ମହମ୍ମଦ ରାଗେଃ
ୟେମିନି ମଧ୍ୟ-ଦୂର ଦୌଡାଳୀ
ମହମ୍ମଦ ରାଗେଃ(ଜନ୍ମ ୧ ଜାନୁଆରୀ ୧୯୯୮) ହେଉଛନ୍ତି ଜଣେ ୟେମିନି ମଧ୍ୟ-ଦୂର ଦୌଡାଳୀ ଯିଏ କି ୧୫୦୦ ମିଟର ଦୌଡରେ ଭାଗ ନିଅନ୍ତି । ସେ ୨୦୧୬ ଅଲମ୍ପିକସରେ ଅଂଶ ଗ୍ରହଣ କରି ନିଜ ଦେଶକୁ ଅଲମ୍ପିକ୍ସରେ ସ୍ଥାନ ଦେଇଥିଲେ। ଜଣେ ଯୁବ ଖେଳାଳି ଭାବରେ ସେ ୨୦୧୩ ଏସୀୟ ଯୁବ କ୍ରୀଡ଼ାରେ ଅଂଶ ଗ୍ରହଣ କରି ତାମ୍ର ପଦକ ହାସଲ କରିଥିଲେ।
ବ୍ୟକ୍ତିଗତ ତଥ୍ୟ | |
---|---|
ଜାତୀୟତା | Yemen |
ଜନ୍ମ | ୧ ଜାନୁଆରୀ ୧୯୯୮ |
ଉଚ୍ଚତା | ୧.୬୯ m (୫ ft 6 1⁄2 in)[୧] |
ଓଜନ | 64 kg[୧] |
Sport | |
କ୍ରୀଡ଼ା | Track and field |
Event(s) | 1500 metres |
Achievements and titles | |
Personal best(s) | 1500 m: 3:58.91 min (2016) |
International competitions
ସମ୍ପାଦନାYear | Competition | Venue | Position | Event | Notes |
---|---|---|---|---|---|
2013 | Asian Youth Games | Nanjing, China | 3rd | 2000 m s'chase | 6:18.38 |
2015 | World Cross Country Championships | Guiyang, China | 98th | Junior race | 27:52 |
2016 | Olympic Games | Rio de Janeiro, Brazil | 36th (h) | 1500 m | 3:58.99 |
- ↑ ୧.୦ ୧.୧ Rageh Mohammed. Rio2016. Retrieved on 2016-08-19.