁ ମଧ୍ୟ ନିର୍ମିତ ହେଇଛି । ଅନ୍ୟ ଦୁଇଟି ରେଳ ସେତୁ ମଧ୍ୟ ଦିଘା ଓ ସୋନପୁର ମଧ୍ୟରେ ନିର୍ମିତ ହଉଛି [୪] and at Munger.[୫]

ମହାତ୍ମା ଗାନ୍ଧୀ ସେତୁ ଚିତ୍ର ଥାଇ ଭାରତୀୟ ଡାକ ବିଭାଗ ତରଫରୁ ଡାକଟିକଟ ମଧ୍ୟ 2007 ମସିହାରେ ଛପା ଯାଇଥିଲା  ।  .[୬]

ଟ୍ରାଫିକ ଗହଳି  ସମ୍ପାଦନା

ଏହି ସେତୁ ନିର୍ମାଣ ସତ୍ତ୍ୱେ ଏଠାରେ ଟ୍ରାଫିକ ବହୁତ ଗହଳି ହେବାରୁ ଏହା ସହ ସମାନ୍ତରାଳ କରି ଆଉ ଦୁଇଟି ସେତୁ ବିହାର ସରକାରଙ୍କ ତରଫରୁ ନିର୍ମିତ ହେବ । ଦିନକୁ ପ୍ରାୟ 85,000 ବହନ ଏହି ସେତୁ ଦେଇ ଯାଉଥିବାର ଆକଳନ କରାଯାଇଛି ।  [୭]  [୮]

ଆଧାର  ସମ୍ପାଦନା

  1. [୧]
  2. "Gandhi Setu: An engineering marvel". Archived from the original on 2012-08-17. Retrieved 2016-12-13.
  3. longest river bridge to be rebuilt business-standard.com
  4. "Digha Sonepur Rail Road Bridge to be operational by 2017".
  5. Ganga Rail-Road Bridge
  6. "Welcome to the Indiapost Web Site". Archived from the original on April 12, 2011. Retrieved December 13, 2016.
  7. "Govt planning to build 2 Pontoon Bridges parallel to Gandhi Setu in Patna". IANS. news.biharprabha.com. Retrieved 18 February 2014.
  8. http://www.telegraphindia.com/1160526/jsp/bihar/story_87616.jsp#.

ପୁନଶ୍ଚ ଦେଖଣା  ସମ୍ପାଦନା

  • List of longest bridges in the world
  • List of longest bridges above water in India
  • List of bridges in India
  • Kacchi Dargah-Bidupur Bridge